ହାଥରସ ପୀଡ଼ିତାଙ୍କ ପରିବାର ପାଇଁ ’Y’ ସୁରକ୍ଷା ମାଗିଲା ଭୀମ ଆର୍ମି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସ ଘଟଣାର ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଆଜି ଭୀମ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ ଭେଟିଛନ୍ତି। ସେମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିବା ପରେ ଚନ୍ଦ୍ର ଶେଖର ପୂରା ପରିବାର ପାଇଁ ସରକାର ୱାଇ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଅନ୍ତୁ ବୋଲି ଦାବି କରିଛନ୍ତି। ସେ କହିଛନ୍ତି, “ଗାଁରେ ପୀଡ଼ିତାଙ୍କ ପରିବାର ଆଦୌ ସୁରକ୍ଷିତ ମନେ କରୁନାହାନ୍ତି। ସେମାନଙ୍କୁ ସରକାର ୱାଇ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଅନ୍ତୁ। […]

gj

gj

Hemant Lenka
  • Published: Sunday, 04 October 2020
  • Updated: 04 October 2020, 08:16 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସ ଘଟଣାର ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଆଜି ଭୀମ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ ଭେଟିଛନ୍ତି। ସେମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିବା ପରେ ଚନ୍ଦ୍ର ଶେଖର ପୂରା ପରିବାର ପାଇଁ ସରକାର ୱାଇ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଅନ୍ତୁ ବୋଲି ଦାବି କରିଛନ୍ତି।

ସେ କହିଛନ୍ତି, “ଗାଁରେ ପୀଡ଼ିତାଙ୍କ ପରିବାର ଆଦୌ ସୁରକ୍ଷିତ ମନେ କରୁନାହାନ୍ତି। ସେମାନଙ୍କୁ ସରକାର ୱାଇ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଅନ୍ତୁ। ଯଦି ସରକାର ସୁରକ୍ଷା ଯୋଗାଇ ପାରିବେ ନାହିଁ, ତା’ହେଲେ ମୁଁ ସମସ୍ତଙ୍କୁ ମୋ ଘରକୁ ନେଇଯିବି। ସେମାନେ ଏଠାରେ ସୁରକ୍ଷିତ ନାହାନ୍ତି।

ପୂରା ଘଟଣାର ତଦନ୍ତ ସିବିଆଇ କରିବ ବୋଲି ସରକାର କହିଛନ୍ତି। ହେଲେ ଆମେ ଘଟଣାର ତଦନ୍ତ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କରାଇବା ପାଇଁ ଦାବି କରୁଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story