ନାବାଳିକା ଦୁଷ୍କର୍ମ ମାମଲାରେ ବିଧାୟକଙ୍କୁ ଆଜୀବନ

ପାଟନା: ନାବାଳିକା ଦୁଷ୍କର୍ମ ମାମଲାରେ ଫସିଥିବା ବିହାରର ଜଣେ ବିଧାୟକଙ୍କୁ କୋର୍ଟ ଆଜି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ତାଙ୍କ ନାଁ ରାଜବଲ୍ଲଭ ଯାଦବ। ସେ ଆରଜେଡି ଟିକେଟ୍‌ରୁ ବିଧାୟକ ହୋଇଥିଲେ ହେଁ ତାଙ୍କୁ ଦଳ ନିଲମ୍ବନ କରିଥିଲା। ୨୦୧୬ରେ ରାଜ ବଲ୍ଲଭ ନୱାଦାରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାରେ ସଂପୃକ୍ତ ଥିଲେ। ନାବାଳିକାଙ୍କ ପଡ଼ୋଶୀ ଘରେ ରହୁଥିବା ଜଣେ ବ୍ୟକ୍ତି ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ସେ ହିଁ ନାବାଳିକାଙ୍କୁ ବିଧାୟକଙ୍କ ପାଖକୁ ନେଇଥିଲେ। […]

aa

aa

Hemant Lenka
  • Published: Friday, 21 December 2018
  • Updated: 21 December 2018, 07:48 PM IST

Sports

Latest News

ପାଟନା: ନାବାଳିକା ଦୁଷ୍କର୍ମ ମାମଲାରେ ଫସିଥିବା ବିହାରର ଜଣେ ବିଧାୟକଙ୍କୁ କୋର୍ଟ ଆଜି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ତାଙ୍କ ନାଁ ରାଜବଲ୍ଲଭ ଯାଦବ। ସେ ଆରଜେଡି ଟିକେଟ୍‌ରୁ ବିଧାୟକ ହୋଇଥିଲେ ହେଁ ତାଙ୍କୁ ଦଳ ନିଲମ୍ବନ କରିଥିଲା।

୨୦୧୬ରେ ରାଜ ବଲ୍ଲଭ ନୱାଦାରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାରେ ସଂପୃକ୍ତ ଥିଲେ। ନାବାଳିକାଙ୍କ ପଡ଼ୋଶୀ ଘରେ ରହୁଥିବା ଜଣେ ବ୍ୟକ୍ତି ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ସେ ହିଁ ନାବାଳିକାଙ୍କୁ ବିଧାୟକଙ୍କ ପାଖକୁ ନେଇଥିଲେ। ଯେଉଁଠାରେ ବିଧାୟକ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ଘଟଣା ପାଇଁ ବିହାର କୋର୍ଟ ଡିସେମ୍ବର ୧୫ରେ ରାଜବଲ୍ଲଭଙ୍କ ସହ ଅନ୍ୟ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

ଆଜି କୋର୍ଟ ବିଧାୟକଙ୍କ ସମେତ ଅନ୍ୟ ୫ ଜଣଙ୍କୁ ଆଜୀବନ ଜେଲଦଣ୍ଡ ଦେଇଛନ୍ତି। ଏଥିସହ ଏମାନେ ୫୦ ହଜାର ଟଙ୍କା ଲେଖାଏ ଜୋରିମାନା ଦାଖଲ କରିବେ ବୋଲି କୋର୍ଟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story