ସର୍ବସମ୍ମୁଖରେ କରୋନା ଟିକା ନେବାକୁ ଚାହାନ୍ତି ବାଇଡେନ, ଓବାମା, ବୁଶ ଓ କ୍ଲିଣ୍ଟନ

ୱାଶିଂଟନ: କ୍ୟାମେରା ଆଗରେ କରୋନା ଟିକା ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଜର୍ଜ ଡବ୍ଲ୍ୟୁ ବୁଶ, ବିଲ କ୍ଳିଣ୍ଟନ ଓ ବର୍ତ୍ତମାନର ନବ ନର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ। ଏହାଦ୍ୱାରା କରୋନା ଟିକା ସୁରକ୍ଷିତ ବୋଲି ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି ହୋଇପାରିବ ବୋଲି ସେମାନେ କହିଛନ୍ତି। SiriusXM radioକୁ ସାକ୍ଷାତକାର ଦେଇ ଓବାମା କହିଛନ୍ତି, ଯଦି ଆମେରିକାର ଟପ୍‌ ସଂକ୍ରମଣ ରୋଗର ବିଶେଷଜ୍ଞ ଆନ୍ଥୋନୀ ଫାଉସି କୌଣସି ଟିକାକୁ […]

d

d

Hemant Lenka
  • Published: Friday, 04 December 2020
  • Updated: 04 December 2020, 05:44 PM IST

Sports

Latest News

ୱାଶିଂଟନ: କ୍ୟାମେରା ଆଗରେ କରୋନା ଟିକା ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଜର୍ଜ ଡବ୍ଲ୍ୟୁ ବୁଶ, ବିଲ କ୍ଳିଣ୍ଟନ ଓ ବର୍ତ୍ତମାନର ନବ ନର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ। ଏହାଦ୍ୱାରା କରୋନା ଟିକା ସୁରକ୍ଷିତ ବୋଲି ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି ହୋଇପାରିବ ବୋଲି ସେମାନେ କହିଛନ୍ତି।

SiriusXM radioକୁ ସାକ୍ଷାତକାର ଦେଇ ଓବାମା କହିଛନ୍ତି, ଯଦି ଆମେରିକାର ଟପ୍‌ ସଂକ୍ରମଣ ରୋଗର ବିଶେଷଜ୍ଞ ଆନ୍ଥୋନୀ ଫାଉସି କୌଣସି ଟିକାକୁ ଅନୁମତି ଦିଅନ୍ତି, ତା’ହେଲେ ଏହାକୁ ମୁଁ ନେବାକୁ ପ୍ରସ୍ତୁତ। ସେ ମୋତେ ଟିକା ସଂପୂର୍ଣ୍ଣ ସୁରକ୍ଷିତ ଓ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେଉଛି ବୋଲି ଯଦି କହିବେ, ତା’ହେଲେ ମୁଁ ଟିକା ନେବାକୁ ଆଦୌ କୁଣ୍ଠାବୋଧ କରିବି ନାହିଁ।

ମୁଁ ଏହାକୁ ଟିଭି କିମ୍ବା କ୍ୟାମେରା ସାମ୍ନାରେ ନେବାକୁ ଚାହିଁବି। କାରଣ ଏହାଦ୍ୱାରା ବିଜ୍ଞାନ ପ୍ରତି ମୋର ଭରସା ଥିବା ସମସ୍ତେ ଜାଣିବେ। ଏଥିସହ ଲୋକଙ୍କର ଟିକା ଉପରେ ବିଶ୍ୱାସ ମଧ୍ୟ ବଢ଼ିବ ବୋଲି ସେ କହିଛନ୍ତି। ବୁଶଙ୍କ ଅଧିକାରୀ ଓ କ୍ଲିଣ୍ଟନଙ୍କ ପ୍ରେସ ସଚିବ ମଧ୍ୟ ସମାନ କଥା ଦୋହାରିଛନ୍ତି। ପ୍ରଥମେ ଟିକା ସୁରକ୍ଷିତ ଓ ଏହାକୁ ବ୍ୟବହାର ପାଇଁ ଅନୁମତି ମିଳିଲେ ବୁଶ ଓ କ୍ଲିଣ୍ଟନ ଏହାର ପ୍ରଚାର କରିବେ। ଏଥିସହ ସେମାନେ ଏହାକୁ କ୍ୟାମେରା ସାମ୍ନାରେ ମଧ୍ୟ ନେଇ ଲୋକଙ୍କୁ ଟିକା ସୁରକ୍ଷିତ ବୋଲି ପ୍ରମାଣ କରି ଦେଖାବାକୁ ଚାହୁଁଛନ୍ତି।

ନବ ନିର୍ବାଚିତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସିଏନଏନକୁ କହିଛନ୍ତି, ସରକାର କରୋନା ଟିକାକୁ ଅନୁମୋଦନ ଦେବା ପରେ ଯାଇ ଲୋକଙ୍କର ଟିକାକରଣ ଆରମ୍ଭ ହେବ। ଆମେ ସମସ୍ତେ ଆନ୍ଥୋନୀ ଫାଉସି କେଉଁ ଟିକାକୁ ସୁରକ୍ଷିତ ବୋଲି କହୁଛନ୍ତି, ତା’କୁ ଅପେକ୍ଷା କରିଛୁ। ସେ ଯେଉଁ ଟିକା ସୁରକ୍ଷିତ ବୋଲି କହିବେ, ଆମେ ଏହାକୁ ଲୋକଙ୍କ ବ୍ୟବହାର ପାଇଁ ସାର୍ବଜନୀନ କରିବୁ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଆମେରିକାବାସୀଙ୍କୁ ଟିକା ସୁରକ୍ଷିତ ବୋଲି ସେମାନଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବାକୁ ପଡ଼ିବ। ପୂର୍ବତନ ୩ ରାଷ୍ଟ୍ରପତି ଏହାର ଦାୟିତ୍ୱ ନେଇ କ୍ୟାମେରା ଆଗରେ ଟିକା ନେବାକୁ ଆଗ୍ରହ ଦେଖାଇଛନ୍ତି। ମୁଁ ମଧ୍ୟ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ କ୍ୟାମେରା ସାମ୍ନାରେ ଟିକା ନେବାକୁ ଚାହିଁଛୁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story