ଖାତା ଖୋଲି ପାରିଲାନି ଜେଡିଏସ୍‌, ୧୨ ଆସନ ଦଖଲ କଲା ବିଜେପି, କଂଗ୍ରେସକୁ ୨

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ସରକାର ଗଠନ ପାଇଁ ବହୁମତ ହାସଲ କରିଛି ବିଜେପି। କଂଗ୍ରେସ-ଜେଡିଏସ ସରକାରକୁ ଭାଙ୍ଗି କ୍ଷମତା ଦଖଲ କରିଥିବା ବିଜେପି ଏବେ ୧୫ଟି ଆସନ ପାଇଁ ହୋଇଥିବା ଉପ ନିର୍ବାଚନରେ ୧୨ଟି ଦଖଲ କରିଛି। ସେହିପରି କଂଗ୍ରେସ ୨ଟି ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ବାଜିମାତ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜେଡିଏସ୍‌ ଗୋଟିଏ ହେଲେ ଆସନ ଜିତିବାକୁ ସକ୍ଷମ ହୋଇନାହିଁ। ଜୁଲାଇରେ ଜେଡିଏସ ଏବଂ କଂଗ୍ରେସର ବିଧାୟକମାନେ ଦଳ ଓ ବିଧାୟକ […]

vca

vca

Hemant Lenka
  • Published: Monday, 09 December 2019
  • Updated: 09 December 2019, 06:05 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ସରକାର ଗଠନ ପାଇଁ ବହୁମତ ହାସଲ କରିଛି ବିଜେପି। କଂଗ୍ରେସ-ଜେଡିଏସ ସରକାରକୁ ଭାଙ୍ଗି କ୍ଷମତା ଦଖଲ କରିଥିବା ବିଜେପି ଏବେ ୧୫ଟି ଆସନ ପାଇଁ ହୋଇଥିବା ଉପ ନିର୍ବାଚନରେ ୧୨ଟି ଦଖଲ କରିଛି। ସେହିପରି କଂଗ୍ରେସ ୨ଟି ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ବାଜିମାତ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜେଡିଏସ୍‌ ଗୋଟିଏ ହେଲେ ଆସନ ଜିତିବାକୁ ସକ୍ଷମ ହୋଇନାହିଁ।

ଜୁଲାଇରେ ଜେଡିଏସ ଏବଂ କଂଗ୍ରେସର ବିଧାୟକମାନେ ଦଳ ଓ ବିଧାୟକ ପଦବୀରୁ ଇସ୍ତଫା ଦେଇଥିଲେ। ଫଳରେ ୧୭ଟି ଆସନ ଖାଲି ପଡ଼ିଥିଲା। ଏହାପରେ ଜେଡିଏସ-କଂଗ୍ରେସ ସରକାର ଭାଙ୍ଗି ଯାଇଥିଲା। ବିଜେପି ବିଧାୟକ ବିଏସ ୟେଦ୍ୟୁରପ୍ପାଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାର ଗଠ କରିଛି। ଗତ ୫ ତାରିଖରେ ୧୫ଟି ଆସନ ପାଇଁ ଉପ ନିର୍ବାଚନ ହୋଇଥିଲା। କ୍ଷମତାରେ ଏକାକୀ ରହିବା ପାଇଁ ବିଜେପିକୁ ୧୫ଟି ଆସନରୁ ୭ଟି ଆସନରେ ବିଜୟୀ ହେବାର ଆବଶ୍ୟକ ଥିଲା। ହେଲେ ଏବେ ୧୨ଟି ଆସନରେ ବାଜିମାତ କରିଛି।

କର୍ଣ୍ଣାଟକାର ୨୨୫ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୩। ହେଲେ ଏବେ ବି ମାସକି ଓ ଆର ଆର ନଗର ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ। ତେଣୁ ୨୨୩ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୨।

ଆଜି ୧୫ଟି ଆସନ ପାଇଁ ହେଉଥିବା ନିର୍ବାଚନରେ ବିଜେପି ୧୩ ଜଣ ବିଦ୍ରୋହୀ କଂଗ୍ରେସ ଓ ଜେଡିଏସ୍‌ ନେତାଙ୍କୁ ପ୍ରାର୍ଥୀ କରିଥିଲା। ଏବେ ୧୫ଟି ଆସନରେ ଭୋଟ ହୋଇଥିବାରୁ ବିଧାନସଭାର କ୍ଷମତା ୨୨୩କୁ ବୃଦ୍ଧି ପାଇବ। ବିଜେପି ପାଖରେ ୧୦୫ ବିଧାୟକ ଥିବା ବେଳେ ଜଣେ ସ୍ୱାଧୀନ ବିଧାୟକ ଦଳକୁ ସମର୍ଥନ କରୁଛନ୍ତି। ୨୨୩ ଆସନ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୧୨ରେ ପହଞ୍ଚି ଯିବ। ତେଣୁ ବିଜେପି ସରକାର ଗଠନ ପାଇଁ ନିର୍ବାଚନ ହେବାକୁ ଥିବା ୧୫ଟି ଆସନରୁ ଅତିକମରେ ୬ଟିରେ ଜିତିବାକୁ ପଡ଼ିବ।

୨୦୧୮ରେ ଏହି ୧୫ଟି ଆସନ ପାଇଁ ହୋଇଥିବା ନିର୍ବାଚନରେ କଂଗ୍ରେସ ୧୨ଟି ଓ ଜେଡିଏସ୍‌ ୩ଟିରେ ବାଜିମାତ କରିଥିଲା।
ସେହିପରି କଂଗ୍ରେସ ପାଖରେ ୬୬ ଏବଂ ଜେଡିଏସ ପାଖରେ ୩୪ ବିଧାୟକଙ୍କ ସମର୍ଥନ ରହିଛି।

ଫଳାଫଳ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା କହିଛନ୍ତି, “୧୨ ବିଧାୟକଙ୍କ ମଧ୍ୟରୁ ୧୧ ଜଣ ମନ୍ତ୍ରୀ ହେବେ। ମୁଁ ଦିଲ୍ଲୀ ଯାଇ ସବୁ କିଛି ଫାଇନାଲ କରିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story