କେବଳ ବିହାରରେ ମାଗଣା ଟିକା? ବିଜେପି ପ୍ରତିଶ୍ରୁତି ନେଇ ବିବାଦ ତୀବ୍ର

ନୂଆଦିଲ୍ଲୀ: କରୋନା ଟିକାକୁ ଅସ୍ତ୍ର କରି ବିହାର ବିଧାନସଭା ନିର୍ବାଚନ ବୈତରଣୀ ପାର୍‌ ହେବାକୁ ଲକ୍ଷ୍ୟ ରଖିଛି ବିଜେପି। ଆଜି ଦଳ ପକ୍ଷରୁ ବିହାର ପାଇଁ ଘୋଷଣା ହୋଇଥିବା ନିର୍ବାଚନୀ ଇସ୍ତାହାରରେ କୁହାଯାଇଛି ଯେ ଦଳ ଯଦି ରାଜ୍ୟରେ କ୍ଷମତାରେ ପୂର୍ବପରି ରହିବ, ତା’ହେଲେ ବିହାରବାସୀଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦିଆଯିବ। ତେବେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରୀ ଅର୍ଥକୁ ବ୍ୟବହାର କରି ନିଜର ରାଜନୀତିକ ଉଦ୍ଦେଶ୍ୟ ପୂରଣ କରିବାକୁ ଚାହୁଁଥିବା ବିରୋଧୀ ଅଭିଯୋଗ କରିଛନ୍ତି। […]

fh

fh

Hemant Lenka
  • Published: Thursday, 22 October 2020
  • Updated: 22 October 2020, 04:55 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଟିକାକୁ ଅସ୍ତ୍ର କରି ବିହାର ବିଧାନସଭା ନିର୍ବାଚନ ବୈତରଣୀ ପାର୍‌ ହେବାକୁ ଲକ୍ଷ୍ୟ ରଖିଛି ବିଜେପି। ଆଜି ଦଳ ପକ୍ଷରୁ ବିହାର ପାଇଁ ଘୋଷଣା ହୋଇଥିବା ନିର୍ବାଚନୀ ଇସ୍ତାହାରରେ କୁହାଯାଇଛି ଯେ ଦଳ ଯଦି ରାଜ୍ୟରେ କ୍ଷମତାରେ ପୂର୍ବପରି ରହିବ, ତା’ହେଲେ ବିହାରବାସୀଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦିଆଯିବ। ତେବେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରୀ ଅର୍ଥକୁ ବ୍ୟବହାର କରି ନିଜର ରାଜନୀତିକ ଉଦ୍ଦେଶ୍ୟ ପୂରଣ କରିବାକୁ ଚାହୁଁଥିବା ବିରୋଧୀ ଅଭିଯୋଗ କରିଛନ୍ତି।

ବିହାର ନିର୍ବାଚନ ପାଇଁ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇସ୍ତାହାରପତ୍ର ଜାରି କରି କହିଛନ୍ତି, କୋଭିଡ-୧୯ ଟିକା ଉତ୍ପାଦନ ହେବା କ୍ଷଣି ଯଥାଶୀଘ୍ର ଏହାକୁ ବିହାରବାସୀଙ୍କୁ ମାଗଣାରେ ଯୋଗାଇ ଦିଆଯିବ।

ବର୍ତ୍ତମାନ ସାରା ବିଶ୍ୱରେ କରୋନା ଟିକା ଉତ୍ପାଦନ ପାଇଁ ପ୍ରୟାସ ଜାରି ରହିଛି। ଭାରତ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। ତେବେ ପ୍ରଥମଥର ପାଇଁ କରୋନା ଟିକାକୁ କେହି ନିଜର ରାଜନୀତିକ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରିଛି।

