ପୁଣି ଜଣେ ବିଜେପି ବିଧାୟକଙ୍କ ନାଁରେ ଦୁଷ୍କର୍ମ ମାମଲା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଜେପି ବିଧାୟକ ରବୀନ୍ଦ୍ର ନାଥ ତ୍ରିପାଠୀଙ୍କ ନାଁରେ ପୁଲିସ୍‌ ଦୁଷ୍କର୍ମ ମାମଲା ରୁଜୁ କରିଛି। କେବଳ ରବୀନ୍ଦ୍ର ନୁହନ୍ତି, ତାଙ୍କ ପରିବାରର ୬ ଜଣଙ୍କ ନାଁରେ ବି ସମାନ ମାମଲା ହୋଇଛି। ୪୦ ବର୍ଷୀୟ ମହିଳା ପ୍ରଥମେ ବାହାଦୋହିର ବିଜେପି ବିଧାୟକ ରବୀନ୍ଦ୍ରଙ୍କ ଭଣଜା ନାଁରେ ଦୁଷ୍କର୍ମ ଅଭିଯୋଗ ଦାଖଲ କରିଥିଲେ। ବିଧାୟକଙ୍କ ଭଣଜା ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା କୁହାଯାଇଥିଲା। ଏହାର କିଛି ଦିନ ପରେ ମହିଳା ଜଣଙ୍କ […]

qr

qr

Hemant Lenka
  • Published: Wednesday, 19 February 2020
  • Updated: 19 February 2020, 08:26 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଜେପି ବିଧାୟକ ରବୀନ୍ଦ୍ର ନାଥ ତ୍ରିପାଠୀଙ୍କ ନାଁରେ ପୁଲିସ୍‌ ଦୁଷ୍କର୍ମ ମାମଲା ରୁଜୁ କରିଛି। କେବଳ ରବୀନ୍ଦ୍ର ନୁହନ୍ତି, ତାଙ୍କ ପରିବାରର ୬ ଜଣଙ୍କ ନାଁରେ ବି ସମାନ ମାମଲା ହୋଇଛି। ୪୦ ବର୍ଷୀୟ ମହିଳା ପ୍ରଥମେ ବାହାଦୋହିର ବିଜେପି ବିଧାୟକ ରବୀନ୍ଦ୍ରଙ୍କ ଭଣଜା ନାଁରେ ଦୁଷ୍କର୍ମ ଅଭିଯୋଗ ଦାଖଲ କରିଥିଲେ। ବିଧାୟକଙ୍କ ଭଣଜା ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା କୁହାଯାଇଥିଲା। ଏହାର କିଛି ଦିନ ପରେ ମହିଳା ଜଣଙ୍କ ବିଧାୟକଙ୍କ ନାଁ ମଧ୍ୟ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିଲେ।

ଏସ୍‌ପି ରାମ ବଦାନ ସିଂହ କହିଛନ୍ତି, “ବିଧାୟକଙ୍କ ଭଣଜା ସନ୍ଦୀପ ତିୱାରୀ ମହିଳାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଦୀର୍ଘ ଦିନ ହେଲା ଶାରୀରିକ ସମ୍ପର୍କ ରଖିଥିଲେ। ଏହାର କିଛି ଦିନ ପରେ ବିଧାୟକ ରବୀନ୍ଦ୍ର ଓ ପରିବାରର ଅନ୍ୟ କିଛି ଲୋକଙ୍କ ନାଁରେ ମହିଳା ଜଣଙ୍କ ସମାନ ଅଭିଯୋଗ ଆଣିଥିଲେ। ମହିଳାଙ୍କ ଅଭିଯୋଗକ୍ରମେ ଆମେ ସମସ୍ତଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛୁ।”

ମହିଳାଙ୍କୁ ବିଧାୟକଙ୍କ ଭଣଜା ସନ୍ଦୀପ ପ୍ରଥମେ ଟ୍ରେନରେ ସାକ୍ଷାତ କରିଥିଲେ। ଏହାପରେ ୬ ବର୍ଷ ହେଲା ଉଭୟ ପରସ୍ପର ସହ ଶାରୀରିକ ସମ୍ପର୍କ ରଖିଥିଲେ। ଯେତେବେଳେ ମହିଳା ଜଣଙ୍କ ବିବାହ କରିବାକୁ କହିଲେ, ସନ୍ଦୀୟ ତାଙ୍କୁ ଧରାଛୁଆଁ ଦେଇ ନଥିଲେ।

୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ମହିଳା ଜଣଙ୍କୁ ସନ୍ଦୀପ ଏକ ହୋଟେଲରେ ରଖିଥିଲେ। ସେ ସେଠାରେ ଦୀର୍ଘ ୩୦ ଦିନ କାଳ ରହିଥିଲେ। ଏହି ସମୟରେ ବିଧାୟକ ରବୀନ୍ଦ୍ରଙ୍କ ସମେତ ଚନ୍ଦ୍ରଭୂଷଣ ତ୍ରିପାଠୀ, ଦୀପକ ତିୱାରୀ, ନୀତୀଶ ତିୱାରୀ ଓ ପ୍ରକାଶ ତିୱାରୀ ତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ମହିଳା ଜଣଙ୍କ କହିଛନ୍ତି।

ଅନ୍ୟପକ୍ଷରେ ବିଧାୟକ ରବୀନ୍ଦ୍ର ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ଏଭଳି ଅଭିଯୋଗ ପଛରେ ରାଜନୀତିକ ଅଭିସନ୍ଧି ରହିଛି ବୋଲି ସଫେଇ ଦେଇଛନ୍ତି।
ଏହାପୂର୍ବରୁ ଅନ୍ୟତମ ବିଜେପି ବିଧାୟକ କୁଲଦୀପ ସେନଗାରଙ୍କୁ ଦୁଷ୍କର୍ମ ମାମଲାରେ ଆଜୀବନ ଜେଲଦଣ୍ଡ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story