ଫେସବୁକ ପୋଷ୍ଟରୁ ଜଳିଲା ବେଙ୍ଗାଲୁରୁ: ଦଙ୍ଗାକାରୀଙ୍କ ଠାରୁ କ୍ଷତିପୂରଣ ଆଦାୟ କରିବେ ସରକାର

ବେଙ୍ଗାଲୁରୁ: ଗୋଟିଏ ଫେସବୁକ ପୋଷ୍ଟକୁ କେନ୍ଦ୍ର କରି ମଙ୍ଗଳବାର ରାତିରେ କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁରେ ଭୟଙ୍କର ଦଙ୍ଗା ଦେଖିବାକୁ ମିଳିଛି। ଦଙ୍ଗାକାରୀ ପୋଡ଼ା ଜଳା କରିବାରୁ ପୁଲିସ୍‌ ଗୁଳି ଚଳାଇଛି। ଏଥିରେ ୩ ଜଣ ସାଧାରଣ ନାଗରିକଙ୍କ ମଧ୍ୟ ମୃତ୍ୟୁ ଘଟିଛି। ସେହିପରି ଲୋକଙ୍କ ଆକ୍ରମଣରେ ୬୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ପୋଡ଼ାଜଳା ଓ ଭଙ୍ଗାରୁଜା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏବେ କର୍ଣ୍ଣାଟକା ସରକାର ଏହି ଦଙ୍ଗାକୁ ଯୋଜନାବଦ୍ଧ ବୋଲି କହିବା ସହ […]

dr

dr

Hemant Lenka
  • Published: Wednesday, 12 August 2020
  • Updated: 12 August 2020, 05:51 PM IST

Sports

Latest News

ବେଙ୍ଗାଲୁରୁ: ଗୋଟିଏ ଫେସବୁକ ପୋଷ୍ଟକୁ କେନ୍ଦ୍ର କରି ମଙ୍ଗଳବାର ରାତିରେ କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁରେ ଭୟଙ୍କର ଦଙ୍ଗା ଦେଖିବାକୁ ମିଳିଛି। ଦଙ୍ଗାକାରୀ ପୋଡ଼ା ଜଳା କରିବାରୁ ପୁଲିସ୍‌ ଗୁଳି ଚଳାଇଛି। ଏଥିରେ ୩ ଜଣ ସାଧାରଣ ନାଗରିକଙ୍କ ମଧ୍ୟ ମୃତ୍ୟୁ ଘଟିଛି। ସେହିପରି ଲୋକଙ୍କ ଆକ୍ରମଣରେ ୬୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।

ପୋଡ଼ାଜଳା ଓ ଭଙ୍ଗାରୁଜା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏବେ କର୍ଣ୍ଣାଟକା ସରକାର ଏହି ଦଙ୍ଗାକୁ ଯୋଜନାବଦ୍ଧ ବୋଲି କହିବା ସହ ଦଙ୍ଗାକାରୀଙ୍କ ଠାରୁ କ୍ଷତିପୂରଣ ଆଦାୟ କରିବେ ବୋଲି କହିଛନ୍ତି। କର୍ଣ୍ଣାଟକାର ମନ୍ତ୍ରୀ ସିଟି ରବି କହିଛନ୍ତି, ଦଙ୍ଗାକୁ ଯୋଜନାବଦ୍ଧ ଭାବେ କରାଯାଇଛି। ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବାକୁ ପେଟ୍ରୋଲ ବୋମା ଓ ପଥରର ବ୍ୟବହାର କରାଯାଇଛି। ୩୦୦ରୁ ଅଧିକ ଗାଡ଼ିକୁ ଦଙ୍ଗାକାରୀମାନେ ପୋଡ଼ି ଦେଇଛନ୍ତି।