ଅର୍ଥମନ୍ତ୍ରୀ ସୀତାରମଣଙ୍କ ଏଭଳି ବୟାନ ପରେ ଆମ ଆଦମୀ ପାର୍ଟି(ଆପ୍‌) ପକ୍ଷରୁ ଟ୍ୱିଟ କରି ଏଭଳି ଘୋଷଣାକୁ ବିରୋଧ କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ “ ଅଣ ବିଜେପି-ଶାସିତ ରାଜ୍ୟ ପାଇଁ କ’ଣ ବ୍ୟବସ୍ଥା ହେବ? ଯେଉଁ ଭାରତୀୟମାନେ ବିଜେପିକୁ ଭୋଟ ଦେବେ ନାହିଁ, ତା’ହେଲେ ସେମାନଙ୍କୁ କ’ଣ ମାଗଣା ଟିକା ମିଳିବ ନାହିଁ?”

କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି, “ତୁମେ ମୋତେ ଭୋଟ ଦିଅ, ଆମେ ତୁମକୁ କରୋନା ଟିକା ଦେବୁ ବୋଲି ବିଜେପି କହୁଛି। କ’ଣ ନିର୍ବାଚନ କମିଶନ ଏଭଳି ବୟାନ ପାଇଁ ମନ୍ତ୍ରୀ ଓ ଲଜ୍ଜାହୀନ ସରକାରଙ୍କୁ ନୋଟିସ କରିବେ କି?” ନ୍ୟାଶନାଲ କନଫରେନ୍ସର ନେତା ଓମାର ଅବଦୁଲ୍ଲା ମଧ୍ୟ ଏହାକୁ ବିରୋଧ କରିଛନ୍ତି।

ସେ କହିଛନ୍ତି, “କ’ଣ ବିଜେପି ତା’ର ଦଳୀୟ ତହବିଲରୁ କରୋନା ଟିକା ପାଇଁ ଅର୍ଥ ଦେଇଛି? ଯଦି କରୋନା ଟିକା ପାଇଁ ସରକାରୀ ଅର୍ଥ ଖର୍ଚ୍ଚ ହେଉଛି, ତା’ହେଲେ କେବଳ ବିହାର କାହିଁକି ମାଗଣାରେ ଟିକା ପାଇବ? କାହିଁକି ଦେଶର ଅନ୍ୟମାନେ ଟିକା ପାଇଁ ଟଙ୍କା ଦେବେ? କରୋନା ସଙ୍କଟ ବେଳେ ଏଭଳି କଥା କହିବା ନିଶ୍ଚିତ ଭାବେ ନିନ୍ଦାର ବିଷୟ।”

ସୋଶାଲ ମିଡିଆରେ ମଧ୍ୟ ଅନେକ ଲୋକ ବିଜେପିର ଏଭଳି ଘୋଷଣାକୁ ବିରୋଧ କରିଛନ୍ତି। ବିବାଦ ତୀବ୍ର ହେବାରୁ ବିହାର ବିଜେପିର ବରିଷ୍ଠ ନେତା ଭୂପିନ୍ଦର ଯାଦବ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ବିଶେଷ କରି ସେ ଟ୍ୱିଟ ଯୋଗେ ଶଶି ଥରୁରଙ୍କ ଜବାବ ଦେଇଛନ୍ତି।

ସେ କହିଛନ୍ତି, “ଆପଣ ନିର୍ମଳା ସୀତାରମଣଙ୍କୁ ଜାଣିଶୁଣି ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିବା ଜଣାପଡ଼ୁଛି। ସବୁ ଦଳ ନିଜ ନିଜର ଇସ୍ତାହାର ଜାରି କରୁଛନ୍ତି। ଠିକ୍‌ ଦରରେ ସବୁ ଭାରତୀୟଙ୍କୁ କରୋନା ଟିକା ମିଳିବ। ରାଜ୍ୟମାନେ ଚାହିଁଲେ, ଏହାକୁ ମାଗଣାରେ ଦେଇପାରିବେ। ବିହାରରେ ଆମେ ମାଗଣାରେ କରୋନା ଟିକା ଦେବାକୁ ନିଷ୍ପତ୍ତି ନେଇଛୁ।”

ତେବେ ସରକାରଙ୍କ ପକ୍ଷରୁ ଏହା ଉପରେ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story