ଓମାର ଅବଦୁଲ୍ଲାଙ୍କ ଦାଢ଼ିଆ ଫଟୋକୁ ଟ୍ରୋଲ କଲା ବିଜେପି

ଶ୍ରୀନଗର: ବ୍ୟକ୍ତିଗତ ସ୍ତରକୁ ଯାଇ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ସୋଶାଲ ମିଡିଆରେ ଟ୍ରୋଲ କରିଛି ବିଜେପି। ଅଗଷ୍ଟ ୪ରୁ ଜମ୍ମୁ-କଶ୍ମୀର ପ୍ରଶାସନ ଦ୍ୱାରା ଅଟକ ଥିବା ଓମାରଙ୍କ ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଅଟକ ରହିବା କାରଣରୁ ଓମାରଙ୍କ ଦାଢ଼ି ବଢ଼ି ଯାଇଥିବା ଦେଖିବାକୁ ମିଳିଥିଲା। ସର୍ବଦା ଦାଢ଼ି କାଟୁଥିବା ଓମାରଙ୍କ ଏହି ନୂଆ ଲୁକକୁ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। କିନ୍ତୁ ଏବେ ତାମିଲନାଡୁ ବିଜେପି ନିଜର ଅଫିସିଆଲ ଟ୍ୱିଟର […]

de

de

Hemant Lenka
  • Published: Tuesday, 28 January 2020
  • Updated: 28 January 2020, 04:54 PM IST

Sports

Latest News

ଶ୍ରୀନଗର: ବ୍ୟକ୍ତିଗତ ସ୍ତରକୁ ଯାଇ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ସୋଶାଲ ମିଡିଆରେ ଟ୍ରୋଲ କରିଛି ବିଜେପି। ଅଗଷ୍ଟ ୪ରୁ ଜମ୍ମୁ-କଶ୍ମୀର ପ୍ରଶାସନ ଦ୍ୱାରା ଅଟକ ଥିବା ଓମାରଙ୍କ ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।

ଅଟକ ରହିବା କାରଣରୁ ଓମାରଙ୍କ ଦାଢ଼ି ବଢ଼ି ଯାଇଥିବା ଦେଖିବାକୁ ମିଳିଥିଲା। ସର୍ବଦା ଦାଢ଼ି କାଟୁଥିବା ଓମାରଙ୍କ ଏହି ନୂଆ ଲୁକକୁ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। କିନ୍ତୁ ଏବେ ତାମିଲନାଡୁ ବିଜେପି ନିଜର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ ଦ୍ୱାରା ଓମାରଙ୍କୁ ଟ୍ରୋଲ କରିଛି। ଏପରି କି ଓମାରଙ୍କ ପାଖକୁ ଦାଢ଼ି କାଟିବାକୁ ବିଜେପି ରେଜର ପଠାଇବାକୁ କହି ତାଚ୍ଛଲ୍ୟ ମଧ୍ୟ କରିଛି।

ବିଜେପି ପକ୍ଷରୁ କୁହାଯାଇଛି ଯେ “ପ୍ରିୟର ଓମାର ଅବଦୁଲ୍ଲା। ଆପଣଙ୍କର ଏଭଳି ବେଶ ଦେଖି ଆମକୁ ଦୁଃଖ ଲାଗୁଛି। କାରଣ ଆପଣଙ୍କର ଅନେକ ଦୁର୍ନୀତଗ୍ରସ୍ତ ବନ୍ଧୁ ବେଶ ଆରମରେ ବାହାରେ ବୁଲୁଥିବା ବେଳେ ଆପଣ ଏମିତି ଦେଖାଗଲେଣି। ଦୟାକରି ଆମେ ପଠାଇଥିବା ଜିନିଷକୁ ଗ୍ରହଣ କରିବେ।

ଯଦି ଆପଣ ଆଉ କିଛି ସହଯୋଗ ଚାହୁଁଛନ୍ତି, ତା’ହେଲେ ମୁକ୍ତ ଭାବେ ଆପଣ ଚାହିଁଲେ କଂଗ୍ରେସକୁ ଯୋଗାଯୋଗ କରିପାରିବେ।” ଏଥିସହ ବିଜେପି ପକ୍ଷରୁ ଓମାରଙ୍କ ଶ୍ରୀନଗର ସ୍ଥିତ ବାସଭବନ ଠିକଣାରେ ଏକ ଦାଢ଼ି କାଟିବା ପାଇଁ ରେଜର ପଠାଯାଇଥିବା ଏକ ରସିଦକୁ ମଧ୍ୟ ଟ୍ୱିଟରେ ସଂଯୋଗ କରାଯାଇଛି। ଏହାକୁ ବିଜେପି ଉପହାର ଆକାରରେ ଦେଇଥିବା କହିଛି। ହେଲେ ଏଭଳି ଟ୍ୱିଟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ବିବାଦ ବଢ଼ିବାରୁ ବିଜେପି ଏହାକୁ ଡିଲିଟ କରିଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story