ଭାରତର କରୋନା ଟିକାକୁ ୩ୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ଅନୁମତି

ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ପ୍ରଥମ କରୋନା ଟିକାକୁ ନେଇ ଖୁସି ଖବର ଆସିଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଭାରତର କରୋନା ଟିକା ପାସ୍‌ କରିଯାଇଥିବା ଜଣାପଡ଼ିଛି। ଏଥିପାଇଁ ଆଜି ଉକ୍ତ ଟିକାର ୩ୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ଡିସିଜିଆଇ ଅନୁମତି ଦେଇଛି। ତେଣୁ ‌ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହରୁ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ ବୋଲି କୁହାଯାଉଛି। ହାଇଦ୍ରାବାଦ ସ୍ଥିତି ଭାରତ ବାଓଟେକ୍‌ ଓ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ […]

c

c

Hemant Lenka
  • Published: Thursday, 22 October 2020
  • Updated: 22 October 2020, 10:11 PM IST

Sports

Latest News

ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ପ୍ରଥମ କରୋନା ଟିକାକୁ ନେଇ ଖୁସି ଖବର ଆସିଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଭାରତର କରୋନା ଟିକା ପାସ୍‌ କରିଯାଇଥିବା ଜଣାପଡ଼ିଛି। ଏଥିପାଇଁ ଆଜି ଉକ୍ତ ଟିକାର ୩ୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ଡିସିଜିଆଇ ଅନୁମତି ଦେଇଛି। ତେଣୁ ‌ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହରୁ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ ବୋଲି କୁହାଯାଉଛି।

ହାଇଦ୍ରାବାଦ ସ୍ଥିତି ଭାରତ ବାଓଟେକ୍‌ ଓ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ମିଳିତ ଭାବେ କୋଭାକ୍ସିନ ନାଁରେ ଭାରତର ପ୍ରଥମ ସ୍ୱଦେଶୀ ଜ୍ଞାନକୌଶଳରେ କରୋନା ଟିକା ବାହାର କରିଛନ୍ତି। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଶେଷ ହେବା ପରେ ଏବେ ଦେଶରେ କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଏହାକୁ ଦୃଷ୍ଟିରେ ରଖି ଅକ୍ଟୋବର ୨ରେ ଭାରତ ବାଓଟେକ୍‌ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଡିସିଜିଆଇକୁ ଅନୁମତି ମାଗିଥିଲା। ଆଜି ଡିସିଜିଆଇ ଏଥିପାଇଁ ସହମତି ପ୍ରକାଶ କରିଛି।

ତୃତୀୟ ପର୍ଯ୍ୟାୟରେ ସଂସ୍ଥା ପକ୍ଷରୁ ୨୮,୫୦୦ ଲୋକଙ୍କୁ ଟିକାକରଣ କରାଯିବ। ୧୮ ବର୍ଷ ଓ ଏହାଠାରୁ ଅଧିକ ବୟସ୍କ ଲୋକଙ୍କୁ ହିଁ ପରୀକ୍ଷାରେ ସାମିଲ କରାଯିବ। ଦିଲ୍ଲୀ, ମୁମ୍ବାଇ, ପାଟନା ଓ ଲକ୍ଷ୍ନୌ ସମେତ ୧୯ଟି ସ୍ଥାନରେ ଏହାର ଟ୍ରାଏଲ ଆରମ୍ଭ ହେବ। ୧୦ଟି ରାଜ୍ୟ ସହ ଏଥିପାଇଁ ଭାରତ ବାଓଟେକ୍‌ କଥାବାର୍ତ୍ତା ମଧ୍ୟ କରି ସାରିଛି। ତେଣୁ ଫେଜ୍‌ ୩ ଟ୍ରାଏଲ ସଫଳ ହେଲେ, ଭାରତକୁ ପ୍ରଥମ କରୋନା ଟିକା ମିଳିଯିବ।

ଅନ୍ୟପକ୍ଷରେ ଜାୟଡୁସ କାଡିଲା ପକ୍ଷରୁ ପ୍ରସ୍ତୁତ ହୋଇଥିବା କରୋନା ଟିକାର ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ଚାଲିଛି। ଏହାକୁ ମଧ୍ୟ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି କରାଯାଇଛି। ଏହାବାଦ ଅକ୍ସଫୋର୍ଡ ଟିକାର ମଧ୍ୟ ଫେଜ-୨ ଓ ଫେଜ-୩ ଟ୍ରାଏଲ ଭାରତରେ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story