ସିଏବିକୁ ବିରୋଧ: ଆନ୍ଦୋଳନକାରୀ ପୁଲିସ୍‌ ମୁହାଁମୁହିଁ, ବ୍ୟାପକ ପୋଡ଼ାଜଳା

ଗୁଆହାଟୀ: ଲୋକସଭାରେ ପାରିତ ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ ନେଇ ଆଜି ଆସାମରେ ସ୍ଥିତି ସାଂଘାତିକ ହୋଇଛି। ବିଲ୍‌କୁ ବିରୋଧ କରି ଆଜି ଆସାମରେ ବନ୍ଦ ପାଳନ କରାଯାଇଛି। ବନ୍ଦର ସବୁଠାରୁ ଅଧିକ ପ୍ରଭାବ ବ୍ରହ୍ମପୁତ୍ର ଉପତ୍ୟକାରେ ଦେଖିବାକୁ ମିଳିଛି। ଅଲ ଆସାମ ଷ୍ଟୁଡେଣ୍ଟସ ୟୁନିୟନ ଓ ନର୍ଥଇଷ୍ଟ ଷ୍ଟୁଡେଣ୍ଟ ୟୁନିଅନ ପକ୍ଷରୁ ଆଜି ୧୧ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପାଳନ ବେଳେ ମାଲିଗାଓଁ ଅଞ୍ଚଳରେ ସରକାରୀ ବସ ଉପରକୁ ଟେକା ପଥର ମାଡ଼ […]

uia

uia

Hemant Lenka
  • Published: Tuesday, 10 December 2019
  • Updated: 10 December 2019, 04:13 PM IST

ଗୁଆହାଟୀ: ଲୋକସଭାରେ ପାରିତ ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ ନେଇ ଆଜି ଆସାମରେ ସ୍ଥିତି ସାଂଘାତିକ ହୋଇଛି। ବିଲ୍‌କୁ ବିରୋଧ କରି ଆଜି ଆସାମରେ ବନ୍ଦ ପାଳନ କରାଯାଇଛି। ବନ୍ଦର ସବୁଠାରୁ ଅଧିକ ପ୍ରଭାବ ବ୍ରହ୍ମପୁତ୍ର ଉପତ୍ୟକାରେ ଦେଖିବାକୁ ମିଳିଛି।

ଅଲ ଆସାମ ଷ୍ଟୁଡେଣ୍ଟସ ୟୁନିୟନ ଓ ନର୍ଥଇଷ୍ଟ ଷ୍ଟୁଡେଣ୍ଟ ୟୁନିଅନ ପକ୍ଷରୁ ଆଜି ୧୧ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପାଳନ ବେଳେ ମାଲିଗାଓଁ ଅଞ୍ଚଳରେ ସରକାରୀ ବସ ଉପରକୁ ଟେକା ପଥର ମାଡ଼ କରାଯାଇଛି ଓ ଗୋଟିଏ ସ୍କୁଟିକୁ ପୋଡ଼ି ଦିଆଯାଇଛି।

ବନ୍ଦ ଯୋଗୁ ସଡ଼କ ପଥ ଓ ରେଳ ପଥରେ ଯାତାୟତ ଏକ ପ୍ରକାରର ବନ୍ଦ ହୋଇଯାଇଥିଲା। ଦୋକାନ,ବଜାର ଠାରୁ ଆରମ୍ଭ କରି ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକମାନେ ଏକାଠି ହୋଇ ସିଏବି ଓ କେନ୍ଦ୍ର ସରକାରଙ୍କୁ ବିରୋଧ କରିଛନ୍ତି। ବିକ୍ଷୋଭକାରୀମାନେ ବିଧାନସଭା ଓ ସଚିବାଳୟ ଘେରାଉ କରିବାକୁ ଚାହୁଁଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି।

ଏପରି କି ଶତାଧିକ ପୁରୁଷ ଓ ମହିଳା ଆନ୍ଦୋଳନକାରୀଙ୍କୁ ପୁଲିସ୍‌ ଅଟକ ରଖିଛି। କାମରୁପ ଜିଲ୍ଲାର ରଙ୍ଗିଆଠାରେ ଥିବା ଏନଏଫ ରେଲୱେ ମୁଖ୍ୟାଳୟ ଘେରାଉ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ବନ୍ଦ ଯୋଗୁ ସମସ୍ତ ପରୀକ୍ଷାଗୁଡ଼ିକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ଥଗିତ ରଖାଯାଇଛି।

ଦିବ୍ରୁଗଡ଼ରେ ଆନ୍ଦୋଳନକାରୀ ଓ ସିଆଇଏସଏଫ ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ରୋକ କରିଥିଲେ।
ସିଏବି ଦ୍ୱାରା ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ଭୌଗଳିକ ସ୍ଥିତି ବଦଳି ଯିବ ଓ ଏଠାକାର ଲୋକମାନେ ଜୀବିକା ହରାଇବେ ବୋଲି ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story