ଦିଲ୍ଲୀ ପୁଲିସ ପାଇଁ ସ୍ୱାଧୀନତା ଦିବସ ହେଉଛି ସାଧାରଣତନ୍ତ୍ର ଦିବସ

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୧୫ରେ ସାରା ଦେଶ ସ୍ୱାଧୀନତା ଦିବସ ପାଳନ କରିବ। ହେଲେ ଦିଲ୍ଲୀ ପୁଲିସ୍‌ ଭୁଲବଶତଃ ସତର୍କ ସୂଚନା ଜାରି କଲା ବେଳେ ସ୍ୱାଧୀନତା ଦିବସ ବଦଳରେ ସାଧାରଣତନ୍ତ୍ର ଦିବସ(ଜାନୁଆରୀ ୨୬) ବୋଲି ଉଲ୍ଲେଖ କରି ଅଡ଼ୁଆରେ ପଡ଼ିଛି। ଏନେଇ ଦିଲ୍ଲୀ ପୁଲିସ୍‌ ବିରୋଧରେ ଏକ ମାମଲା ଦିଲ୍ଲୀ ହାଇକୋର୍ଟରେ ରୁଜୁ କରାଯାଇଛି। ଆବେଦନରେ ଦର୍ଶାଯାଇଛି ଯେ ଦକ୍ଷିଣ ଦିଲ୍ଲୀ ପୁଲିସ୍‌ ପ୍ରଶାସନ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପାଇଁ ସତର୍କ ସୂଚନା ଜାରି […]

q

q

Hemant Lenka
  • Published: Tuesday, 13 August 2019
  • Updated: 13 August 2019, 05:12 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୧୫ରେ ସାରା ଦେଶ ସ୍ୱାଧୀନତା ଦିବସ ପାଳନ କରିବ। ହେଲେ ଦିଲ୍ଲୀ ପୁଲିସ୍‌ ଭୁଲବଶତଃ ସତର୍କ ସୂଚନା ଜାରି କଲା ବେଳେ ସ୍ୱାଧୀନତା ଦିବସ ବଦଳରେ ସାଧାରଣତନ୍ତ୍ର ଦିବସ(ଜାନୁଆରୀ ୨୬) ବୋଲି ଉଲ୍ଲେଖ କରି ଅଡ଼ୁଆରେ ପଡ଼ିଛି। ଏନେଇ ଦିଲ୍ଲୀ ପୁଲିସ୍‌ ବିରୋଧରେ ଏକ ମାମଲା ଦିଲ୍ଲୀ ହାଇକୋର୍ଟରେ ରୁଜୁ କରାଯାଇଛି।

ଆବେଦନରେ ଦର୍ଶାଯାଇଛି ଯେ ଦକ୍ଷିଣ ଦିଲ୍ଲୀ ପୁଲିସ୍‌ ପ୍ରଶାସନ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପାଇଁ ସତର୍କ ସୂଚନା ଜାରି କରିଥିଲା। ହେଲେ ଏହି ବିଜ୍ଞପ୍ତିରେ କେବଳ ହେଡିଂକୁ ଛାଡ଼ିଦେଲେ ବାକି ସବୁ ସ୍ଥାନରେ ସ୍ୱାଧୀନତା ଦିବସ ବଦଳରେ ସାଧାରଣତନ୍ତ୍ର ଦିବସ ଲେଖାଯାଇଛି।

ଆବେଦନକାରୀ ମନଜୀତ ସିଂହ ଚୌହାନ ଆହୁରି କହିଛନ୍ତି, “ ଏଭଳି ବିଜ୍ଞପ୍ତିରୁ ସ୍ପଷ୍ଟ ହେଉଛି ଯେ ଲୋକଙ୍କ ପାଇଁ ଜାରି ହେଉଥିବା ସୂଚନା କୌଣସି ବରିଷ୍ଠ ଅଧିକାରୀ ପଢ଼ନ୍ତି ନାହିଁ। ଯଦି ବରିଷ୍ଠ ଅଧିକାରୀମାନେ ବିଜ୍ଞପ୍ତିକୁ ପଢ଼ି ଥାଆନ୍ତେ, ତା’ହେଲେ ନିଶ୍ଚିତ ଏହି ତ୍ରୁଟିକୁ ଧରି ପାରିଥାଆନ୍ତେ।”

ମନଜୀତଙ୍କ ଆବେଦନକୁ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଡିଏସ୍‌ ପଟେଲ ଓ ଜଷ୍ଟିସ୍‌ ସି ହରିଶଙ୍କରଙ୍କୁ ନେଇ ଗଠିତ ଡିଭିଜନାଲ ବେଞ୍ଚ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ଆସନ୍ତାକାଲି ଏହାର ଶୁଣାଣି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story