ଏକଜିଟ୍‌ ପୋଲ: ମହାରାଷ୍ଟ୍ର ଓ ହରିଆଣାରେ ବିଜେପିର ଏକତରଫା ବିଜୟ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନରେ ବିଜେପି ଚମକ ଦେଖିବାକୁ ମିଳିଛି। ଆଜି ଭୋଟ ଗ୍ରହଣ ପରେ ପ୍ରକାଶ ପାଇଥିବା ବିଭିନ୍ନ ସଂସ୍ଥାର ଏକଜିଟ୍‌ ପୋଲ ଫଳାଫଳ ଅନୁଯାୟୀ, ଏହି ଦୁଇ ରାଜ୍ୟରେ ବିଜେପି ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି। ଏପରି କି ୨୦୧୪ ତୁଳନାରେ ୨୦୧୯ରେ ବିଜେପିକୁ ଅଧିକ ଆସନ ମିଳିବ ବୋଲି ଆକଳନ କରାଯାଉଛି। ସେହିପରି କଂଗ୍ରେସ କ୍ଷମତାକୁ ଫେରିବ ବୋଲି ଯେଉଁ ଆଶା ରଖିଥିଲା, ତାହା ପୁଣିଥରେ ବିଫଳ […]

cbc

cbc

Hemant Lenka
  • Published: Monday, 21 October 2019
  • Updated: 21 October 2019, 07:53 PM IST

Sports

Latest News

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନରେ ବିଜେପି ଚମକ ଦେଖିବାକୁ ମିଳିଛି। ଆଜି ଭୋଟ ଗ୍ରହଣ ପରେ ପ୍ରକାଶ ପାଇଥିବା ବିଭିନ୍ନ ସଂସ୍ଥାର ଏକଜିଟ୍‌ ପୋଲ ଫଳାଫଳ ଅନୁଯାୟୀ, ଏହି ଦୁଇ ରାଜ୍ୟରେ ବିଜେପି ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି।

ଏପରି କି ୨୦୧୪ ତୁଳନାରେ ୨୦୧୯ରେ ବିଜେପିକୁ ଅଧିକ ଆସନ ମିଳିବ ବୋଲି ଆକଳନ କରାଯାଉଛି। ସେହିପରି କଂଗ୍ରେସ କ୍ଷମତାକୁ ଫେରିବ ବୋଲି ଯେଉଁ ଆଶା ରଖିଥିଲା, ତାହା ପୁଣିଥରେ ବିଫଳ ହୋଇଛି। ଅବଶ୍ୟ ଅକ୍ଟୋବର ୨୪ରେ ଭୋଟ ଗଣତି ପରେ ସବୁ କିଛି ସ୍ପଷ୍ଟ ହୋଇଯିବ।

ଇଣ୍ଡିଆ ଟୁଡେର ଏକଜିଟ୍‌ ପୋଲ ଅନୁଯାୟୀ, ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ବିଜେପିକୁ ୧୦୯ରୁ ୧୨୪ଟି ଆସନ ମିଳିବ। ସେହିପରି ବିଜେପି ସହ ମେଣ୍ଟ କରିଥିବା ଶିବସେନାକୁ ୫୭ରୁ ୭୦ଟି ସିଟ୍‌ ମିଳିବ।

କଂଗ୍ରେସକୁ ୭୨ରୁ ୯୦ ଓ ସହଯୋଗୀ ଏନ୍‌ସିପିକୁ ୪୦ରୁ ୫୦ଟି ଆସନ ମିଳିବ। ଅନ୍ୟାନ୍ୟ ଦଳ ୨୨ରୁ ୩୪ଟି ଆସନ ଜିତିବେ ବୋଲି ଏହି ସଂସ୍ଥା ଆକଳନ କରିଛି।

ଟାଇମ୍ସ ନାଓ ସର୍ଭେ ଅନୁଯାୟୀ, ବିଜେପି-ଶିବସେନା ମେଣ୍ଟକୁ ୨୩୦ଟି ଆସନ ମିଳିବ। କଂଗ୍ରେସ-ଏନସିପିକୁ ୪୮ଟି ଓ ଅନ୍ୟାନ୍ୟ ଦଳକୁ ୧୦ଟି ଆସନ ମିଳିବ।

