୨୬ ହଜାର ଲୋକ ଓ ୨୫ଟି ସେଣ୍ଟରରେ ହେବ ଫେଜ-୩ ଟ୍ରାଏଲ

ନୂଆଦିଲ୍ଲୀ: ଭାରତର ପ୍ରଥମ କରୋନା ଟିକା କୋଭାକ୍ସିନକୁ ନେଇ ଆଶା ବଢ଼ିବାରେ ଲାଗିଛି। ଗତକାଲି ଡିଜିସିଆଇ ଭାରତ ବାଓଟେକ୍‌କୁ କୋଭାକ୍ସିନର ଫେଜ-୩ ଟ୍ରାଏଲ ପାଇଁ ଅନୁମତି ଦେଇଥିଲା। ଏବେ ଟ୍ରାଏଲ ପାଇଁ ପ୍ରସ୍ତୁତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ପ୍ରଥମ ସପ୍ତାହରୁ ଭାରତ ବାଓଟେକ ଓ ଆଇସିଏମଆର ଏହାର ଫେଜ-୩ ଟ୍ରାଏଲ ଆରମ୍ଭ କରିବେ। ଫେଜ-୩ ଟ୍ରାଏଲରେ ୨୬ ହଜାର ଲୋକ ସାମିଲ ହେବେ। ଏହି ପରୀକ୍ଷା ଦେଶର ୨୫ଟି କେନ୍ଦ୍ରରେ କରାଯିବ। […]

ha

ha

Hemant Lenka
  • Published: Friday, 23 October 2020
  • Updated: 23 October 2020, 08:38 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ପ୍ରଥମ କରୋନା ଟିକା କୋଭାକ୍ସିନକୁ ନେଇ ଆଶା ବଢ଼ିବାରେ ଲାଗିଛି। ଗତକାଲି ଡିଜିସିଆଇ ଭାରତ ବାଓଟେକ୍‌କୁ କୋଭାକ୍ସିନର ଫେଜ-୩ ଟ୍ରାଏଲ ପାଇଁ ଅନୁମତି ଦେଇଥିଲା। ଏବେ ଟ୍ରାଏଲ ପାଇଁ ପ୍ରସ୍ତୁତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ପ୍ରଥମ ସପ୍ତାହରୁ ଭାରତ ବାଓଟେକ ଓ ଆଇସିଏମଆର ଏହାର ଫେଜ-୩ ଟ୍ରାଏଲ ଆରମ୍ଭ କରିବେ। ଫେଜ-୩ ଟ୍ରାଏଲରେ ୨୬ ହଜାର ଲୋକ ସାମିଲ ହେବେ। ଏହି ପରୀକ୍ଷା ଦେଶର ୨୫ଟି କେନ୍ଦ୍ରରେ କରାଯିବ।

ହାଇଦ୍ରାବାଦ ସ୍ଥିତ ଭାରତ ବାଓଟେକ ସଂପୂର୍ଣ୍ଣ ସ୍ୱଦେଶର ଜ୍ଞାନକୌଶଳରେ ଏହାକୁ ପ୍ରସ୍ତୁତ କରିଛି। ଏଥିରେ ଆଇସିଏଆର ସହଯୋଗ କରିଥିଲା। ଫେଜ-୧ ଓ ଫେଜ-୨ ଟ୍ରାଏଲ ସଫଳତାର ସହ ଶେଷ ହେବାରୁ ଡିଜିସିଆଇ ଫେଜ-୩ ଟ୍ରାଏଲ ପାଇଁ ଅନୁମତି ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos