ଥର୍ମାଲ ପାୱାର ଷ୍ଟେସନରେ ଭୟଙ୍କର ବିସ୍ଫୋରଣ, ୬ ମୃତ

ଚେନ୍ନାଇ: ତାମିଲନାଡୁର ନେୟଭେଲିଠାରେ ଥିବା ଏନଏଲସି ଇଣ୍ଡିଆ ଲିଃର ଥର୍ମାଲ ପାୱାର ଷ୍ଟେସନ(ଟିପିଏସ)-୨ରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି। ସକାଳ ୯.୫୫ରେ ଟିପିଏସର ୟୁନିଟ ୫ରେ ହିଁ ଏହି ବିସ୍ଫୋରଣ ହୋଇଛି। ଏଥିରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ସ୍ଥାନୀୟ ଏନଏଲସିଆଇଏଲ ହସ୍ପିଟାଲରୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତ ୧୮ ମାସ ମଧ୍ୟରେ […]

y

y

Hemant Lenka
  • Published: Wednesday, 01 July 2020
  • Updated: 01 July 2020, 04:07 PM IST

Sports

Latest News

ଚେନ୍ନାଇ: ତାମିଲନାଡୁର ନେୟଭେଲିଠାରେ ଥିବା ଏନଏଲସି ଇଣ୍ଡିଆ ଲିଃର ଥର୍ମାଲ ପାୱାର ଷ୍ଟେସନ(ଟିପିଏସ)-୨ରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି। ସକାଳ ୯.୫୫ରେ ଟିପିଏସର ୟୁନିଟ ୫ରେ ହିଁ ଏହି ବିସ୍ଫୋରଣ ହୋଇଛି। ଏଥିରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି।

ଆହତ ମାନଙ୍କୁ ସ୍ଥାନୀୟ ଏନଏଲସିଆଇଏଲ ହସ୍ପିଟାଲରୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତ ୧୮ ମାସ ମଧ୍ୟରେ ୫ଟି ଦୁର୍ଘଟଣା ଏହି କମ୍ପାନୀରେ ଘଟିଛି। ଅନେକ ଥର ଦୁର୍ଘଟଣା ଯୋଗୁ ଶ୍ରମିକମାନେ ମୃତାହତର ଖବର ରହିଛି। ତଥାପି କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରୁ ନଥିବା ଅଭିଯୋଗ ହୋଇଛି।

ବିସ୍ଫୋରଣ ପରେ କମ୍ପାନୀର ୫ନଂ ୟୁନିଟିରେ ନିଆଁ ଲାଗି ଯାଇଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନି ନିର୍ବାପକ ଟିମ୍ ନିୟୋଜିତ ହୋଇଥିଲେ। ଦୀର୍ଘ ୪ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ କରିବା ପରେ ସେମାନେ ନିଆଁକୁ ଆୟତ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story