ଆତଙ୍କୀ ଲଞ୍ଚ ପ୍ୟାଡ୍‌ ନିକଟରେ ଡଙ୍ଗା, ଜାରି ହେଲା ହାଇଆଲର୍ଟ

ଶ୍ରୀନଗର: ପାକିସ୍ତାନ ସୀମାରେ ଥିବା ଆତଙ୍କୀ ଲଞ୍ଚ ପ୍ୟାଡ୍‌ ନିକଟରେ ଛୋଟ ଛୋଟ ରବର ଡଙ୍ଗା ଠାବ ହୋଇଛି। ଆତଙ୍କବାଦୀ ଏହି ରବର ବୋଟ୍‌ ଦ୍ୱାରା ଜଳପଥରେ ଆକ୍ରମଣ କରିବା ପାଇଁ ଆତଙ୍କବାଦୀମାନେ ଯୋଜନା କରୁଥିବା ସ୍ପଷ୍ଟ ହୋଇଛି। ଏହି କାରଣରୁ ସମସ୍ତ ଜଳପଥ ଓ ସ୍ଥଳପଥରେ ହାଇଆଲର୍ଟ ଜାରି କରାଯାଇଛି। ଉଭୟ ଏଲଓସି ଓ ଆଇବିରେ ଥିବା ପାକିସ୍ତାନ ସୀମାରେ ହିଁ ଏଭଳି ଡଙ୍ଗାକୁ ଗୁଇନ୍ଦା ବିଭାଗ ଠାବ କରିଛି। ଏହି ସୂଚନା ମିଳିବା ପରେ […]

tyff

tyff

Hemant Lenka
  • Published: Thursday, 12 September 2019
  • Updated: 12 September 2019, 05:26 PM IST

Sports

Latest News

ଶ୍ରୀନଗର: ପାକିସ୍ତାନ ସୀମାରେ ଥିବା ଆତଙ୍କୀ ଲଞ୍ଚ ପ୍ୟାଡ୍‌ ନିକଟରେ ଛୋଟ ଛୋଟ ରବର ଡଙ୍ଗା ଠାବ ହୋଇଛି। ଆତଙ୍କବାଦୀ ଏହି ରବର ବୋଟ୍‌ ଦ୍ୱାରା ଜଳପଥରେ ଆକ୍ରମଣ କରିବା ପାଇଁ ଆତଙ୍କବାଦୀମାନେ ଯୋଜନା କରୁଥିବା ସ୍ପଷ୍ଟ ହୋଇଛି।

ଏହି କାରଣରୁ ସମସ୍ତ ଜଳପଥ ଓ ସ୍ଥଳପଥରେ ହାଇଆଲର୍ଟ ଜାରି କରାଯାଇଛି। ଉଭୟ ଏଲଓସି ଓ ଆଇବିରେ ଥିବା ପାକିସ୍ତାନ ସୀମାରେ ହିଁ ଏଭଳି ଡଙ୍ଗାକୁ ଗୁଇନ୍ଦା ବିଭାଗ ଠାବ କରିଛି। ଏହି ସୂଚନା ମିଳିବା ପରେ ସୀମାନ୍ତରେ ପ୍ୟାଟ୍ରୋଲିଂ ବ୍ୟବସ୍ଥାକୁ ଜୋରଦାର କରାଯାଇଛି। ଗୁଇନ୍ଦା ଇନ୍‌ପୁଟ୍‌ ଅନୁଯାୟୀ, ଜମ୍ମୁ ଡିଭିଜନ୍‌ର କଠୁଆ, ସାମ୍ବା ଓ ଅଖନୁର ସୀମାନ୍ତର ଅପରପାର୍ଶ୍ୱ ବା ପାକିସ୍ତାନ ସୀମାରେ ଥିବା ଆତଙ୍କୀ ଲଞ୍ଚ ପ୍ୟାଡ୍‌ ଗୁଡ଼ିକ ନିକଟରେ ୧୩ଟି ଛୋଟ ରବର ବୋଟ୍‌ ଠାବ କରାଯାଇଛି।

ତେଣୁ ଆତଙ୍କବାଦୀମାନେ ଜଳପଥ ଜରିଆରେ ଅନୁପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଗୁଇନ୍ଦା ବିଭାଗ ଆଶଙ୍କା କରିଛି।
ଅନ୍ୟପକ୍ଷରେ ଗୁରେଜ ସେକ୍ଟରରେ ହାଇଆଲର୍ଟ ଜାରି କରାଯାଇଛି। କ୍ରୀଷ୍ଣାଘାଟି ନଦୀ ଦେଇ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରିବାକୁ ଫୁଲଦମରେ ଲାଗି ପଡ଼ିଥିବା ଜଣାପଡ଼ିଛି।

ତେଣୁ ଏହାକୁ ଦୃଷ୍ଟିରେ ରଖି କ୍ରିଷ୍ଣାଘାଟି ନଦୀ ଉପରେ ସୁରକ୍ଷାକର୍ମୀଙ୍କୁ ନଜର ରଖିବାକୁ କୁହାଯାଇଛି।
୨୦୧୧ରେ ଆତଙ୍କବାଦୀମାନେ ଏଭଳି ଛୋଟ ରବର ଡଙ୍ଗା ଜରିଆରେ ଭାରତରେ ଅନୁପ୍ରବେଶ କରିବାକୁ ଲକ୍ଷ୍ୟ ରଖିଥିଲେ। ହେଲେ ଏହାକୁ ଭାରତୀୟ ସୁରକ୍ଷାକର୍ମୀ ପଣ୍ଡ କରିଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story