ମର୍ଣ୍ଣିଂ ୱାକ୍‌ ପାଇଁ ସମୟ ଧାର୍ଯ୍ୟ, ଆସନ୍ତା ବର୍ଷ ଜୁନ୍‌ ଯାଏ ଏହି ରାଜ୍ୟରେ ମାଗଣା ରାସନ

କୋଲକାତା: ଆସନ୍ତାକାଲି ଠାରୁ ସମଗ୍ର ଦେଶରେ ଅନଲକ-୨ ଆରମ୍ଭ ହେବ। ଏହାପୂର୍ବରୁ ଆଜି ପଶ୍ଚିମବଙ୍ଗ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ଗାଇଡଲାଇନ ଜାରି କରିଛନ୍ତି। ଲୋକମାନେ କେଉଁ ସମୟରେ ମର୍ଣ୍ଣିଂ ୱାକ୍‌ ପାଇଁ ବାହାରକୁ ଯାଇ ପାରିବେ ସେ ସମ୍ପର୍କରେ ଗାଇଡଲାଇନ ଉଲ୍ଲେଖ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପଶ୍ଚିମବଙ୍ଗ ସରକାର ଆସନ୍ତା ବର୍ଷ ଜୁନ୍‌ ମାସ ଯାଏ ଗରିବ ଲୋକଙ୍କୁ ମାଗଣା ରାସନ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ପୂର୍ବରୁ ମଧ୍ୟ ମମତା ସରକାର କରୋନା […]

dax

dax

Hemant Lenka
  • Published: Tuesday, 30 June 2020
  • Updated: 30 June 2020, 05:20 PM IST

Sports

Latest News

କୋଲକାତା: ଆସନ୍ତାକାଲି ଠାରୁ ସମଗ୍ର ଦେଶରେ ଅନଲକ-୨ ଆରମ୍ଭ ହେବ। ଏହାପୂର୍ବରୁ ଆଜି ପଶ୍ଚିମବଙ୍ଗ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ଗାଇଡଲାଇନ ଜାରି କରିଛନ୍ତି। ଲୋକମାନେ କେଉଁ ସମୟରେ ମର୍ଣ୍ଣିଂ ୱାକ୍‌ ପାଇଁ ବାହାରକୁ ଯାଇ ପାରିବେ ସେ ସମ୍ପର୍କରେ ଗାଇଡଲାଇନ ଉଲ୍ଲେଖ କରାଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପଶ୍ଚିମବଙ୍ଗ ସରକାର ଆସନ୍ତା ବର୍ଷ ଜୁନ୍‌ ମାସ ଯାଏ ଗରିବ ଲୋକଙ୍କୁ ମାଗଣା ରାସନ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ପୂର୍ବରୁ ମଧ୍ୟ ମମତା ସରକାର କରୋନା ଲକଡାଉନ ପାଇଁ ଲୋକଙ୍କୁ ମାଗଣା ରାସନ ସାମଗ୍ରୀ ଯୋଗାଇ ଦେଉଥିଲେ। ଏବେ ଏହି ଯୋଜନାକୁ ଆସନ୍ତା ଗୋଟିଏ ବର୍ଷ ଯାଏ ବୃଦ୍ଧି କରିଛନ୍ତି।

ସରକାରଙ୍କ ଘୋଷଣା ଅନୁଯାୟୀ, ଲୋକମାନେ ଭୋର ୫.୩୦ରୁ ସକାଳ ୮.୩୦ ଯାଏ ମର୍ଣ୍ଣିଂ ୱାକ୍‌ ପାଇଁ ବାହାରକୁ ଯାଇ ପାରିବେ। ପୂର୍ବରୁ ବାହାଘର କାର୍ଯ୍ୟକ୍ରମରେ ସର୍ବାଧିକ ୨୫ ଜଣଙ୍କୁ ଯୋଗ ଦେବାକୁ ନିୟମ ଥିବା ବେଳେ ଏବେ ଏହାକୁ ୫୦କୁ ବୃଦ୍ଧି କରାଯାଇଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଦେଶର ବିଭିନ୍ନ ହଟସ୍ପଟରୁ କୌଣସି ବିମାନ ଆସନ୍ତା ୨ ସପ୍ତାହ ଯାଏ ପଶ୍ଚିମବଙ୍ଗରେ ପ୍ରବେଶ କରିପାରିବ ନାହିଁ। ଏଥିପାଇଁ ଭାରତ ସରକାର ବ୍ୟବସ୍ଥା କରିବାକୁ ସେ କହିଛନ୍ତି। ତେବେ ସେ କମ୍‌ ଲୋକଙ୍କୁ ନେଇ ରାଜ୍ୟ ମଧ୍ୟରେ ମେଟ୍ରୋ ସେବା ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story