କଶ୍ମୀରରୁ ପୁଣି ଜଣେ ବିଜେପି ନେତାଙ୍କୁ ଅପହରଣ

ବାରମୁଲ୍ଲା: କଶ୍ମୀରର ବିଜେପି ନେତା ତଥା ବାରମୁଲ୍ଲା ମ୍ୟୁନିସିପାଲଟି ୱାଟେରଗାମର ସଭାପତି ମେରାଜୁଦ୍ଦିନ ମଲଙ୍କୁ ଉତ୍ତର କଶ୍ମୀରରୁ ନିଖୋଜ ହୋଇଯାଇଛନ୍ତି। ମଲ ସକାଳେ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ତାଙ୍କୁ କିଛି ଅଜଣା ବ୍ୟକ୍ତି କାର୍‌ ଯୋଗେ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ବିଭିନ୍ନ ସ୍ଥାନରେ ଏହାକୁ ନେଇ ସୁରକ୍ଷାକର୍ମୀ ଚଢ଼ଉ କରିଛନ୍ତି। ବାନ୍ଦିପୋରା ବିଜେପି ନେତା ଓ ତାଙ୍କ ପରିବାର ଲୋକଙ୍କୁ […]

y

y

Hemant Lenka
  • Published: Wednesday, 15 July 2020
  • Updated: 15 July 2020, 03:40 PM IST

Sports

Latest News

ବାରମୁଲ୍ଲା: କଶ୍ମୀରର ବିଜେପି ନେତା ତଥା ବାରମୁଲ୍ଲା ମ୍ୟୁନିସିପାଲଟି ୱାଟେରଗାମର ସଭାପତି ମେରାଜୁଦ୍ଦିନ ମଲଙ୍କୁ ଉତ୍ତର କଶ୍ମୀରରୁ ନିଖୋଜ ହୋଇଯାଇଛନ୍ତି।

ମଲ ସକାଳେ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ତାଙ୍କୁ କିଛି ଅଜଣା ବ୍ୟକ୍ତି କାର୍‌ ଯୋଗେ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।

ବିଭିନ୍ନ ସ୍ଥାନରେ ଏହାକୁ ନେଇ ସୁରକ୍ଷାକର୍ମୀ ଚଢ଼ଉ କରିଛନ୍ତି। ବାନ୍ଦିପୋରା ବିଜେପି ନେତା ଓ ତାଙ୍କ ପରିବାର ଲୋକଙ୍କୁ ହତ୍ୟା କରିବାର କିଛି ଦିନ ପରେ ପୁଣି କଶ୍ମୀରରୁ ଆସିଛି ଏମିତି ଖବର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos