ଟିମ୍‌ ଇଣ୍ଡିଆର ଜର୍ସିରେ ଲେଖାହେବ ‘ଏମପିଏଲ’

ନୂଆଦିଲ୍ଲୀ: ଗେମିଂ ଆପ୍‌ ଏମପିଏଲ ଏବେ ବିସିସିଆଇ ଓ ଟିମ୍‌ ଇଣ୍ଡିଆ ସହ ଯୋଡ଼ି ହୋଇଯାଇଛି। ଟିମ ଇଣ୍ଡିଆ ଜାତୀୟ ଟିମର କିଟ୍‌ ପ୍ରାୟୋଜକ ଭାବେ ଆଜି ଏମପିଏଲ ସ୍ପୋର୍ଟସ ଦାୟିତ୍ୱ ନେଇଛି। କେବଳ ଜାତୀୟ ଟିମ୍ ନୁହେଁ, ଭାରତୀୟ ମହିଳା ଓ ଅଣ୍ଡର-୧୯ ଟିମର ମଧ୍ୟ କିଟ୍ ପ୍ରୟୋଜକ ଦାୟିତ୍ୱ ପାଇଛି ଏମପିଏଲ। ଆଜି ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପୂର୍ବରୁ ଜାତୀୟ ପୁରୁଷ ଓ ମହିଳା ଦଳ ସହ ଅଣ୍ଡର-୧୯ ଟିମ୍‌ର କିଟ୍‌ […]

df

df

Hemant Lenka
  • Published: Tuesday, 17 November 2020
  • Updated: 17 November 2020, 04:11 PM IST

Sports

Latest News

ନୂଆଦିଲ୍ଲୀ: ଗେମିଂ ଆପ୍‌ ଏମପିଏଲ ଏବେ ବିସିସିଆଇ ଓ ଟିମ୍‌ ଇଣ୍ଡିଆ ସହ ଯୋଡ଼ି ହୋଇଯାଇଛି। ଟିମ ଇଣ୍ଡିଆ ଜାତୀୟ ଟିମର କିଟ୍‌ ପ୍ରାୟୋଜକ ଭାବେ ଆଜି ଏମପିଏଲ ସ୍ପୋର୍ଟସ ଦାୟିତ୍ୱ ନେଇଛି। କେବଳ ଜାତୀୟ ଟିମ୍ ନୁହେଁ, ଭାରତୀୟ ମହିଳା ଓ ଅଣ୍ଡର-୧୯ ଟିମର ମଧ୍ୟ କିଟ୍ ପ୍ରୟୋଜକ ଦାୟିତ୍ୱ ପାଇଛି ଏମପିଏଲ।

ଆଜି ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପୂର୍ବରୁ ଜାତୀୟ ପୁରୁଷ ଓ ମହିଳା ଦଳ ସହ ଅଣ୍ଡର-୧୯ ଟିମ୍‌ର କିଟ୍‌ ପ୍ରାୟୋଜକ ଦାୟିତ୍ୱ ନାଇକ୍‌ ତୁଲାଉଥିଲା। ଏହାର ଅର୍ଥ ନାଇକ୍‌ ବଦଳରେ ଏଣିକି ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ଜର୍ସିରେ ଏମପିଏଲ ଲେଖାହେବ।

୨୦୧୬-୨୦୨୦ ଯାଏ କିଟ୍‌ ପ୍ରାୟୋଜକ ହେବାକୁ ନାଇକ ବିସିସିଆଇକୁ ୩୭୦ କୋଟି ଟଙ୍କା ଦେଇଥିଲା। ଚୁକ୍ତି ଶେଷ ହେବା ପରେ ଏକାଧିକ ସଂସ୍ଥା କିଟ୍‌ ପ୍ରାୟୋଜକ ହେବାକୁ ଆବେଦନ କରିଥିଲେ। ନଭେମ୍ବର ୨ରେ ବସିସିଆଇର ଉଚ୍ଚସ୍ତରୀୟ କମିଟି ଏମପିଏଲ ନାଁରେ ମୋହର ମାରିଛି।

ଏମପିଏଲ ସ୍ପୋର୍ଟସ ହେଉଛି ଗୋଟିଏ ଇ- ସ୍ପୋର୍ଟସ ପ୍ଲାଟଫର୍ମ। ଏହାବାଦ୍‌ ସଂସ୍ଥା ଖେଳ ଜିନିଷପତ୍ର ଓ କ୍ରିକେଟ ଇକ୍ୟୁପମେଣ୍ଟ ସହ ମାସ୍କ, ରିଷ୍ଟ ବ୍ୟାଣ୍ଡ, ଫୁଟୱେର ଓ ହେଡ୍‌ଗିୟର ଆଦି ଯୋଗାଇ ଦେଇଥାଏ। ବିସିସିଆଇ ସହ ଏମପିଏଲ ୩ ବର୍ଷ ପାଇଁ ଚୁକ୍ତି କରିଛି। ୨୦୨୩ ଡିସେମ୍ବର ମାସରେ ଏହି ଚୁକ୍ତି ଶେଷ ହେବ।

ଅଷ୍ଟ୍ରେଲିଆ ଟୁର ଠାରୁ ଏମପିଏଲ ଭାରତୀୟ ଟିମ୍‌ ସହ ଯୋଡ଼ି ହେବ। ଏହି ଟୁରରେ ଟିମ୍‌ ଇଣ୍ଡିଆ ନୂଆ ଜର୍ସିରେ ମଇଦାନକୁ ଓହ୍ଲାଇବ। ଏଥିରେ ଏମପିଏଲ ସ୍ପୋର୍ଟସ ଉଲ୍ଲେଖ କରାଯିବ। ଏହାର ଅର୍ଥ ଏମପିଏଲ ପକ୍ଷରୁ ପ୍ରିଣ୍ଟ ଓ ତିଆରି ଜର୍ସି ଭାରତୀୟ ଦଳର ଖେଳାଳି ମାନେ ପିନ୍ଧିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story