ବିହାର ନିର୍ବାଚନ ପୂର୍ବରୁ ବିଜେପିର ଉଷା ବିଦ୍ୟାର୍ଥୀ ଏଲଜେପିରେ ମିଶିଲେ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ଉଷା ବିଦ୍ୟାର୍ଥୀ ଆଜି ବିଜେପି ଛାଡ଼ି ଏଲଜେପିରେ ସାମିଲ ହୋଇଛନ୍ତି। ସେ ନୂଆଦିଲ୍ଲୀରେ ଦଳର ମୁଖ୍ୟ ଚିରାଗ ପାଶ୍ୱାନଙ୍କ ଉପସ୍ଥିତିରେ ଏଲଜେପିରେ ଯୋଗଦେଇଛନ୍ତି। ମଙ୍ଗଳବାର ବିଜେପିର ସବୁଠାରୁ ପୁରୁଣା ନେତା ରାଜେନ୍ଦ୍ର ସିଂହ ମଧ୍ୟ ଦଳ ଛାଡ଼ି ଏଲଜେପିରେ ସାମିଲ ହୋଇଥିଲେ। ଶ୍ରୀ ସିଂହ ୨୦୧୫ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ଏଲଜେପିରେ ଯୋଗଦେବା […]

g

g

Hemant Lenka
  • Published: Wednesday, 07 October 2020
  • Updated: 07 October 2020, 03:06 PM IST

Sports

Latest News

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ଉଷା ବିଦ୍ୟାର୍ଥୀ ଆଜି ବିଜେପି ଛାଡ଼ି ଏଲଜେପିରେ ସାମିଲ ହୋଇଛନ୍ତି। ସେ ନୂଆଦିଲ୍ଲୀରେ ଦଳର ମୁଖ୍ୟ ଚିରାଗ ପାଶ୍ୱାନଙ୍କ ଉପସ୍ଥିତିରେ ଏଲଜେପିରେ ଯୋଗଦେଇଛନ୍ତି।

ମଙ୍ଗଳବାର ବିଜେପିର ସବୁଠାରୁ ପୁରୁଣା ନେତା ରାଜେନ୍ଦ୍ର ସିଂହ ମଧ୍ୟ ଦଳ ଛାଡ଼ି ଏଲଜେପିରେ ସାମିଲ ହୋଇଥିଲେ। ଶ୍ରୀ ସିଂହ ୨୦୧୫ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା।

ଏଲଜେପିରେ ଯୋଗଦେବା ପରେ ବିଦ୍ୟାର୍ଥୀ କହିଛନ୍ତି, ବିହାରକୁ ଆଗକୁ ନେବାକୁ ହେଲେ କିଛି ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ। ବିହାର ପ୍ରଥମ, ବିହାରୀ ପ୍ରଥମ ନୀତିକୁ ଆଗକୁ ନେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଚଳିତ ବିଧାନସଭା ନିର୍ବାଚନରେ ଏଲଜେପି ଏକାକୀ ଲଢ଼ିବ। ଜେଡିୟୁ ସହ ମତାନ୍ତର ହେବାରୁ ଏଲଜେପି ଏନଡିଏ ମେଣ୍ଟରୁ ଓହରି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story