ବିଜେପିର ବେଙ୍ଗଲ ଅଧ୍ୟକ୍ଷଙ୍କ କନଭୟ ଉପରେ ଆକ୍ରମଣ

କୋଲକାତା: ବିଜେପିର ବେଙ୍ଗଲ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଓ ଅନ୍ୟ ଦଳୀୟ ନେତାଙ୍କ କନଭୟ ଉପରେ ଆଜି ଜୋରଦାର ଆକ୍ରମଣ କରାଯାଇଛି। ପଶ୍ଚିମବଙ୍ଗର ଅଲୀପୁରଦୁଆର ଜିଲ୍ଲାରେ ଘଟିଥିବା ଏହି ଘଟଣାକୁ ନେଇ ଚାରିଆଡ଼େ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ଆକ୍ରମଣରେ କାଲଚିନି ବିଧାୟକ ୱିଲସନ ଛମାରୀଙ୍କ ଗାଡ଼ି ଭାଙ୍ଗିରୁଜି ଯାଇଛି। ତେବେ ଏହି ହମଲା ପଛରେ କିଏ ରହିଛି, ସେକଥା ଏଯାଏ ଜଣାପଡ଼ିନାହିଁ। କିଛି ଦିନ ପୂର୍ବରୁ ଦିଲ୍ଲୀପ ଘୋଷ କ୍ଷମତାସୀନ ତୃଣମୂଳ କଂଗ୍ରେସର କର୍ମୀ ମାନଙ୍କୁ […]

d

d

Hemant Lenka
  • Published: Thursday, 12 November 2020
  • Updated: 12 November 2020, 02:47 PM IST

Sports

Latest News

କୋଲକାତା: ବିଜେପିର ବେଙ୍ଗଲ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଓ ଅନ୍ୟ ଦଳୀୟ ନେତାଙ୍କ କନଭୟ ଉପରେ ଆଜି ଜୋରଦାର ଆକ୍ରମଣ କରାଯାଇଛି। ପଶ୍ଚିମବଙ୍ଗର ଅଲୀପୁରଦୁଆର ଜିଲ୍ଲାରେ ଘଟିଥିବା ଏହି ଘଟଣାକୁ ନେଇ ଚାରିଆଡ଼େ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ଆକ୍ରମଣରେ କାଲଚିନି ବିଧାୟକ ୱିଲସନ ଛମାରୀଙ୍କ ଗାଡ଼ି ଭାଙ୍ଗିରୁଜି ଯାଇଛି। ତେବେ ଏହି ହମଲା ପଛରେ କିଏ ରହିଛି, ସେକଥା ଏଯାଏ ଜଣାପଡ଼ିନାହିଁ।

କିଛି ଦିନ ପୂର୍ବରୁ ଦିଲ୍ଲୀପ ଘୋଷ କ୍ଷମତାସୀନ ତୃଣମୂଳ କଂଗ୍ରେସର କର୍ମୀ ମାନଙ୍କୁ ଖୋଲାଖୋଲି ଧମକ ଦେଇଥିଲେ। ସେ କହିଥିଲେ ଯେ ଯଦି ଟିଏମସି କର୍ମୀମାନେ ସେମାନଙ୍କ ସୀମା ମଧ୍ୟରେ ନ ରହିବେ, ତା’ହେଲେ ସେମାନଙ୍କୁ ହସ୍ପିଟାଲ ନ ହେଲେ ମଶାଣିକୁ ଯିବାକୁ ପଡ଼ିବ। ତେଣୁ ଏହି ଆକ୍ରମଣକୁ କିଛି ଲୋକ ଉକ୍ତ ଧମକ ସହ ଯୋଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story