ଦେଶୀ ଟିକାର ଶେଷ ପରୀକ୍ଷାରେ ସାମିଲ ହେଲେ ୧୩ ହଜାର ଲୋକ

ହାଇଦ୍ରାବାଦ: ସ୍ୱଦେଶୀ ଜ୍ଞାନକୌଶଳରେ ଭାରତରେ ତିଆରି ହୋଇଥିବା ପ୍ରଥମ କରୋନା ଟିକା କୋଭାକ୍ସିନର ଫେଜ୍‌ ୩ ଟ୍ରାଏଲ ପାଇଁ ୧୩ ହଜାର ସ୍ୱେଚ୍ଛାସେବୀ ନିଜର ନାଁ ପଞ୍ଜୀକରଣ କରିସାରିଲେଣି। ଆଜି ହାଇଦ୍ରାବାଦ ସ୍ଥିତ ଟିକାର ପ୍ରସ୍ତୁତ କରିଥିବା କମ୍ପାନୀ ଭାରତ ବାୟୋଟେକ ଏହି ସୂଚନା ଦେଇଛି। ଭାରତ ବୟୋଟେକ ସହ ଆଇସିଏମଆର ମିଳିତ ଭାବେ ଏହି ଟିକାକୁ ପ୍ରସ୍ତୁତ କରିଛି। ଭାରତ ବାୟୋଟେକ ଫେଜ୍‌ ୩ ଟ୍ରାଏଲ ପାଇଁ ମୋଟ ୨୬ ହଜାର ଲୋକଙ୍କୁ ପଞ୍ଜିକୃତ କରିବାକୁ […]

rf

rf

Hemant Lenka
  • Published: Tuesday, 22 December 2020
  • Updated: 22 December 2020, 12:39 PM IST

Sports

Latest News

ହାଇଦ୍ରାବାଦ: ସ୍ୱଦେଶୀ ଜ୍ଞାନକୌଶଳରେ ଭାରତରେ ତିଆରି ହୋଇଥିବା ପ୍ରଥମ କରୋନା ଟିକା କୋଭାକ୍ସିନର ଫେଜ୍‌ ୩ ଟ୍ରାଏଲ ପାଇଁ ୧୩ ହଜାର ସ୍ୱେଚ୍ଛାସେବୀ ନିଜର ନାଁ ପଞ୍ଜୀକରଣ କରିସାରିଲେଣି। ଆଜି ହାଇଦ୍ରାବାଦ ସ୍ଥିତ ଟିକାର ପ୍ରସ୍ତୁତ କରିଥିବା କମ୍ପାନୀ ଭାରତ ବାୟୋଟେକ ଏହି ସୂଚନା ଦେଇଛି। ଭାରତ ବୟୋଟେକ ସହ ଆଇସିଏମଆର ମିଳିତ ଭାବେ ଏହି ଟିକାକୁ ପ୍ରସ୍ତୁତ କରିଛି।

ଭାରତ ବାୟୋଟେକ ଫେଜ୍‌ ୩ ଟ୍ରାଏଲ ପାଇଁ ମୋଟ ୨୬ ହଜାର ଲୋକଙ୍କୁ ପଞ୍ଜିକୃତ କରିବାକୁ ଚାହୁଁଛି। ନଭେମ୍ବର ମଧ୍ୟ ଭାଗରୁ ଭାରତରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ଟିକା ନେବାକୁ ୧୩ ହଜାର ଲୋକ ନାଁ ଦେଇ ସାରିଲେଣି। କିନ୍ତୁ କମ୍ପାନୀ ୨୬ ହଜାର ଲୋକଙ୍କୁ ନେଇ ଫେଜ୍‌-୩ ଟ୍ରାଏଲ ଶେଷ କରିବାକୁ ଚାହୁଁଛି।

ଭାରତ ବାୟୋଟେକର ଯୁଗ୍ମ ଏମଡି ସୁଚିତ୍ରା ଇଲ୍ଲା କହିଛନ୍ତି, “ଭାରତରେ ପ୍ରଥମଥର ପାଇଁ କୌଣସି ଟିକାର ଟ୍ରାଏଲରେ ଏତେ ଲୋକ ସାମିଲ ହେବା ପ୍ରଥମ ଘଟଣା। ଧୀରେଧୀରେ ସ୍ୱେଚ୍ଛାସେବୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆମେ ବହୁତ ଉତ୍ସାହିତ ହୋଇଛି। ଟିକାର ଟ୍ରାଏଲରେ ସାମିଲ ହୋଇଥିବା ସମଗ୍ର ଦେଶର ୧୩ ହଜାର ସ୍ୱେଚ୍ଛାସେବୀଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛୁ।

କରୋନାକୁ ମାତ୍‌ ଦେବା ପାଇଁ ଟିକାର ସୁରକ୍ଷା ଜରୁରୀ। ଏଥିପାଇଁ ଲୋକମାନେ ଏହାର ଟ୍ରାଏଲରେ ସାମିଲ ହେଉଛନ୍ତି। ଏହାଦ୍ୱାରା ଆମେ ଏକ ସୁରକ୍ଷିତ ଓ ପ୍ରଭାବୀ ଟିକା ଖୁବଶୀଘ୍ର ପାଇପାରିବା।”

କୋଭାକ୍ସିନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲରେ ପ୍ରାୟ ହଜାରେ ଲୋକ ସାମିଲ ହୋଇଥିଲେ। ଏହି ପରୀକ୍ଷାକୁ ଜଣାପଡ଼ିଥିଲେ ଯେ କୋଭାକ୍ସିନ ଟିକା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story