ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇ ଅଡି ଚୂରମାର, ଗଲା ୭ ଜୀବନ

ବେଙ୍ଗାଲୁରୁ: କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁ ନିକଟରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଯାଉଥିବା ଏକ ଅଡି କାର୍‌ ଏକ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେବାରୁ ସମ୍ପୂର୍ଣ୍ଣ ରୂରମାର ହୋଇଯାଇଛି।  ଏହି ଦୁର୍ଘଟଣାରେ ୭ ଜଣଙ୍କ ଜୀବନ ଯାଇଛି। ତେବେ ମୃତକଙ୍କ ପରିଚୟ ମିଳିନି। ମିଳିଥିବା ସୁଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୧ଟା ୪୫ ମିନିଟ୍‌ରେ ବେଙ୍ଗାଲୁରୁ ନିକଟବର୍ତ୍ତୀ କୋରାମଙ୍ଗଲାରେ ଏହି ଦୁର୍ଘଟଣା ଘଟିଥିଲା। ଏକ ଅଡି Q3 ଗାଡ଼ି […]

accident

accident

Niharika Rout
  • Published: Tuesday, 31 August 2021
  • Updated: 31 August 2021, 11:26 AM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁ ନିକଟରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଯାଉଥିବା ଏକ ଅଡି କାର୍‌ ଏକ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେବାରୁ ସମ୍ପୂର୍ଣ୍ଣ ରୂରମାର ହୋଇଯାଇଛି।  ଏହି ଦୁର୍ଘଟଣାରେ ୭ ଜଣଙ୍କ ଜୀବନ ଯାଇଛି। ତେବେ ମୃତକଙ୍କ ପରିଚୟ ମିଳିନି।

ମିଳିଥିବା ସୁଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୧ଟା ୪୫ ମିନିଟ୍‌ରେ ବେଙ୍ଗାଲୁରୁ ନିକଟବର୍ତ୍ତୀ କୋରାମଙ୍ଗଲାରେ ଏହି ଦୁର୍ଘଟଣା ଘଟିଥିଲା। ଏକ ଅଡି Q3 ଗାଡ଼ି ଖୁବ୍‌ କ୍ଷୀପ୍ର ବେଗ୍‌ରେ ଆସୁଥିବା ବେଳେ ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଯାଇଥିଲା।

ଉକ୍ତ ସମୟରେ କାର୍‌ରେ ୭ ଜଣ ଥିବା ବେଳେ ୬ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟର ୩ ଜଣ ମହିଳା ଓ ୪ ଜଣ ପୁରୁଷ ଥିବା ଜଣାଯାଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story