ପଥର ମରାମରି ହେଲେ ବିଜେପି-ଟିଏମସି କର୍ମୀ, ଭିଡିଓ ଭାଇରାଲ

କୋଲକାତା: ବିଧାନସଭା ନିର୍ବାଚନ ପୂର୍ବରୁ ପୁଣିଥରେ ଅଶାନ୍ତ ହୋଇ ଉଠିଛି ପଶ୍ଚିମବଙ୍ଗ। ଦୁଇ ରାଜନୀତିକ ପ୍ରତିଦ୍ୱନ୍ଦ୍ୱୀ ବିଜେପି ଓ ଟିଏମସି‌ର କର୍ମୀମାନେ ରାସ୍ତା ଉପରେ ପରସ୍ପରକୁ ପଥର ମାଡ଼ କରିଛନ୍ତି। ଆଜି କୋଲକାତାରେ ବିଜେପି ପକ୍ଷରୁ ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ପଥର ମାଡ଼ ବେଳେ ବିଜେପି ରାଲିରେ କେନ୍ଦ୍ରମନ୍ତ୍ରୀ ଦେବଶ୍ରୀ ଚୌଧୁରୀ, ରାଜ୍ୟ ବିଜେପି ମୁଖ୍ୟ ଦିଲୀପ ଘୋଷ ଓ ବିଜେପି ନେତା ଶୁଭେନ୍ଦୁ […]

fr

fr

Hemant Lenka
  • Published: Monday, 18 January 2021
  • Updated: 18 January 2021, 05:48 PM IST

Sports

Latest News

କୋଲକାତା: ବିଧାନସଭା ନିର୍ବାଚନ ପୂର୍ବରୁ ପୁଣିଥରେ ଅଶାନ୍ତ ହୋଇ ଉଠିଛି ପଶ୍ଚିମବଙ୍ଗ। ଦୁଇ ରାଜନୀତିକ ପ୍ରତିଦ୍ୱନ୍ଦ୍ୱୀ ବିଜେପି ଓ ଟିଏମସି‌ର କର୍ମୀମାନେ ରାସ୍ତା ଉପରେ ପରସ୍ପରକୁ ପଥର ମାଡ଼ କରିଛନ୍ତି। ଆଜି କୋଲକାତାରେ ବିଜେପି ପକ୍ଷରୁ ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ପଥର ମାଡ଼ ବେଳେ ବିଜେପି ରାଲିରେ କେନ୍ଦ୍ରମନ୍ତ୍ରୀ ଦେବଶ୍ରୀ ଚୌଧୁରୀ, ରାଜ୍ୟ ବିଜେପି ମୁଖ୍ୟ ଦିଲୀପ ଘୋଷ ଓ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରେ ଶୋଭାଯାତ୍ରା କରିଥିଲେ। ଏହି ସମୟରେ ସେ ନନ୍ଦିଗ୍ରାମରୁ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ। ଏହି ଘୋଷଣାର କିଛି ଘଣ୍ଟା ପରେ ବିଜେପି ପକ୍ଷରୁ କୋଲକାତାରେ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ରୋଡ ଶୋ’ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ରୋଡ ଶୋ’ ବେଳେ ଟିଏମସି କର୍ମୀମାନେ କଳା ପତାକା ଦେଖାଇବାକୁ ଆରମ୍ଭ କରିଥିଲେ। ଏହାକୁ ନେଇ ବିଜେପି କର୍ମୀମାନେ ସେମାନଙ୍କୁ ବିରୋଧ କରିଥିଲେ।

ଫଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ଉଭୟ ପରସ୍ପରକୁ ପଥର ମାଡ଼ କରିବାକୁ ପଛାଇ ନଥିଲେ। ଗୋଟିଏ ଭିଡିଓରୁ ଜଣାପଡ଼ିଛି ଯେ ବିଜେପି କ୍ୟାମ୍ପରୁ ପ୍ରଥମେ ଗୋଟିଏ ପଥର ଟିଏମସି କର୍ମୀଙ୍କ ଉପରକୁ ମାଡ଼ କରାଯାଇଥିଲା।

ଏହା ସିଧା ତାଙ୍କ କାନ ମୁଣ୍ତାରେ ବାଜିଥିଲା। ଟିଏମସି କ୍ୟାମ୍ପରୁ ମଧ୍ୟ ସାମନ ପଥରକୁ ବିଜେପି କର୍ମୀଙ୍କ ଉପରକୁ ମାଡ଼ କରାଯାଇଥିଲା। ଏହାପରେ ପଥର ମାଡ଼ର ବର୍ଷା ହୋଇଥିଲା। ସ୍ଥିତି ଅଧିକ ଜଟିଳ ହେବାରୁ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ଟିଏମସିର ଗଡ଼ ହେଉଛି ନନ୍ଦିଗ୍ରାମ। ଏହି ଆସନରୁ ଟିଏମସି ଟିକେଟରେ ଶୁଭେନ୍ଦୁ ଅଧିକାରୀ ଜିତି ଆସୁଥିଲେ। ସେ ନିକଟରେ ବିଜେପିରେ ମିଶି ଥିବାରୁ ତାଙ୍କୁ ଚେକ୍‌ ଦେବାକୁ ମମତା ନିଜେ ଏଠାରୁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story