ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଜେପି ସାଂସଦ

ଅଲୱାର: ରାଜସ୍ଥାନର ଅଲୱାର ସାଂସଦ ମହନ୍ତ ବାଲାକଣ୍ଠ ଆଜି ଏକ ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତ ଯାଇଛନ୍ତି। ଅଲୱାରର ହେଲିପ୍ୟାଡ୍‌ରୁ ମହନ୍ତ ବସିଥିବା ହେଲିକପ୍ଟରଟି ଉଡ଼ାଣ ଭରିଥିଲା। ତେବେ ଉଡ଼ାଣର ମାତ୍ର କିଛି ସେକେଣ୍ଡ ମଧ୍ୟରେ ପାଇଲଟ୍‌ ଜଣଙ୍କ ହେଲିକପ୍ଟର ଉପରୁ ନିଜର ନିୟନ୍ତ୍ରଣ ହରାଇ ବସିଥିଲେ। ଫଳରେ ବିମାନଟି ତଳକୁ ଖସିବା ଆରମ୍ଭ ହୋଇଥିଲା। ଏହାଦେଖି ସେଠାରେ ଉପସ୍ଥିତ ଥିବା ବିଧାୟକଙ୍କ ସମର୍ଥକମାନେ ଚିତ୍କାର କରିବା ଆରମ୍ଭ କରିଥିଲେ। ତେବେ ବିମାନଟି ତଳେ ପଡ଼ିବା ଆଗରୁ […]

we

Hemant Lenka
  • Published: Sunday, 30 June 2019
  • , Updated: 30 June 2019, 03:56 PM IST

ଅଲୱାର: ରାଜସ୍ଥାନର ଅଲୱାର ସାଂସଦ ମହନ୍ତ ବାଲାକଣ୍ଠ ଆଜି ଏକ ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତ ଯାଇଛନ୍ତି। ଅଲୱାରର ହେଲିପ୍ୟାଡ୍‌ରୁ ମହନ୍ତ ବସିଥିବା ହେଲିକପ୍ଟରଟି ଉଡ଼ାଣ ଭରିଥିଲା। ତେବେ ଉଡ଼ାଣର ମାତ୍ର କିଛି ସେକେଣ୍ଡ ମଧ୍ୟରେ ପାଇଲଟ୍‌ ଜଣଙ୍କ ହେଲିକପ୍ଟର ଉପରୁ ନିଜର ନିୟନ୍ତ୍ରଣ ହରାଇ ବସିଥିଲେ। ଫଳରେ ବିମାନଟି ତଳକୁ ଖସିବା ଆରମ୍ଭ ହୋଇଥିଲା।

ଏହାଦେଖି ସେଠାରେ ଉପସ୍ଥିତ ଥିବା ବିଧାୟକଙ୍କ ସମର୍ଥକମାନେ ଚିତ୍କାର କରିବା ଆରମ୍ଭ କରିଥିଲେ। ତେବେ ବିମାନଟି ତଳେ ପଡ଼ିବା ଆଗରୁ ପାଇଲଟ୍‌ ଜଣଙ୍କ ପୁଣିଥରେ ଏହାକୁ ନିୟନ୍ତ୍ରଣ କରି ନେଇଥିଲେ।

ଦେଖନ୍ତୁ ଭିଡିଓ

https://twitter.com/i/status/1145223734070059008

Related story