ଟିଭି ୯ ମରାଠୀର ରିପୋର୍ଟ ଅନୁଯାୟୀ, ବିଜେପି-ଶିବସେନାକୁ ୧୯୭, କଂଗ୍ରେସ-ଏନସିପିକୁ ୭୫ ଓ ଅନ୍ୟାନ୍ୟ ଦଳ ୧୬ଟି ଆସନ ପାଇବେ। ସିଏନ୍‌ଏନ୍‌ ନ୍ୟୁଜ ୧୮ର ସର୍ଭେ ରିପୋର୍ଟ କହୁଛି, ବିଜେପି ଶିବସେନା ୨୪୩, କଂଗ୍ରେସ-ଏନ୍‌ସିପି ୪୧ ଓ ଅନ୍ୟାନ୍ୟ ଦଳ ୪ଟି ଆସନରେ ସୀମିତ ରହିବେ।

ଏବିପି ନ୍ୟୁଜି ସି-ଭୋଟର ଏକଜିଟ୍‌ ପୋଲ ମଧ୍ୟ ବିଜେପିକୁ ଜିତିବ ବୋଲି କହିଛି। ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ୨୦୪, କଂଗ୍ରେସ-ଏନ୍‌ସିପି ୬୯ ଓ ଅନ୍ୟାନ୍ୟ ଦଳ ୧୫ଟି ଆସନ ଜିତିବେ। ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୪୫। ତେଣୁ ବିଜେପି ଏଠାରେ ବେଶ ଆରାମରେ ବିଜୟ ଲାଭ କରିବ ବୋଲି ଆକଳନ କରାଯାଉଛି।

ପୋଲ ଅଫ୍ ଏକଜିଟ୍ ପୋଲ ଅନୁଯାୟୀ, ବିଜେପି-ଶିବସେନା ୨୧୧, କଂଗ୍ରେସ-ଏନ୍‌ସିପି ୬୪ ଓ ଅନ୍ୟେନ୍ୟ ଦଳ ୧୩ଟି ଆସନ ଜିତିବେ ବୋଲି ଆକଳନ କରାଯାଉଛି।

ଅନ୍ୟପକ୍ଷରେ ହରିଆଣାରେ ମଧ୍ୟ ବିଜେପି ପୁଣିଥରେ ସରକାର ଗଠନ କରିବ ବୋଲି କୁହାଯାଉଛି। ହରିଆଣାର ୯୦ଟି ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୪୬। ଟାଇମ୍ସ ନାଓ ଏକଜିଟ୍‌ ପୋଲ ଅନୁଯାୟୀ, ବିଜେପି ୭୧, କଂଗ୍ରେସ ୧୧ ଓ ଅନ୍ୟାନ୍ୟ ଦଳ ୮ଟି ଆସନ ଜିତିବେ।

ରିପବ୍ଲିକ ଟିଭର ସର୍ଭେ ରିପୋର୍ଟ ଅନୁଯାୟୀ, ବିଜେପି ୫୨-୬୩, କଂଗ୍ରେସ ୧୫-୧୯, ଆଇଏନଏଲଡି ଓ ଅକଳୀ ଦଳ ୦ରୁ ୧ ଏବଂ ଅନ୍ୟାନ୍ୟ ଦଳ ୧୮ରୁ ୧୨ଟି ଆସନ ଜିତିବେ।

ଇଣ୍ଡିଆ ନ୍ୟୁଜ ପୋଲ ଷ୍ଟାର ସର୍ଭେ ଅନୁଯାୟୀ, ବିଜେପି ୭୫ରୁ ୮୦, କଂଗ୍ରେସ ୯ରୁ ୧୨, ଆଇଏନଏଲଡି ଓ ଅକାଳୀ ଦଳ ୦ରୁ ୧ ଏବଂ ଅନ୍ୟାନ୍ୟ ଦଳ ୧ରୁ ୩ଟି ଆସନ ଜିତିବେ।

ହରିଆଣାରେ ପୋଲ ଅଫ ପୋଲ୍ସରେ ବିଜେପି ୬୬, କଂଗ୍ରେସ ୧୪, ଆଇଏନଏଲଡି ଓ ଅକଳୀ ଦଳ ୨ ଏବଂ ଅନ୍ୟାନ୍ୟ ଦଳ ୮ଟି ଆସନ ଜିତିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story