ରାସ୍ତା ଅବରୋଧ କରି କୋଲକାତା ବିଜେପି ଯୁବମୋର୍ଚ୍ଚାର ହନୁମାନ ଚାଳିଶା ପାଠ

କୋଲକାତା: ମୁସଲିମ ଧର୍ମାବଲମ୍ବୀମାନେ ପବିତ୍ର ଶୁକ୍ରବାର ଦିନ ନମାଜପାଠ ଯୋଗୁ କୋଲକାତାର କେତେକ ରାସ୍ତାରେ ଟ୍ରାଫିକ ବନ୍ଦ କରାଯାଉଥିବାରୁ ସ୍ଥାନୀୟ ବିଜେପି ଯୁବମୋର୍ଚ୍ଚା ତାର ପ୍ରତିବାଦରେ ରାସ୍ତା ଅବରୋଧ କରି ହନୁମାନ ଚାଳିଶା ଗାନ କରିବା ଆରମ୍ଭ କରିଛି। ମଙ୍ଗଳବାର ରାତିରେ ବିଜେପି ଯୁବମୋର୍ଚ୍ଚାର ସଦସ୍ୟ ହାୱାଡ଼ାରେ ଏକାଠି ହୋଇଥିଲେ। ସେମାନେ ରାସ୍ତାରେ ବସି ହନୁମାନ ଚାଳିଶାର ସମୂହ ଗାନ କରିବା ଆରମ୍ଭ କରିଥିଲେ। ଏହାଦ୍ୱାରା ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଏହା ଉପରେ ସଫେଇ ଦେବାକୁ […]

ss

ss

Hemant Lenka
  • Published: Wednesday, 26 June 2019
  • Updated: 26 June 2019, 05:25 PM IST

Sports

Latest News

କୋଲକାତା: ମୁସଲିମ ଧର୍ମାବଲମ୍ବୀମାନେ ପବିତ୍ର ଶୁକ୍ରବାର ଦିନ ନମାଜପାଠ ଯୋଗୁ କୋଲକାତାର କେତେକ ରାସ୍ତାରେ ଟ୍ରାଫିକ ବନ୍ଦ କରାଯାଉଥିବାରୁ ସ୍ଥାନୀୟ ବିଜେପି ଯୁବମୋର୍ଚ୍ଚା ତାର ପ୍ରତିବାଦରେ ରାସ୍ତା ଅବରୋଧ କରି ହନୁମାନ ଚାଳିଶା ଗାନ କରିବା ଆରମ୍ଭ କରିଛି।

ମଙ୍ଗଳବାର ରାତିରେ ବିଜେପି ଯୁବମୋର୍ଚ୍ଚାର ସଦସ୍ୟ ହାୱାଡ଼ାରେ ଏକାଠି ହୋଇଥିଲେ। ସେମାନେ ରାସ୍ତାରେ ବସି ହନୁମାନ ଚାଳିଶାର ସମୂହ ଗାନ କରିବା ଆରମ୍ଭ କରିଥିଲେ। ଏହାଦ୍ୱାରା ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା।

ଏହା ଉପରେ ସଫେଇ ଦେବାକୁ ଯାଇ ଯୁବମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ ଶୁକ୍ରବାର ମୁସଲିମମାନେ ନମାଜ ପାଠ କରୁଛନ୍ତି ବୋଲି ରାସ୍ତା ଘାଟ ବନ୍ଦ ହୋଇଯାଉଛି। ତେଣୁ ଆମେ ବି ଏଣିକି ରାସ୍ତା ଉପରେ ହନୁମାନ ଚାଳିଶା ଗାନ କରିବୁ।

ମମତା ବାନାର୍ଜୀଙ୍କ ସରକାରରେ ଶୁକ୍ରବାର ପ୍ରାର୍ଥନା ପାଇଁ ଗ୍ରାଣ୍ଡ ଟ୍ରଙ୍କ ରୋଡ୍‌ ଠାରୁ ଅନ୍ୟାନ୍ୟ ସ୍ଥାନରେ ରାସ୍ତାଗୁଡ଼ିକୁ ବନ୍ଦ କରାଯାଉଛି। ଏଥିଯୋଗୁ ଲୋକମାନେ ନାନା ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯେଉଁ ପର୍ଯ୍ୟନ୍ତ ଏହା ବନ୍ଦ ହୋଇନାହିଁ, ଆମେ ପ୍ରତି ମଙ୍ଗଳବାର ରାସ୍ତାକଡ଼ରେ ଥିବା ହନୁମାନ ମନ୍ଦିର ସମ୍ମୁଖରେ ହନୁମାନ ଚାଳିଶା ଗାନ କରିବୁ।"

ତେବେ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି ଓ ହନୁମାନ ଚାଳିଶାର ସମୂହ ଗାନ ପଛରେ ସଂକୀର୍ର୍ଣ୍ଣ ରାଜନୀତି ରହିଛି ବୋଲି ମତ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story