କରୋନାରେ ଆକ୍ରାନ୍ତ ହେଲେ ମମତାଙ୍କୁ ଆଲିଙ୍ଗନ କରିବାକୁ କହିଥିବା ବିଜେପି ନେତାଙ୍କ ରିପୋର୍ଟ ପଜିଟିଭ

କୋଲକାତା: ମହାମାରୀ କରୋନାରେ ଆକ୍ରାନ୍ତ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଲିଙ୍ଗନ କରିବାକୁ ଧମକ ଦେଇଥିବା ବିଜେପି ନେତା ଅନୁପମ ହଜାରେଙ୍କ ଟେଷ୍ଟ ରିପୋର୍ଟ ଆଜି ପଜିଟିଭ ଆସିଛି। ଫେସବୁକ ପେଜରେ ପଶ୍ଚିମବଙ୍ଗର ନୂଆ ସାଧାରଣ ସମ୍ପାଦକ ଅନୁପମ ହଜାରେ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି। ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ସ୍ଥାନୀୟ ଅଞ୍ଚଳର ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନୁପମ ହଠାତ୍‌ ଅସହଜନ ଅନୁଭବ […]

c

c

Hemant Lenka
  • Published: Friday, 02 October 2020
  • Updated: 02 October 2020, 07:53 PM IST

Sports

Latest News

କୋଲକାତା: ମହାମାରୀ କରୋନାରେ ଆକ୍ରାନ୍ତ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଲିଙ୍ଗନ କରିବାକୁ ଧମକ ଦେଇଥିବା ବିଜେପି ନେତା ଅନୁପମ ହଜାରେଙ୍କ ଟେଷ୍ଟ ରିପୋର୍ଟ ଆଜି ପଜିଟିଭ ଆସିଛି। ଫେସବୁକ ପେଜରେ ପଶ୍ଚିମବଙ୍ଗର ନୂଆ ସାଧାରଣ ସମ୍ପାଦକ ଅନୁପମ ହଜାରେ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି।

ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ସ୍ଥାନୀୟ ଅଞ୍ଚଳର ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନୁପମ ହଠାତ୍‌ ଅସହଜନ ଅନୁଭବ କରିଥିଲେ। ଏଥିପାଇଁ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି।

ଅନୁପମ ଟିଏମସି ଟିକେଟରୁ ଲୋକସଭା ଯାଇଥିଲେ। କିନ୍ତୁ ୨୦୧୯ ଜାନୁଆରୀରେ ସେ ବିଜେପିରେ ସାମିଲ ହୋଇଥିଲେ। ରବିବାର ସେ କହିଥିଲେ “ଯଦି ମୁଁ କେବେ କରୋନାରେ ସଂକ୍ରମିତ ହୁଏ, ତା’ହେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖକୁ ଯିବି ଓ ତାଙ୍କୁ ଆଲିଙ୍ଗନ କରିବି। ଏହାପରେ ସେ ଜାଣିପାରିବେ ଯେ ଏହି ଭାଇରସରେ ଆକ୍ରାନ୍ତ ହେଉଥିବା ଲୋକମାନେ କେତେ କଷ୍ଟ ପାଆନ୍ତି।” ଏନେଇ ତାଙ୍କ ନାଁରେ ପୁଲିସ୍‌ କେସ ମଧ୍ୟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story