ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫାପତ୍ରକୁ ଗ୍ରହଣ କଲେନି ବାଚସ୍ପତି

କୋଲକାତେ: ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରେ ସୃଷ୍ଟି ହୋଇଥିବା ବିଦ୍ରୋହରେ ଏବେ ନୂଆ ଟ୍ୱିଷ୍ଟ ଆସିଛି। ଟିଏମର ସବୁଠାରୁ ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ ହେଁ ଏହାକୁ ବିଧାନସଭାର ବାଚସ୍ପତି ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ସେ ଶୁଭେନ୍ଦୁଙ୍କ ଇସ୍ତଫାପତ୍ର ବର୍ତ୍ତମାନ ପରିସ୍ଥିତିରେ ଗ୍ରହଣ କରିପାରିବେ ନାହିଁ ବୋଲି କହିଛନ୍ତି। ଏହାର ଅର୍ଥ ଇସ୍ତଫାପତ୍ର ଗ୍ରହଣ ହେବା ଯାଏ ଶୁଭେନ୍ଦୁ ଟିଏମସିର ବିଧାୟକ ଭାବେ ରହିବେ। ଅବଶ୍ୟ ସେ ଇତି ମଧ୍ୟରେ […]

t

t

Hemant Lenka
  • Published: Friday, 18 December 2020
  • Updated: 18 December 2020, 04:20 PM IST

Sports

Latest News

କୋଲକାତେ: ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରେ ସୃଷ୍ଟି ହୋଇଥିବା ବିଦ୍ରୋହରେ ଏବେ ନୂଆ ଟ୍ୱିଷ୍ଟ ଆସିଛି। ଟିଏମର ସବୁଠାରୁ ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ ହେଁ ଏହାକୁ ବିଧାନସଭାର ବାଚସ୍ପତି ଗ୍ରହଣ କରିବାକୁ ମନା କରି ଦେଇଛନ୍ତି।

ସେ ଶୁଭେନ୍ଦୁଙ୍କ ଇସ୍ତଫାପତ୍ର ବର୍ତ୍ତମାନ ପରିସ୍ଥିତିରେ ଗ୍ରହଣ କରିପାରିବେ ନାହିଁ ବୋଲି କହିଛନ୍ତି। ଏହାର ଅର୍ଥ ଇସ୍ତଫାପତ୍ର ଗ୍ରହଣ ହେବା ଯାଏ ଶୁଭେନ୍ଦୁ ଟିଏମସିର ବିଧାୟକ ଭାବେ ରହିବେ। ଅବଶ୍ୟ ସେ ଇତି ମଧ୍ୟରେ ଟିଏମରୁ ଇସ୍ତଫା ଦେଇ ସାରିଛନ୍ତି।

ଆଜି ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ବିମନ ବାନାର୍ଜୀ କହିଛନ୍ତି,“ମୁଁ ଶୁଭେନ୍ଦୁ ଅଧିକାରୀଙ୍କ ଚିଠି ପାଇଛି। ଏହାକୁ ତର୍ଜମା କରିବା ବେଳେ ଏଥିରେ ନିର୍ଦ୍ଦିଷ୍ଟ ତାରିଖ ନଥିବା ଦେଖିବାକୁ ପାଇଥିଲି। ତାଙ୍କ ଇସ୍ତଫା ସ୍ୱେଚ୍ଛାକୃତ ଓ ସ୍ୱାଭାବିକ ବୋଲି ମୋତେ କୁହାଯାଇ ନାହିଁ। ତେଣୁ ଏହାକୁ ଗ୍ରହଣ କରିବା ସମ୍ଭବ ନୁହେଁ। ତାଙ୍କୁ ମୁଁ ବ୍ୟକ୍ତିଗତ ଭାବେ ଡିସେମ୍ବର ୨୧ରେ ହାଜର ହେବାକୁ କହିଛି।”

କେବଳ ଶୁଭେନ୍ଦୁ ଅଧିକାରୀ ନୁହନ୍ତି, ଆହୁରି ୨ ଜଣ ବିଧାୟକ ଓ ଟିଏମସିର କିଛି ବରିଷ୍ଠ ନେତା ମଧ୍ୟ ଦଳ ଛାଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story