ଏଇଏସ୍‌ରେ ୧୦୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ: ପରିବାର ଓ ପୀଡ଼ିତଙ୍କୁ ଦୋଷ ଦେଲେ ସରକାର

ମୁଜାଫରପୁର: ବିହାରରେ ଦିନକୁ ଦିନ ‘ଆକ୍ୟୁଟ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରୋମ’ (ଏଇଏସ୍‌) ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଏଥିରେ ଆକ୍ରାନ୍ତ ହୋଇ ମୁଜାଫରପୁରରେ ୧୦୮ ଜଣ ଶିଶୁ ପ୍ରାଣ ହରାଇ ସାରିଲେଣି। ଏପରି ସ୍ଥିତିରେ ଆବଶ୍ୟକ ପଦକ୍ଷେପ ନେବା ପରିବର୍ତ୍ତେ ବିହାର ସରକାର କେବଳ ନିଜ ଉପରୁ ଦୋଷ ଛଡ଼ାଇବା କାର୍ଯ୍ୟରେ ଲାଗିଛନ୍ତି। ଏତେ ସଂଖ୍ୟକ ଶିଶୁଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାର ଓଲଟା ପୀଡ଼ିତ ଓ ସେମାନଙ୍କ ପରିବାରର ଲୋକଙ୍କୁ ଦୋଷ ଦେଇଛନ୍ତି। ଦୀର୍ଘ ଦିନ […]

er

er

Hemant Lenka
  • Published: Tuesday, 18 June 2019
  • Updated: 18 June 2019, 06:00 PM IST

Sports

Latest News

ମୁଜାଫରପୁର: ବିହାରରେ ଦିନକୁ ଦିନ 'ଆକ୍ୟୁଟ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରୋମ' (ଏଇଏସ୍‌) ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଏଥିରେ ଆକ୍ରାନ୍ତ ହୋଇ ମୁଜାଫରପୁରରେ ୧୦୮ ଜଣ ଶିଶୁ ପ୍ରାଣ ହରାଇ ସାରିଲେଣି। ଏପରି ସ୍ଥିତିରେ ଆବଶ୍ୟକ ପଦକ୍ଷେପ ନେବା ପରିବର୍ତ୍ତେ ବିହାର ସରକାର କେବଳ ନିଜ ଉପରୁ ଦୋଷ ଛଡ଼ାଇବା କାର୍ଯ୍ୟରେ ଲାଗିଛନ୍ତି। ଏତେ ସଂଖ୍ୟକ ଶିଶୁଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାର ଓଲଟା ପୀଡ଼ିତ ଓ ସେମାନଙ୍କ ପରିବାରର ଲୋକଙ୍କୁ ଦୋଷ ଦେଇଛନ୍ତି।

ଦୀର୍ଘ ଦିନ ହେଲା ଶିଶୁ ମୃତ୍ୟୁକୁ ନେଇ ତମ୍ବିତୋଫାନ ହେବା ପରେ ଆଜି ଶେଷରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏସ୍‌କେଏମସିଏଚ୍‌ ହସ୍ପିଟାଲ୍‌କୁ ଆସିଥିବା ବେଳେ ଏଠାରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ନୀତୀଶ କୁମାରଙ୍କୁ ବିରୋଧ କରି 'ଗୋ ବ୍ୟାକ୍‌ ଗୋ ବ୍ୟାକ୍‌' ନାରା ଶୁଣିବାକୁ ମିଳିଥିଲା। ନୀତୀଶ କୁମାରଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଦୀପକ କୁମାର କହିଛନ୍ତି, “ମୁଖ୍ୟମନ୍ତ୍ରୀ ସ୍ଥିତି ଉପରେ ନଜର ରଖିଛନ୍ତି। ହେଲେ ଶିଶୁ ମୃତ୍ୟୁ ପାଇଁ କେବଳ ସେମାନଙ୍କ ପରିବାର ଲୋକ ଦାୟୀ।

କାରଣ ସେମାନେ ଅତ୍ୟନ୍ତ ବିଳମ୍ବରେ ରୋଗୀମାନଙ୍କୁ ହସ୍ପିଟାଲକୁ ଆଣୁଛନ୍ତି। ମୁଖ୍ୟମନ୍ତ୍ରୀ କେତେକ ନିର୍ଦ୍ଦେଶ ଦେଇଛନ୍ତି। ରୋଗୀମାନେ ବିଳମ୍ବରେ ହସ୍ପିଟାଲ୍‌ରେ ପହଞ୍ଚିବା ମୃତ୍ୟୁର ମୁଖ୍ୟ କାରଣ ବୋଲି ସେ କହିଛନ୍ତି। ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ପରିବାରକୁ ଗାଡ଼ିଭଡ଼ା ବାବଦକୁ ୪୦୦ ଟଙ୍କା ଲେଖାଏ ସରକାର ଦେବେ। ତଥାପି ସେମାନେ ଠିକଣା ସମୟରେ ହସ୍ପିଟାଲ୍‌କୁ ଆସୁନାହାନ୍ତି। ବର୍ତ୍ତମାନ ଏସ୍‌କେଏମସିଏଚ୍‌ରେ ୬୧୦ଟି ବେଡ୍‌ ରହିଛି। ଏହାକୁ ୨୫ଶହ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ରୋଗର କାରଣ ଜାଣିବା ପାଇଁ ସର୍ଭେ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।”

ଅନ୍ୟପକ୍ଷରେ ଦିନକୁ ଦିନ ଶିଶୁ ମୃତ୍ୟୁସଂଖ୍ୟା ବଢ଼ୁଥିବାରୁ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story