ସତରେ କ'ଣ ପୁଣି ଫେରିଛି ମୃତ୍ୟୁର ଖେଳ 'ବ୍ଲୁ-ହ୍ୱେଲ୍‌'!

ନୂଆଦିଲ୍ଲୀ: ‘ବ୍ଲୁ ହ୍ୱେଲ୍‌’ ଗେମ୍‌ ଯେଉଁ ନାରକୀୟ କାଣ୍ଡ ରଚିଥିଲା ତାର ସାକ୍ଷୀ ଆପଣ ରହିସାରିଛନ୍ତି। ଏହି ଗେମ୍‌ର ଭୟାବହତା ସମ୍ପର୍କରେ ଆମେ ସମସ୍ତେ ପୂର୍ବରୁ ଅବଗତ। ମଝିରେ ଏ ଖବରକୁ ନେଇ ଗଣମାଧ୍ୟମ ଉଠୁଥିଲା ପଡୁଥିଲା। ଏହି ଗେମ୍‌ ଖେଳି ଅନେକ ସ୍କୁଲ ପିଲା ଓ ଯୁବକ ଆତ୍ମହତ୍ୟା କରୁଥିଲେ। ଏହି ମୃତ୍ୟୁର ଖେଳ ରାତିର ନିଦ ଛଡାଇ ନେଇଥିଲା। ଖାସ୍‌ କରି ସେମାନଙ୍କର ଯେଉଁମାନଙ୍କ ଘରେ ଛୋଟ ପିଲା ଥିଲେ। ରାତିଦିନ ବାପାମାଆଙ୍କୁ ସେମାନଙ୍କ […]

blue-wale-suicide-game_759

blue-wale-suicide-game_759

Rakesh Mallick
  • Published: Thursday, 03 May 2018
  • Updated: 03 May 2018, 10:20 AM IST

Sports

Latest News

ନୂଆଦିଲ୍ଲୀ: 'ବ୍ଲୁ ହ୍ୱେଲ୍‌' ଗେମ୍‌ ଯେଉଁ ନାରକୀୟ କାଣ୍ଡ ରଚିଥିଲା ତାର ସାକ୍ଷୀ ଆପଣ ରହିସାରିଛନ୍ତି। ଏହି ଗେମ୍‌ର ଭୟାବହତା ସମ୍ପର୍କରେ ଆମେ ସମସ୍ତେ ପୂର୍ବରୁ ଅବଗତ। ମଝିରେ ଏ ଖବରକୁ ନେଇ ଗଣମାଧ୍ୟମ ଉଠୁଥିଲା ପଡୁଥିଲା। ଏହି ଗେମ୍‌ ଖେଳି ଅନେକ ସ୍କୁଲ ପିଲା ଓ ଯୁବକ ଆତ୍ମହତ୍ୟା କରୁଥିଲେ। ଏହି ମୃତ୍ୟୁର ଖେଳ ରାତିର ନିଦ ଛଡାଇ ନେଇଥିଲା। ଖାସ୍‌ କରି ସେମାନଙ୍କର ଯେଉଁମାନଙ୍କ ଘରେ ଛୋଟ ପିଲା ଥିଲେ। ରାତିଦିନ ବାପାମାଆଙ୍କୁ ସେମାନଙ୍କ ପିଲା ଉପରେ ନଜର ରଖିବାକୁ ପଡୁଥିଲା। ହେଲେ ଏ ଚିନ୍ତା ଏବେବି ଯାଇନି। ପୁଣି ଫେରିଛି 'ବ୍ଲୁ ହ୍ୱେଲ୍‌' ଗେମ୍‌!

ଏକଥା ଆମେ କହୁନୁ, କହୁଛି ମେସେଜ୍‌। ଆଜିକାଲି ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ରେ ଘୁରିବୁଲୁଛି ଏକ ମେସେଜ୍‌।  ଯେଉଁଥିରେ ଲେଖା ଅଛି  ଯଦି +60127275401 ନମ୍ବରରୁ ଆପଣଙ୍କୁ କଲ୍‌ ଆସେ ଏବଂ ଆପଣ ସେହି କଲ୍‌କୁ ରିସିଭ୍‌ କରିଦିଅନ୍ତି, ତେବେ ଆପଣଙ୍କ ଫୋନ୍‌ରେ ଆପେଆପେ 'ବ୍ଲୁ ହ୍ୱେଲ୍‌' ଗେମ୍‌ ଡାଉନ୍‌ଲୋଡ ହେଇଯିବ। ମେସେଜ୍‌ରେ ଏହି କଲ୍‌କୁ ନଉଠାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

ସତ୍ୟ କ'?

ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଯେତେବେଳେ +60127275401 କୁ ଡାଏଲ୍‌ କରାଗଲା ସେତେବେଳେ ଏହି ନମ୍ବରରୁ କୌଣସି ଉତ୍ତର ମିଳିଲା ନାହିଁ। +60 ମାଲେସିଆର କୋଡ୍ ଏବଂ କଲ୍‌ କରିବା ସମୟରେ ମାଲେସିଆ ଭାଷାରେ ଉତ୍ତର ଆସିଲା ଯେ 'ଏହି ନମ୍ବରର ଆଉ ଉପଲବ୍ଧ ନାହିଁ।'

ଯେତେବେଳେ ଫୋନ୍‌ ନମ୍ବର ସମ୍ପର୍କରେ ଜାଣିବା ପାଇଁ ଟ୍ରୁ କଲର୍‌ର ବ୍ୟବହାର କରାଗଲା ସେତେବେଳେ ଏହି ନମ୍ବରରେ ଗୁରମିତ୍‌ ସିଂ(ବ୍ଲୁ ହ୍ୱେଲ୍‌) ନାଁ ଉଠିଲା। ଅର୍ଥାତ୍‌ ଜଣେ ବ୍ୟକ୍ତି ଏହି ନାଁରେ ନମ୍ବରକୁ ସେଭ୍‌ କରିବାର ପ୍ରମାଣ ହୋଇଗଲା। କାରଣ ସେ ଚାହୁଁଥିଲେ ଯେଉଁମାନେ ତାଙ୍କୁ କଲ୍‌ କରିବେ ଏ  ନାଁ ତାଙ୍କ ମୋବାଇଲ୍‌ ସ୍କ୍ରିନ୍‌ରେ ଦେଖାଯିବ।

କିନ୍ତୁ ଏବେ ଆଉ ଏକ ପ୍ରଶ୍ନର ଉତ୍ତର ଜାଣିବା ଜରୁରୀ ଥିଲା। ସତରେ କ'ଣ ଫୋନ୍‌ ରିସିଭ୍ କରିବା ଦ୍ୱାରା ବ୍ଲୁ ହ୍ୱେଲ୍‌ ଗେମ୍‌ ଫୋନ୍‌ରେ ଆପେ ଆପେ ଡାଉଲ୍‌ଲୋଡ ହୋଇଯିବ?

ଏ ପ୍ରଶ୍ନ ଯେତେବେଳେ ସାଇବର ଏକ୍ସପର୍ଟଙ୍କୁ ପଚରାଗଲା ସେମାନେ କହିଲେ ଯେ ବ୍ଲୁ ହ୍ୱେଲ୍‌ ଗେମ୍‌ କୌଣସି ଆପ୍‌ ନୁହେଁ ଯାହା ଡାଉନ୍‌ଲୋଡ୍‌ ହୋଇଯିବ। ଏହି ଗେମ୍‌ ନା ତ ଗୁଗଲ୍‌ ପ୍ଲେ ଷ୍ଟୋରରେ ଅଛି ନା ଆଇଫୋନ୍‌ରେ। ଏହି ଗେମ୍‌ ମୋବାଇଲ୍‌ର କୌଣସି ଆପ୍ଲିକେସନ୍‌ ପରି କାମ କରେନି। ଏହା ଯେକୌଣସି ଚାଟ୍‌ ଆପ୍ଳିକେସନ୍‌ ମାଧ୍ୟମରେ ହୋଇପାରିବ। ତେଣୁ କଲ୍‌ ଉଠାଇବା ଦ୍ୱାରା ଏହି ଗେମ୍‌ ଡାଉନ୍‌ଲୋଡ୍‌ ହୋଇଯିବା ଖବର ସମ୍ପୂର୍ଣ୍ଣ ମିଛ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story