ବିଜେପିରେ ମିଶିଲେ ବିଏସ୍‌ପି,ଏସ୍‌ପି ଓ କଂଗ୍ରେସର ୮ ବିଧାୟକ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ରାଜନୀତି ଜୋର୍‌ ଧରିଛି। ଆଜି ବହୁଜନ ସମାଜବାଦୀ ପାର୍ଟି (ବିଏସପି) , ସମାଜବାଦୀ ପାର୍ଟି (ଏସପି) ଓ କଂଗ୍ରେସର ବହୁ ବିଧାୟକ ଲକ୍ଷ୍ନୌରେ ଭାରତୀୟ ଜନତା ପାର୍ଟିରେ ସାମିଲ୍‌ ହୋଇଛନ୍ତି। ବିଏସ୍‌ପିର ୨ ଜଣ, ଏସ୍‌ପିର ୩ ଜଣ ଓ କଂଗ୍ରେସ ଦଳର ୩ ଜଣ ବିଧାୟକ ବିଜେପିରେ ସାମିଲ୍‌ ହୋଇଛନ୍ତି। କଂଗ୍ରେସର ସଞ୍ଜୟ ଜୟସବାଲ୍‌, ଶେର ବାହାଦୂର, ବିଏସ୍‌ପିର ରାଜେଶ ତ୍ରିପାଠୀ, ବାଲା ପ୍ରସାଦ ଅୱସ୍ଥି ଓ ଏସ୍‌ପିର […]

BJP-1 (1)

BJP-1 (1)

Rakesh Mallick
  • Published: Thursday, 11 August 2016
  • Updated: 11 August 2016, 05:02 PM IST

Sports

Latest News

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ରାଜନୀତି ଜୋର୍‌ ଧରିଛି। ଆଜି ବହୁଜନ ସମାଜବାଦୀ ପାର୍ଟି (ବିଏସପି) , ସମାଜବାଦୀ ପାର୍ଟି (ଏସପି) ଓ କଂଗ୍ରେସର ବହୁ ବିଧାୟକ ଲକ୍ଷ୍ନୌରେ ଭାରତୀୟ ଜନତା ପାର୍ଟିରେ ସାମିଲ୍‌ ହୋଇଛନ୍ତି।

ବିଏସ୍‌ପିର ୨ ଜଣ, ଏସ୍‌ପିର ୩ ଜଣ ଓ କଂଗ୍ରେସ ଦଳର ୩ ଜଣ ବିଧାୟକ ବିଜେପିରେ ସାମିଲ୍‌ ହୋଇଛନ୍ତି। କଂଗ୍ରେସର ସଞ୍ଜୟ ଜୟସବାଲ୍‌, ଶେର ବାହାଦୂର, ବିଏସ୍‌ପିର ରାଜେଶ ତ୍ରିପାଠୀ, ବାଲା ପ୍ରସାଦ ଅୱସ୍ଥି ଓ ଏସ୍‌ପିର ରାମପାଲ ଯାଦବ ଆଜି ବିଜେପିରେ ଯୋଗଦାନ କରିଛନ୍ତି।

ଆଜି ବିଜେପିର ସାମିଲ ହୋଇଥିବା ଅଧିକାଂଶ ବିଧାୟକ ପୂର୍ବରୁ ନିଜ ଦଳରେ ବିଦ୍ରୋହ କରି ଦଳରୁ ବହିଷ୍କାର ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story