ବୋମା ଧମକ ପରେ ଲଣ୍ଡନରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ

ଲଣ୍ଡନ: ମୁମ୍ବାଇରୁ ଆମେରିକାର ନେୱାର୍କ ଏୟାରପୋର୍ଟକୁ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ଖବର ମିଳିବା ପରେ ବିମାନଟି ଲଣ୍ଡନରେ ଜରୁରୀ ଅବତରଣ କରିଛି। ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ତେବେ ବୋମା ଥିବା ଖବର ଏକ ଗୁଜବ ବୋଲି ପ୍ରମାଣିତ ହୋଇଛି। ଆଜି ଏଆଇ-୧୯୧ ମୁମ୍ବାଇରୁ ନ୍ୟୁଜେରସିର ନେୱାର୍କ ବିମାନବନ୍ଦରକୁ ଯାଉଥିଲା। ତେବେ ମଝି ଆକାଶରେ ଥିବା ବେଳେ ଏହା ମଧ୍ୟରେ ବୋମା ଥିବାର ଧମକପୂର୍ଣ୍ଣ ଖବର ମିଳିଥିଲା। […]

qq

qq

Hemant Lenka
  • Published: Thursday, 27 June 2019
  • Updated: 27 June 2019, 03:55 PM IST

Sports

Latest News

ଲଣ୍ଡନ: ମୁମ୍ବାଇରୁ ଆମେରିକାର ନେୱାର୍କ ଏୟାରପୋର୍ଟକୁ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ଖବର ମିଳିବା ପରେ ବିମାନଟି ଲଣ୍ଡନରେ ଜରୁରୀ ଅବତରଣ କରିଛି। ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ତେବେ ବୋମା ଥିବା ଖବର ଏକ ଗୁଜବ ବୋଲି ପ୍ରମାଣିତ ହୋଇଛି।

ଆଜି ଏଆଇ-୧୯୧ ମୁମ୍ବାଇରୁ ନ୍ୟୁଜେରସିର ନେୱାର୍କ ବିମାନବନ୍ଦରକୁ ଯାଉଥିଲା। ତେବେ ମଝି ଆକାଶରେ ଥିବା ବେଳେ ଏହା ମଧ୍ୟରେ ବୋମା ଥିବାର ଧମକପୂର୍ଣ୍ଣ ଖବର ମିଳିଥିଲା। ପାଲଇଟ୍ ଏ ସମ୍ପର୍କରେ ଖବର ପାଇବା ପରେ ଲଣ୍ଡନର ଷ୍ଟାନଷ୍ଟେଡ ବିମାନବନ୍ଦରରେ ଜରୁରୀ ଅବତରଣ କରିବାକୁ ଚାହିଁଥିଲେ।

ବିମାନଟିର ଜରୁରୀ ଅବତରଣ ସମୟରେ ବିମାନବନ୍ଦରକୁ ସଂପୂର୍ଣ୍ଣ ରୂପେ ବନ୍ଦ କରି ଦିଆଯାଇଥିଲା। ତେବେ ଛାନଭିନ୍‌ ବେଳେ କୌଣସି ବୋମା ମିଳି ନଥିଲା। ଏବେ ବିମାନବନ୍ଦରରୁ ପୁଣିଥରେ ସେବା ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story