ପଶ୍ଚିମବଙ୍ଗରେ ରିଜର୍ଭ ପୋଲିଂ ଏଜେଣ୍ଟଙ୍କ ମୃତଦେହ ଉଦ୍ଧାର

ଦକ୍ଷୀଣ ଦିନଜପୁର: ପଶ୍ଚିମବଙ୍ଗର ଦକ୍ଷିଣ ଦିନଜପୁରର ବୁନିଆବୁଦପୁର ଗାଁରେ ବବୁଲାଲ ମୁର୍ମୁ ନାମକ ଜଣେ ରିଜର୍ଭ ପୋଲିଂ ଏଜେଣ୍ଟଙ୍କ ମୃତ ଦେହ ଉଦ୍ଦାର ହୋଇଛି। ଆଜି ସକାଳେ ବବୁଲାଲଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି।   ତେବେ ସେ ଆତ୍ମହତ୍ୟା କରିଛନ୍ତି କି ହତ୍ୟାର ଶିକାର ହୋଇଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ବାବୁଲାଲ ଦକ୍ଷିଣ ଦିନଜପୁର ଅଞ୍ଚଳରେ ରିଜର୍ଭ ପୋଲିଂ କର୍ମଚାରୀ ଭାବେ ନିୟୋଜିତ ହୋଇଥିଲେ। ଦକ୍ଷିଣ ଦିନଜପୁରରେ ଆଜି […]

sucide

sucide

Subhransu Sekhar
  • Published: Tuesday, 23 April 2019
  • Updated: 23 April 2019, 05:58 PM IST

Sports

Latest News

ଦକ୍ଷୀଣ ଦିନଜପୁର: ପଶ୍ଚିମବଙ୍ଗର ଦକ୍ଷିଣ ଦିନଜପୁରର ବୁନିଆବୁଦପୁର ଗାଁରେ ବବୁଲାଲ ମୁର୍ମୁ ନାମକ ଜଣେ ରିଜର୍ଭ ପୋଲିଂ ଏଜେଣ୍ଟଙ୍କ ମୃତ ଦେହ ଉଦ୍ଦାର ହୋଇଛି। ଆଜି ସକାଳେ ବବୁଲାଲଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି।
 
ତେବେ ସେ ଆତ୍ମହତ୍ୟା କରିଛନ୍ତି କି ହତ୍ୟାର ଶିକାର ହୋଇଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ବାବୁଲାଲ ଦକ୍ଷିଣ ଦିନଜପୁର ଅଞ୍ଚଳରେ ରିଜର୍ଭ ପୋଲିଂ କର୍ମଚାରୀ ଭାବେ ନିୟୋଜିତ ହୋଇଥିଲେ। ଦକ୍ଷିଣ ଦିନଜପୁରରେ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ପୋଲିଂ ଏଜେଣ୍ଟଙ୍କ ମୃତଦେହ ଉଦ୍ଦାର ହେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
 
ସୂଚନାଯୋଗ୍ୟ, ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଜଣେ ନିର୍ବାଚନ ଅଧିକାରୀ ଅର୍ଣ୍ଣବ ରୟ ଏବେ ବି ନିଖୋଜ ଅଛନ୍ତି। ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ବିପ୍ରଦାସ ଚୌଧୁରୀ ପଲିଟେକନିକ୍ କଲେଜରେ ଥିବା ବୁଥରେ ଇଭିଏମ୍ ଏବଂ ଭିଭିପ୍ୟାଟ ଦାୟିତ୍ୱରେ ନିୟୋଜିତ ଥିଲେ ଅର୍ଣ୍ଣବ ରୟ। ମତଦାନ ଚାଲିଥିବା ବେଳେ ପାଖାପାଖି ୧୨ଟା ୩୦ ମିନିଟ୍ ପରେ ସେ ନିଖୋଜ୍ ହୋଇ ଯାଇଥିଲେ। ନିଖୋଜ୍ ହେବା ପରେ ଏଯାଏଁ ବି କୌଣସି ତାଙ୍କର ଖୋଜ ଖବର ପାଇନାହିଁ ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story