ବିଜେପି ପୋଷ୍ଟରରୁ ନୀତୀଶ କୁମାରଙ୍କ ଫଟୋ ଗାଏବ

ପାଟନା: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ୨୮ ତାରିଖରେ ଆରମ୍ଭ ହେବ। ଏହା ପୂର୍ବରୁ ବିଜେପି ଓ ସହଯୋଗୀ ଜେଡିୟୁ ମଧ୍ୟରେ ବିବାଦର ଆଶାଙ୍କା ସୃଷ୍ଟି ହୋଇଥିବା ସଙ୍କେତ ମିଳିଛି। ପ୍ରଥମ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ବିଜେପି ପକ୍ଷରୁ ଏକ ବିରାଟ ପୋଷ୍ଟର ଲଗା ଯାଇଛି। ତେବେ ଏହି ପୋଷ୍ଟରରେ କେବଳ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିଛି। ପୂର୍ବରୁ ସବୁ ପୋଷ୍ଟରରେ ମୋଦିଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କ ଫଟୋ […]

f

f

Hemant Lenka
  • Published: Monday, 26 October 2020
  • Updated: 26 October 2020, 03:05 PM IST

Sports

Latest News

ପାଟନା: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ୨୮ ତାରିଖରେ ଆରମ୍ଭ ହେବ। ଏହା ପୂର୍ବରୁ ବିଜେପି ଓ ସହଯୋଗୀ ଜେଡିୟୁ ମଧ୍ୟରେ ବିବାଦର ଆଶାଙ୍କା ସୃଷ୍ଟି ହୋଇଥିବା ସଙ୍କେତ ମିଳିଛି। ପ୍ରଥମ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ବିଜେପି ପକ୍ଷରୁ ଏକ ବିରାଟ ପୋଷ୍ଟର ଲଗା ଯାଇଛି।

ତେବେ ଏହି ପୋଷ୍ଟରରେ କେବଳ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିଛି। ପୂର୍ବରୁ ସବୁ ପୋଷ୍ଟରରେ ମୋଦିଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କ ଫଟୋ ରହିଥିଲା। ହେଲେ ଏବେ ବିଜେପି ଲଗାଇଥିବା ପୋଷ୍ଟରରେ ନୀତୀଶ କୁମାରଙ୍କ ଫଟୋ ନାହିଁ। ଏହାର ଅର୍ଥ ବିଜେପି ଏବେ କେବଳ ମୋଦିଙ୍କ ନାଁରେ ଲୋକଙ୍କୁ ଭୋଟ ମାଗିବାକୁ ନିଷ୍ପତ୍ତି ନେଇଥିବା ରାଜନୀତିକ ବିଶାରଦମାନେ କହିଛନ୍ତି। ଏଥିସହ ବିଜେପି ଆଉ ନୀତୀଶ କୁମାରଙ୍କୁ ଚାହୁଁ ନଥିବା ମଧ୍ୟ ସେମାନେ ମତ ଦେଇଛନ୍ତି।

ନୀତୀଶ କୁମାରଙ୍କ ଫଟୋ କାହିଁକି ହଟାଇ ଦିଆଗଲା ସେକଥା ବିଜେପି କିମ୍ବା ଜେଡିୟୁ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇ ନାହିଁ। ତେବେ ଜେଡିୟୁର ଜଣେ ନେତା କହିଛନ୍ତି, ଏବେ ବିଷୟରେ ଏବେ କହିବା ବେଶ କଷ୍ଟକର। ମୁଁ ବା କ’ଣ କହିପାରିବି? ସେମାନେ(ବିଜେପି) ପରିସ୍ଥିତିକୁ ଅଧିକ ବିଗାଡ଼ି ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି।

ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ପାଇଁ ମୋଦି ୩ଟି ସ୍ଥାନରେ ପ୍ରଚାର କରିଥିଲେ। ଏହି ସମୟରେ ନୀତୀଶ କୁମାର ମଧ୍ୟ ରହିଥିଲେ। ଆଗାମୀ ପ୍ରଚାର କାର୍ଯ୍ୟକ୍ରମରେ ନୀତୀଶ କୁମାର ଓ ମୋଦି ଏକାଠି ପ୍ରଚାର କରିବେ କି ନାହିଁ, ତାହା ଏଯାଏ ଜଣାପଡ଼ିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story