ଚାଲିଗଲେ ବିଜେପିର କୈଳାସ ସାରଙ୍ଗ

ମୁମ୍ବାଇ: ମଧ୍ୟପ୍ରଦେଶ ବିଜେପିର ବରିଷ୍ଠ ନେତା ତଥା ମାର୍ଗଦର୍ଶକ କୈଳାସ ସାରଙ୍ଗଙ୍କର ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ସେ ୧୨ ଦିନ ତଳେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। Shri Kailash Sarang Ji made stupendous efforts to strengthen the BJP across Madhya Pradesh. […]

fghd

fghd

Hemant Lenka
  • Published: Saturday, 14 November 2020
  • Updated: 14 November 2020, 10:47 PM IST

Sports

Latest News

ମୁମ୍ବାଇ: ମଧ୍ୟପ୍ରଦେଶ ବିଜେପିର ବରିଷ୍ଠ ନେତା ତଥା ମାର୍ଗଦର୍ଶକ କୈଳାସ ସାରଙ୍ଗଙ୍କର ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ସେ ୧୨ ଦିନ ତଳେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।

ତାଙ୍କର ୨ଟି ପୁଅ ଓ ୩ଟି ଝିଅ ଅଛନ୍ତି। କୈଳାଙ୍କ ସାନ ପୁଅ ବିଶ୍ୱାସ ସାରଙ୍ଗ ଏବେ ମଧ୍ୟପ୍ରଦେଶ ସରକାରରେ ମନ୍ତ୍ରୀ ମଧ୍ୟ ରହିଛନ୍ତି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। କୈଳାସ ସାରଙ୍ଗ ଦିବଂଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଘନିଷ୍ଠ ସହଯୋଗୀ ଥିଲେ।

ମଧ୍ୟପ୍ରଦେଶରେ ଜନ ସଂଘର ମୂଳଦୂଆ ପ୍ରତିଷ୍ଠା ମଧ୍ୟ ସେ ହିଁ କରିଥିଲେ। ବିଜେପିକୁ ମଧ୍ୟପ୍ରଦେଶରେ ଶକ୍ତିଶାଳୀ କରିବାର ଶ୍ରେୟ ଦଳ ପକ୍ଷରୁ ସର୍ବଦା ଶ୍ରୀ ସାରଙ୍ଗଙ୍କୁ ଦିଆଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story