ଏହା ମଧ୍ୟରେ ୨୦୦ରୁ ଅଧିକ କାର ଓ ଜିପ ରହିଛି। ଏବେ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଉତ୍ତର ପ୍ରଦେଶ ଭଳି କର୍ଣ୍ଣଟକା ସରକାର ମଧ୍ୟ ଦଙ୍ଗାକାରୀଙ୍କ ଠାରୁ କ୍ଷୟକ୍ଷତିର ଅର୍ଥ ଆଦାୟ କରିବେ। ସୁପ୍ରିମକୋର୍ଟ ମଧ୍ୟ ରାଜ୍ୟ ସରକାରମାନଙ୍କୁ ଦଙ୍ଗାକାରୀଙ୍କ ଠାରୁ ଅର୍ଥ ଆଦାୟ କରିବାର କ୍ଷମତା ଦେଇଛନ୍ତି ବୋଲି ସେ କହିଛନ୍ତି।

କଂଗ୍ରେସ ବିଧାୟକ ଶ୍ରୀନିବାସ ମୁର୍ତ୍ତିଙ୍କ ପୁତୁରା ନବୀନ ଫେସବୁକରେ ଗୋଟିଏ ବିବାଦୀୟ ପୋଷ୍ଟ କରିଥିଲେ। ଏହାକୁ ନେଇ ମଙ୍ଗଳବାର ରାତିରେ ପ୍ରବଳ ହିଂସାକାଣ୍ଡ ଘଟିଥିଲା। ଲୋକମାନେ ବିଧାୟକଙ୍କ ଘରକୁ ଘେରାଉ କରି ଟେକା ପଥର ମାଡ଼ କରିବା ସହ ପୋଡ଼ାଜଳା କରିଥିଲେ। ସେହିପରି କଭଲ Byrsandra ପୁଲିସ ଷ୍ଟେସନ ଉପରକୁ ଟେକା ପଥର ମାଡ଼ କରିଥିଲେ।

ପରିସ୍ଥିତି ଓ ଭିଡ଼ ନିୟନ୍ତ୍ରଣ କରିବା ଲାଗି ପୁଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା। ଏପରି କି ଲୁହ ବୁହା ଗ୍ୟାସ ଏବଂ ଲୁହ ବୁହା ବୋମା ସମେତ ପୁଲିସକୁ ଫାଇରିଂ ମଧ୍ୟ କରିବାକୁ ପଡ଼ିଛି। ପୂର୍ବ ବେଙ୍ଗାଲୁରୁର ଡିଜେ ହଲ୍ଲି ଅଞ୍ଚଳରେ ପୁଲିସ ଫାଇରିଂ ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିଛି।

ଡିଜେ ହଲ୍ଲୀ ଏବଂ କେଜି ହଲ୍ଲୀ ଥାନା ଅଧୀନ ଅଞ୍ଚଳରେ ଗୁରୁବାର ସକାଳ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରାଯାଇଛି। ଅନ୍ୟପଟେ ସମଗ୍ର ବେଙ୍ଗାଲୁରୁରେ ୧୪୪ ଧାରା ମଧ୍ୟ ଲାଗୁ କରାଯାଇଛି। ପୁଲିସ ଏହି ମାମଲାରେ କଂଗ୍ରେସ ବିଧାୟକ ଅଖଣ୍ଡ ଶ୍ରୀନିବାସ ମୁର୍ତ୍ତିଙ୍କ ପୁତୁରା ନବୀନଙ୍କ ବ୍ୟତୀତ ୧୧୦ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି। ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରାଯିବେ ସହ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, ପୁଲକେଶୀ ନଗରରେ ମଙ୍ଗଳବାର ରାତିରେ ଲୋକମାନେ ସ୍ଥାନୀୟ ଥାନା ଏବଂ କଂଗ୍ରେସ ବିଧାୟକ ଶ୍ରୀନିବାସ ମୂର୍ତ୍ତିଙ୍କ ବାସଭବନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଧାୟକଙ୍କ ପୁତୁରା ସୋଶାଲ ମିଡିଆରେ ଧର୍ମ, ସମ୍ପ୍ରଦାୟ ସମ୍ୱନ୍ଧୀୟ ପୋଷ୍ଟ ଶେୟାର କରିଥିଲେ, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ବଢ଼ିଥିବା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story