ବିହାରରେ ଲାଗୁ ହେବନି ଏନଆରସି, ପାରିତ ହେଲା ସଂକଳ୍ପ

ପାଟନା: କେନ୍ଦ୍ର ସରକାର ସାରା ଦେଶରେ ଏନଆରସି ଲାଗୁ ହେବ ବୋଲି ସଙ୍କେତ ଦେବା ପରେ ଏହାକୁ ନେଇ ବିବାଦ ଦେଖାଯାଇଥିଲା। ହେଲେ ଏବେ ବିଜେପିର ବିହାର ସହଯୋଗୀ ତଥା କ୍ଷମତାସୀନ ଜେଡିୟୁ ବିହାର ବିଧାନସଭାରେ ଆଜି ଏନଆରସି ବିରୋଧୀ ସଂକଳ୍ପ ପାରିତ କରିଛି। ଅର୍ଥାତ ବିହାରରେ କେବେ ହେଲେ ବି ଏନଆରସି ଲାଗୁ ହେବନାହିଁ ବୋଲି ଗୃହୀତ ସଂକଳ୍ପରେ କୁହାଯାଇଛି। ସେହିପରି ବିହାରରେ ଏନପିଆର ଲାଗୁ ହେବ। ହେଲେ ୨୦୧୦ରେ ଲାଗୁ ହେଉଥିବା ନିୟମ ଅନୁସାରେ […]

y

y

Hemant Lenka
  • Published: Tuesday, 25 February 2020
  • Updated: 25 February 2020, 06:18 PM IST

Sports

Latest News

ପାଟନା: କେନ୍ଦ୍ର ସରକାର ସାରା ଦେଶରେ ଏନଆରସି ଲାଗୁ ହେବ ବୋଲି ସଙ୍କେତ ଦେବା ପରେ ଏହାକୁ ନେଇ ବିବାଦ ଦେଖାଯାଇଥିଲା। ହେଲେ ଏବେ ବିଜେପିର ବିହାର ସହଯୋଗୀ ତଥା କ୍ଷମତାସୀନ ଜେଡିୟୁ ବିହାର ବିଧାନସଭାରେ ଆଜି ଏନଆରସି ବିରୋଧୀ ସଂକଳ୍ପ ପାରିତ କରିଛି। ଅର୍ଥାତ ବିହାରରେ କେବେ ହେଲେ ବି ଏନଆରସି ଲାଗୁ ହେବନାହିଁ ବୋଲି ଗୃହୀତ ସଂକଳ୍ପରେ କୁହାଯାଇଛି।

ସେହିପରି ବିହାରରେ ଏନପିଆର ଲାଗୁ ହେବ। ହେଲେ ୨୦୧୦ରେ ଲାଗୁ ହେଉଥିବା ନିୟମ ଅନୁସାରେ ହିଁ ଏହାକୁ ଲାଗୁ କରାଯିବ। ମୋଦି ସରକାର ପ୍ରସ୍ତୁତ କରିଥିବା ଏନପିଆର ଫର୍ମକୁ ବିହାରରେ କାର୍ଯ୍ୟକାରୀ କରାଯିବ ନାହିଁ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧାନସଭାରେ କହିଛନ୍ତି, “ବିହାର ସରକାର କେନ୍ଦ୍ର ସରକାରଙ୍କୁ ଏନପିଆର ସମ୍ପର୍କରେ ଚିଠି ଲେଖିଛନ୍ତି। ଏନପିଆର ଫର୍ମରେ ଥିବା କଣ୍ଟିନିୟୁଅସ କ୍ଲଜକୁ ହଟାଇବାକୁ ଦାବି କରିଛୁ। ମୁଁ ନିଜେ ମୋ ମା’ଙ୍କ ଜନ୍ମ ତାରିଖ ଜାଣିନାହିଁ। ତେଣୁ ଏନପିଆରରେ ଏଭଳି ପଚରାଯାଇଥିବା ପ୍ରଶ୍ନକୁ ହଟାଇବାକୁ ଦାବି ହୋଇଛି।

ସେହିପରି କୌଣସି ବି ପରିସ୍ଥିତିରେ ବିହାରରେ ଏନଆରସି ଲାଗୁ ହେବନାହିଁ। ଅନ୍ୟପକ୍ଷରେ ବିହାର ସରକାର ଜାତିଭିତ୍ତିକ ଜନ ଗଣନା କରିବାକୁ ଚାହୁଁଛନ୍ତି। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଅବଗତ କରଯାଇଛି। କେବଳ ବିହାରରେ ନୁହେଁ ସମଗ୍ର ଦେଶରେ ଜାତିଭତ୍ତିକ ଜନଗଣନା ହେବା ଦରକାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story