ତୃତୀୟ ଥର ବିବାହ ବେଦିରେ ବସିବେ ବିଜୟ ମାଲ୍ୟା

ନୂଆ ଦିଲ୍ଲୀ: ପୁଣି ବିବାହ କରିବେ ପଳାତକ ବିଜୟ ମାଲ୍ୟା। ତୃତୀୟ ଥର ଲାଗି ବିବାହ କରିବାକୁ ଯାଉଛନ୍ତି ଏହି ଭାରତୀୟ ମଦ ବ୍ୟବସାୟୀ। ୯୦୦୦ କୋଟି ଟଙ୍କା ଠକି ଲଣ୍ଡନରେ ଲୁଚି ଥିବା ମାଲ୍ୟା କାହାକୁ ବିବାହ କରିବାକୁ ଯାଉଛନ୍ତି ଜାଣିଛନ୍ତି କି? ସେ ଆଉ କେହି ନୁହେଁ, ସେ ହେଲେ ଏୟାର ହୋଷ୍ଟେସ୍‌ ପିଙ୍କି ଲାଲୱାନି। ୬୨ ବର୍ଷୀୟ ବିଜୟ ମାଲ୍ୟା ତିନି ବର୍ଷ ହେବ ପିଙ୍କିଙ୍କ ସହ ଲିଭ୍‌ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ। ଏବେ […]

IMG-20180326-WA0019 copy

IMG-20180326-WA0019 copy

Rakesh Mallick
  • Published: Thursday, 29 March 2018
  • Updated: 29 March 2018, 11:33 AM IST

Sports

Latest News

ନୂଆ ଦିଲ୍ଲୀ: ପୁଣି ବିବାହ କରିବେ ପଳାତକ ବିଜୟ ମାଲ୍ୟା। ତୃତୀୟ ଥର ଲାଗି ବିବାହ କରିବାକୁ ଯାଉଛନ୍ତି ଏହି ଭାରତୀୟ ମଦ ବ୍ୟବସାୟୀ। ୯୦୦୦ କୋଟି ଟଙ୍କା ଠକି ଲଣ୍ଡନରେ ଲୁଚି ଥିବା ମାଲ୍ୟା କାହାକୁ ବିବାହ କରିବାକୁ ଯାଉଛନ୍ତି ଜାଣିଛନ୍ତି କି? ସେ ଆଉ କେହି ନୁହେଁ, ସେ ହେଲେ ଏୟାର ହୋଷ୍ଟେସ୍‌ ପିଙ୍କି ଲାଲୱାନି। ୬୨ ବର୍ଷୀୟ ବିଜୟ ମାଲ୍ୟା ତିନି ବର୍ଷ ହେବ ପିଙ୍କିଙ୍କ ସହ ଲିଭ୍‌ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ। ଏବେ ଏହାକୁ ବିବାହର ରୂପ ଦେବାକୁ ସ୍ଥିର କରିଛନ୍ତି।

ପିଙ୍କି ଲାଲୱାନି କିଙ୍ଗ୍‌ ଫିସର୍‌ଏୟାର ଲାଇନ୍ସ୍‌ର ପୂର୍ବତନ ଏୟାର ହୋଷ୍ଟେସ୍‌। ପୂର୍ବରୁ ବିଜୟ ମାଲ୍ୟାଙ୍କ ସହ ପିଙ୍କି ଅନେକ ପାର୍ଟିରେ ନଜର ଆସିଛନ୍ତି। ଖବର ମୁତାବକ ସେମାନଙ୍କ ପ୍ରେମକୁ ଇତିମଧ୍ୟରେ ତିନି ବର୍ଷ ପୂରଣ ହୋଇଛି ଏବଂ ସେ ଏହାକୁ ଧୁମ୍‌ଧାମ ସହ ପାଳନ କରିଥିଲେ।

ବିଜୟ ମାଲ୍ୟାଙ୍କ ପ୍ରଥମ ବିବାହ ଏୟାର ଇଣ୍ଡିଆର ଏୟାର ହୋଷ୍ଟେସ୍‌ ସମୀରା ତ୍ୟାବାଜୀଙ୍କ ସହ ହୋଇଥିଲା। ସମୀରା ଓ ବିଜୟଙ୍କ ପୁଅ ହେଉଛନ୍ତି ସିଦ୍ଧାର୍ଥ ମାଲ୍ୟା। କିଛିବର୍ଷ ପରେ ସମୀରାଙ୍କ ସହ ବିବାହ ବିଚ୍ଛେଦ ହୋଇଥିଲା। ଏହା ପରେ ୧୯୯୩ରେ ବିଜୟ ନିଜ ପିଲା ବେଳର ବାନ୍ଧବୀ ରେଖାଙ୍କୁ ବିବାହ କରିଥିଲେ। ରେଖାଙ୍କ ସହ ମଧ୍ୟ ସମ୍ପର୍କ ଭଲ ରହିଲା ନାହିଁ । ମାଲ୍ୟା  ଏବଂ ରେଖାଙ୍କ ଲିଏନା ଏବଂ ତାନ୍ୟା ନାମକ ଦୁଇଟି ଝିଅ ଅଛନ୍ତି। ତେବେ ତୃତୀୟ ବିବାହ ନେଇ ବିଜୟ ଏବଂ ପିଙ୍କିଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story