କରୋନା ଟିକା ପରୀକ୍ଷା ବେଳେ ଦେଖା ଯାଇଥିଲା ସମସ୍ୟା, ମାନିଲା ଭାରତ ବାୟୋଟେକ

ହାଇଦ୍ରାବାଦ: ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ହୋଇଥିବା ଭାରତର ପ୍ରଥମ କରୋନା ଟିକା କୋଭାକ୍ସିନର ପରୀକ୍ଷା ବେଳେ ସମସ୍ୟା ଦେଖା ଯାଇଥିଲା। ଅଗଷ୍ଟ ମାସରେ ଏଭଳି ଘଟଣା ଘଟିଥିଲେ ହେଁ ଟିକା ତିଆରି କରିଥିବା ହାଇଦ୍ରାବାଦ ସ୍ଥିତ କମ୍ପାନୀ ଭାରତ ବାୟୋଟେକ ଏକଥା କାହାକୁ ଜଣାଇ ନଥିଲା ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଭାରତ ବାୟୋଟେକ୍‌ ବି ଟିକାକରଣ ବେଳେ ସମସ୍ୟା ଦେଖା ଯାଇଥିବା କଥା ସ୍ୱୀକାର କରିଛି। ହେଲେ ସମସ୍ୟା ସମ୍ପର୍କରେ ସଂସ୍ଥା ରିପୋର୍ଟ […]

gh

gh

Hemant Lenka
  • Published: Saturday, 21 November 2020
  • Updated: 21 November 2020, 06:03 PM IST

Sports

Latest News

ହାଇଦ୍ରାବାଦ: ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ହୋଇଥିବା ଭାରତର ପ୍ରଥମ କରୋନା ଟିକା କୋଭାକ୍ସିନର ପରୀକ୍ଷା ବେଳେ ସମସ୍ୟା ଦେଖା ଯାଇଥିଲା। ଅଗଷ୍ଟ ମାସରେ ଏଭଳି ଘଟଣା ଘଟିଥିଲେ ହେଁ ଟିକା ତିଆରି କରିଥିବା ହାଇଦ୍ରାବାଦ ସ୍ଥିତ କମ୍ପାନୀ ଭାରତ ବାୟୋଟେକ ଏକଥା କାହାକୁ ଜଣାଇ ନଥିଲା ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଭାରତ ବାୟୋଟେକ୍‌ ବି ଟିକାକରଣ ବେଳେ ସମସ୍ୟା ଦେଖା ଯାଇଥିବା କଥା ସ୍ୱୀକାର କରିଛି। ହେଲେ ସମସ୍ୟା ସମ୍ପର୍କରେ ସଂସ୍ଥା ରିପୋର୍ଟ କରି ନଥିବା ଖବର ମିଛ ବୋଲି କହିଛି।

ଶନିବାର ଭାରତ ବାଓଟେକ ପକ୍ଷରୁ କୁହାଯାଇଛି ଯେ ୨୦୨୦ ଅଗଷ୍ଟ ମାସରେ ଟିକାର ପ୍ରଥମ ଫେଜ୍‌ ଟ୍ରାଏଲ ଚାଲିଥିବା ବେଳେ ସମସ୍ୟା ଦେଖା ଯାଇଥିଲା। ଘଟଣା ଘଟିବାର ୨୪ ଘଣ୍ଟା ମଧ୍ୟରେ CDSCO-DCGIକୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ଭାରତ ବାୟୋଟେକ ଓ ଆଇସିଏମଆର ମିଳିତ ଭାବେ ସ୍ୱଦେଶୀ ଜ୍ଞାନକୌଶଳରେ କୋଭାକ୍ସିନ ନାଁରେ ଟିକା ପ୍ରସ୍ତୁତ କରିଛନ୍ତି। ଏହାର ଫେଜ୍‌ -୩ ଟ୍ରାଏଲ ମଧ୍ୟ ଭାରତର ବିଭିନ୍ନ ସ୍ଥାନରେ କରାଯାଉଛି।

ପ୍ରଥମ ପର୍ଯ୍ୟାୟ ଟିକାକରଣ ବେଳେ ଦେଖାଯାଇଥିବା ସମସ୍ୟାର ବିସ୍ତୃତ ଭାବେ ତଦନ୍ତ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଟିକା ପାଇଁ କୌଣସି ସମସ୍ୟା ଦେଖାଯାଇ ନାହିଁ। ଅନ୍ୟ କାରଣ ଯୋଗୁ ଏଭଳି ସମସ୍ୟା ଦେଖାଯାଇଥିଲା। ଏ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଥିଲା। ଏହାପରେ ଯାଇ ଫେଜ-୨ ଓ ଫେଜ-୩ ଟ୍ରାଏଲ ପାଇଁ ଅନୁମତି ମିଳିଥିଲା।

ଗାଇଡଲାଇନ ଅନୁଯାୟୀ, କମ୍ପାନୀ ସମସ୍ୟା ସମ୍ପର୍କରେ CDSC, DCGI, ତଥ୍ୟ ସଂରକ୍ଷଣ ବୋର୍ଡ ଓ ପ୍ରାୟୋଜକ ମାନଙ୍କୁ ଜଣାଇଥିଲା। ତେଣୁ କମ୍ପାନୀ ସମସ୍ୟା ସମ୍ପର୍କରେ ରିପୋର୍ଟ କରି ନଥିବା କହିବା ସଂପୂର୍ଣ୍ଣ ଭାବେ ଭୁଲ।

ଭାରତ ବାୟୋଟେକ ଓ ଆଇସିଏମଆର ଦେଶର ୨୧ଟି ସ୍ଥାନରେ ଟିକାର ପରୀକ୍ଷା କରିଛନ୍ତି। କେବଳ ଭାରତ ନୁହେଁ, ଟିକାର ମାନବ ପରୀକ୍ଷଣ ଆମେରିକା ଓ ବ୍ରିଟେନରେ କରାଯାଉଛି ବୋଲି ସଂସ୍ଥା କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story