ଚାଷୀଙ୍କ ପାଇଁ ଗଠିତ କମିଟିରୁ ଓହରି ଗଲେ ଭୂପିନ୍ଦର ସିଂହ ମାନ୍

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିବା ପାଇଁ ସୁପ୍ରିମକୋର୍ଟ ଗଠିତ କରିଥିବା କମିଟିରୁ ଭୂପିନ୍ଦର ସିଂହ ମାନ୍‌ ଓହରି ଯାଇଛି। ଶ୍ରୀ ସିଂହ ହେଉଛନ୍ତି ଭାରତୀୟ କୃଷକ ସଂଘର ସଭାପତି ତଥା ପୂର୍ବତନ ରାଜ୍ୟସଭା ସାଂସଦ। ରାଷ୍ଟ୍ରପତିଙ୍କ ଦ୍ୱାରା ସେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ତେବେ ଶ୍ରୀ ସିଂହ ଅନେକ ସମୟରେ କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ସମର୍ଥନ କରିଥିବା ନଜିର ରହିଥିଲା। ଏପରି ସ୍ଥିତିରେ ଚାଷୀଙ୍କ ସହ ଆଲୋଚନା […]

fe

fe

Hemant Lenka
  • Published: Thursday, 14 January 2021
  • Updated: 14 January 2021, 02:42 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିବା ପାଇଁ ସୁପ୍ରିମକୋର୍ଟ ଗଠିତ କରିଥିବା କମିଟିରୁ ଭୂପିନ୍ଦର ସିଂହ ମାନ୍‌ ଓହରି ଯାଇଛି। ଶ୍ରୀ ସିଂହ ହେଉଛନ୍ତି ଭାରତୀୟ କୃଷକ ସଂଘର ସଭାପତି ତଥା ପୂର୍ବତନ ରାଜ୍ୟସଭା ସାଂସଦ। ରାଷ୍ଟ୍ରପତିଙ୍କ ଦ୍ୱାରା ସେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ।

ତେବେ ଶ୍ରୀ ସିଂହ ଅନେକ ସମୟରେ କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ସମର୍ଥନ କରିଥିବା ନଜିର ରହିଥିଲା। ଏପରି ସ୍ଥିତିରେ ଚାଷୀଙ୍କ ସହ ଆଲୋଚନା କରିବା ପାଇଁ ଗଠିତ କମିଟିରେ ତାଙ୍କୁ ସାମିଲ କରାଯାଇଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ବିବାଦକୁ ଦୃଷ୍ଟିରେ ରଖି ସେ ନିଜ ଆଡ଼ୁ କମିଟିରୁ ଓହରି ଯାଇଥିବା କୁହାଯାଉଛି।

ଏ ସମ୍ପର୍କରେ ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓରେ ଖବର ପ୍ରକାଶ ପାଇଛି। ତେବେ ସେ ପ୍ରକୃତରେ କାହିଁକି କମିଟିରୁ ଓହରିଲେ ଓ ଏବେ କମିଟିର ଭବିଷ୍ୟତ କ’ଣ ହେବ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ରୋକ ଲଗାଇଥିଲେ। ଏଥିସହ ଚାଷୀଙ୍କ ସହ କୃଷି ଆଇନ ସମ୍ପର୍କରେ ଆଲୋଚନା କରିବାକୁ ବିଶେଷଜ୍ଞ ଟିମ୍‌ ଗଠନ କରିଥିଲେ। ଏହି ୪ ଜଣିଆ କମିଟିର କୃଷି ବିଶେଷଜ୍ଞ ଅଶୋକ ଗୁଲାଟି, ଭୂପିନ୍ଦର ସିଂହ ମନ, ପ୍ରମୋଦ କୁମାର ଯୋଶୀ ଓ ଅନୀଲ ଧୱନ୍ତ ରହିଥିଲେ।

କିନ୍ତୁ ଏହି ୪ ଜଣ ଯାକ ସଦସ୍ୟ ପୂର୍ବରୁ କୃଷି ଆଇନକୁ ସମର୍ଥନ କରିଥିବାରୁ ଚାଷୀମାନଙ୍କ ସମସ୍ୟାକୁ ଠିକ୍‌ ଭାବେ ସୁପ୍ରିମକୋର୍ଟଙ୍କ ଆଗରେ ଉପସ୍ଥାପନ କରିପାରିବେ ନାହିଁ ବୋଲି ଆନ୍ଦୋଳନରତ ଚାଷୀମାନେ ମତ ଦେଇଥିଲେ। ଏପରି କି କୌଣସି ଚାଷୀ ଏହି ୪ ଜଣିଆ ବିଶେଷଜ୍ଞ ଟିମ୍‌ ସହ ଆଲୋଚନା କରିବେ ନାହିଁ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story