ଦିନେ ବିରୋଧ କରୁଥିଲା, ଏବେ ସେମାନଙ୍କୁ କୋଳେଇଲା ବିଜେପି

ନୂଆଦିଲ୍ଲୀ: ରାଜନୀତିରେ ଯେ ସବୁ କିଛି ସମ୍ଭବ, ଏକଥା କାଳକାଳ ଧରି ପ୍ରମାଣିତ ହୋଇ ଆସିଛି। ଏବେ ଦ୍ୱିତୀୟଥର ପାଇଁ କେନ୍ଦ୍ରରେ କ୍ଷମତା ଦଖଲ କରିଥିବା ବିଜେପି ମଧ୍ୟ ତାହା ଆଉଥରେ ପ୍ରମାଣ କରିଛି। ଦିନେ ଯେଉଁ ଟିଡିପି ସାଂସଦମାନଙ୍କୁ ବିଜେପି ଦୁର୍ନୀତିଗ୍ରସ୍ତ ଓ ଆନ୍ଧ୍ରର ମାଲ୍ୟା ବୋଲି କହି ରାଜନୀତିକ ହଟଚମଟ ସୃଷ୍ଟି କରୁଥିଲା, ଆଜି ସେମାନଙ୍କ ମଧ୍ୟରୁ ୨ ଜଣ ସାଂସଦଙ୍କୁ ନିଜ ଦଳରେ ସାମିଲ କରିଛି। ଗତକାଲି ଟିଡିପିର ୪ ଜଣ ରାଜ୍ୟସଭା […]

uy

uy

Hemant Lenka
  • Published: Friday, 21 June 2019
  • Updated: 21 June 2019, 05:34 PM IST

Sports

Latest News

ନୂଆଦିଲ୍ଲୀ: ରାଜନୀତିରେ ଯେ ସବୁ କିଛି ସମ୍ଭବ, ଏକଥା କାଳକାଳ ଧରି ପ୍ରମାଣିତ ହୋଇ ଆସିଛି। ଏବେ ଦ୍ୱିତୀୟଥର ପାଇଁ କେନ୍ଦ୍ରରେ କ୍ଷମତା ଦଖଲ କରିଥିବା ବିଜେପି ମଧ୍ୟ ତାହା ଆଉଥରେ ପ୍ରମାଣ କରିଛି। ଦିନେ ଯେଉଁ ଟିଡିପି ସାଂସଦମାନଙ୍କୁ ବିଜେପି ଦୁର୍ନୀତିଗ୍ରସ୍ତ ଓ ଆନ୍ଧ୍ରର ମାଲ୍ୟା ବୋଲି କହି ରାଜନୀତିକ ହଟଚମଟ ସୃଷ୍ଟି କରୁଥିଲା, ଆଜି ସେମାନଙ୍କ ମଧ୍ୟରୁ ୨ ଜଣ ସାଂସଦଙ୍କୁ ନିଜ ଦଳରେ ସାମିଲ କରିଛି। ଗତକାଲି ଟିଡିପିର ୪ ଜଣ ରାଜ୍ୟସଭା ସାଂସଦ ବିଜେପିରେ ସାମିଲ ହୋଇଥିଲେ।

ଏମାନଙ୍କ ମଧ୍ୟରେ ଥିବା ୱାଇଏସ୍‌ ଚୌଧୁରୀ ଓ ସିଏମ୍‌ ରମେଶଙ୍କ ନାଁରେ ଏକାଧିକ ଦୁର୍ନୀତି ଅଭିଯୋଗ ରହିଛି। ଏମାନେ ଆୟକର ବିଭାଗରର ସ୍କାନ୍‌ରରେ ମଧ୍ୟ ରହିଛନ୍ତି। ଏହି ଦୁଇ ଜଣଙ୍କୁ ରାଜ୍ୟସଭାରୁ ବରଖାସ୍ତ କରିବା ପାଇଁ ବିଜେପି ମୁଖପାତ୍ର ଜିଭିଏଲ୍‌ ନରସିମହା ରାଓ ଦାବି କରିଥିଲେ। ଏମାନେ ମନିଲଣ୍ଡରିଂ ଓ ଟିକସ ଫାଙ୍କି ଅର୍ଥ ଠୁଳ କରିଥିବା ବିଜେପି ଅଭିଯୋଗ କରିଥିଲା। ଏପରି କି ଆୟକର ବିଭାଗ ପକ୍ଷରୁ ସିଏମ ରମେଶଙ୍କ ଘର ଓ ଅଫିସରେ ଚଢ଼ଉ କରାଯାଇଥିଲା। ଗତବର୍ଷ ନଭେମ୍ବର ମାସରେ ନରସିମହା ରାଓ ରାଜ୍ୟସଭାର ଏଥିକ୍ସ କମିଟିକୁ ଚିଠି ଲେଖିଥିଲେ।

ଶ୍ରୀ ଚୌଧୁରୀ ଓ ଶ୍ରୀ ରମେଶ ବ୍ୟାପକ ଦୁର୍ନୀତିରେ ବୁଡ଼ି ରହିଥିବାରୁ ଏମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତାଙ୍କ ଚିଠିରେ ଦାବି କରିଥିଲେ। ଚୌଧୁରୀଙ୍କ କମ୍ପାନୀ ବିଭିନ୍ନ ବ୍ୟାଙ୍କରୁ ୫୭୦୦ କୋଟି ଟଙ୍କା ଋଣ ନେଇ ବିଭିନ୍ନ ସେଲ କମ୍ପାନୀକୁ ଦେଇଥିବା କଥା ମଧ୍ୟ ସେ ଚିଠିରେ ଉଲ୍ଲେଖ କରିଥିଲେ।

କିନ୍ତୁ ସମୟ ଓ ପରିସ୍ଥିତି ବଦଳିବା ସହ ବିଜେପି ଯେଉଁମାନଙ୍କୁ ଘୋର ବିରୋଧ କରୁଥିଲା, ଆଜି ସେମାନେ ଦଳର ମିତ୍ର ପାଲଟି ଯାଇଛନ୍ତି। ଗତକାଲି ଟିଡିପି ସାଂସଦମାନେ ବିଜେପିରେ ମିଶିବା ପରେ ଦଳର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ସେମାନଙ୍କୁ ପ୍ରଶଂସା କରିଥିଲେ। ହେଲେ ବାସ୍ତବରେ ବିଜେପିର ଅସଲ ଚେହେରା କ’ଣ, ତା’ହା ସାମ୍ନାକୁ ଆସିଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ ବିଜେପି ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିପାରି ନାହିଁ। ଏଥିପାଇଁ ମୋଦି ସରକାରଙ୍କୁ ନିଜ ଇଚ୍ଛା ଅନୁସାରେ ବିଲ୍‌ ପାସ୍‌ କରିବାକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ତେଣୁ ବିଜେପି ଏବେ ବିଭିନ୍ନ ବିରୋଧୀ ଦଳରୁ ସାଂସଦମାନଙ୍କୁ ଆମଦାନୀ କରିବା ଲକ୍ଷ୍ୟରେ ରହିଛି। ଟିଡିପିର ୪ ଜଣ ରାଜ୍ୟସଭା ସାଂସଦ ବିଜେପିରେ ମିଶିବା ଏ ଦିଗରେ ଏକ ଆରମ୍ଭ ମାତ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story