ଡୋକଲାମ ଶିକ୍ଷା : ଭାରତ- ଚୀନ ସୀମାରେ ତିଆରି ହେବ ୫୦ ବର୍ଡର ଆଉଟ ପୋଷ୍ଟ

ନୂଆଦିଲ୍ଲୀ: ଡୋକଲାମ ଭଳି ପରିସ୍ଥିତିକୁ ଏଡାଇବା ପାଇଁ  କେନ୍ଦ୍ର ସରକାରଙ୍କ ତତ୍ପରତା।  ଏଥିପାଇଁ  ଭାରତ- ଚୀନ ସୀମାରେ ୫୦ଟି ବର୍ଡର ଆଉଟ ପୋଷ୍ଟ ତିଆରି ହେବ।  ଏଥିସହ ଏହି ପୋଷ୍ଟ  ଗୁଡିକୁ ସଂଯୋଗ କରୁଥିବା ଅରୁଣାଚଳ ପ୍ରଦେଶର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର  ବିଭିନ୍ନ ରାସ୍ତାଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଉଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ  ରାଜନାଥ ସିଂ କହିଛନ୍ତି। ଲଦାଖରେ ଏକ ମଡେଲ ବର୍ଡର ପୋଷ୍ଟ ଖୋଲାଯାଇଛି। ଯଦି ଏହି  ମଡେଲ ସଫଳ ହୁଏ ତେବେ […]

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 06:55 PM IST

Sports

Latest News

ନୂଆଦିଲ୍ଲୀ: ଡୋକଲାମ ଭଳି ପରିସ୍ଥିତିକୁ ଏଡାଇବା ପାଇଁ  କେନ୍ଦ୍ର ସରକାରଙ୍କ ତତ୍ପରତା।  ଏଥିପାଇଁ  ଭାରତ- ଚୀନ ସୀମାରେ ୫୦ଟି ବର୍ଡର ଆଉଟ ପୋଷ୍ଟ ତିଆରି ହେବ।  ଏଥିସହ ଏହି ପୋଷ୍ଟ  ଗୁଡିକୁ ସଂଯୋଗ କରୁଥିବା ଅରୁଣାଚଳ ପ୍ରଦେଶର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର  ବିଭିନ୍ନ ରାସ୍ତାଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଉଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ  ରାଜନାଥ ସିଂ କହିଛନ୍ତି। ଲଦାଖରେ ଏକ ମଡେଲ ବର୍ଡର ପୋଷ୍ଟ ଖୋଲାଯାଇଛି।

ଯଦି ଏହି  ମଡେଲ ସଫଳ ହୁଏ ତେବେ ଆଗାମୀ ଦିନରେ ସବୁ ବର୍ଡର ପୋଷ୍ଟରେ ଏହାକୁ  କାର୍ଯ୍ୟକାରୀ କରାଯିବ।  ଏଥିସହ ଆଇଟିବିପିରେ ଟ୍ରେନିଂ ବେଳେ ଯବାନ ଓ ଅଫିସରମାନଙ୍କୁ   ମାଣ୍ଡାରିନ ଭାଷା ତାଲିମ ଦିଆଯିବ।   ଏହାଦ୍ୱାରା ସୀମାରେ ଭାଷା ସମସ୍ୟାକୁ ଏଡାଇ  ଦିଆଯାଇ ପାରିବ ବୋଲି ଗୃହମନ୍ତ୍ରୀ କହିଛନ୍ତି ।   G-SAT ଫୋନର ବ୍ୟବହାର ଉପରେ  ଚୂଡାନ୍ତ ନିଷ୍ପତ୍ତି ନେବା ପାଇଁ ଆଇଟିବିପିକୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story