୧୫ ବର୍ଷର ପୁଅକୁ ମାରିଦେଲା ବୋଉର ପ୍ରେମିକ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି। ଜଣେ ୧୫ ବର୍ଷୀୟ ବାଳକକୁ ୪ ଜଣ ଯୁବକ ଅପହରଣ କରିବା ପରେ ଅତ୍ୟନ୍ତ ବୀଭତ୍ସ ଭାବେ ତଣ୍ଟିଚିପି ହତ୍ୟା କରିଛନ୍ତି। ଏହି ୪ ଜଣଙ୍କ ମଧ୍ୟରେ ୧୫ ବର୍ଷୀୟ ବାଳକ ବଣ୍ଟି (ଛଦ୍ମନାମ)ର ମା’ଙ୍କ ପ୍ରେମିକ ମଧ୍ୟ ରହିଛନ୍ତି। ଯୁବକ ଜଣଙ୍କ ବଣ୍ଟିର ମା’ଙ୍କୁ ଭଲ ପାଇବା ସହ ବିବାହ କରିବାକୁ ଚାହୁଁଥିଲେ। ହେଲେ ମହିଳା ଜଣଙ୍କ ବାହଘର ପାଇଁ ମନା କରିଦେଇଥିଲେ। […]

u

u

Hemant Lenka
  • Published: Wednesday, 30 December 2020
  • Updated: 30 December 2020, 12:41 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି। ଜଣେ ୧୫ ବର୍ଷୀୟ ବାଳକକୁ ୪ ଜଣ ଯୁବକ ଅପହରଣ କରିବା ପରେ ଅତ୍ୟନ୍ତ ବୀଭତ୍ସ ଭାବେ ତଣ୍ଟିଚିପି ହତ୍ୟା କରିଛନ୍ତି। ଏହି ୪ ଜଣଙ୍କ ମଧ୍ୟରେ ୧୫ ବର୍ଷୀୟ ବାଳକ ବଣ୍ଟି (ଛଦ୍ମନାମ)ର ମା’ଙ୍କ ପ୍ରେମିକ ମଧ୍ୟ ରହିଛନ୍ତି।

ଯୁବକ ଜଣଙ୍କ ବଣ୍ଟିର ମା’ଙ୍କୁ ଭଲ ପାଇବା ସହ ବିବାହ କରିବାକୁ ଚାହୁଁଥିଲେ। ହେଲେ ମହିଳା ଜଣଙ୍କ ବାହଘର ପାଇଁ ମନା କରିଦେଇଥିଲେ। ମହିଳାଙ୍କ ଠାରୁ ନିରାଶ ହେବା ପରେ ଯୁବକ ଜଣଙ୍କ ତାଙ୍କ ପୁଅକୁ ମାରି ଏହାର ପ୍ରତିଶୋଧ ନେଇଛି।

ଦିଲ୍ଲୀର ନିହାଲ ବିହାର ଅଞ୍ଚଳରେ ଘଟିଥିବା ଏହି ଘଟଣା, ଚାରିଆଡ଼େ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ୍‌ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସିଂହ ଫେରାର ରହିଛି।

ସୂଚନା ଅନୁଯାୟୀ, ପୁଲିସ ଅଙ୍କିତ ପ୍ରଜାପତି ଓ ପ୍ରଦୀପ ସିଂହର ସାନ ଭାଇ କପିଲ ସିଂହକୁ ଗିରଫ କରିଛି। ସେମାନେ ହିଁ ବଣ୍ଟିକୁ କାହିଁକ ହତ୍ୟା କରାଯାଇଥିଲା, ସେ ବିଷୟରେ ପୁଲିସ୍‌କୁ କହିଛନ୍ତି। ପ୍ରଦୀପ ବିବାହ କରିଥିଲେ ହେଁ ବଣ୍ଟିର ମା’ଙ୍କ ପ୍ରମେରେ ପଡ଼ିଥିଲେ। ଏକଥା ଜଣାପଡ଼ିବା ପରେ ପ୍ରଦୀପଙ୍କ ପରିବାର ଲୋକ ଏହାକୁ ବିରୋଧ କରିଥିଲେ। ତଥାପି ବଣ୍ଟିର ମା’ଙ୍କ ପ୍ରେମରେ ପଡ଼ିଥିବା ପ୍ରଦୀପ କିଛି ବି ଶୁଣି ନଥିଲେ।

ମହିଳା ଜଣଙ୍କ ମଧ୍ୟ ପ୍ରଦୀପଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପ୍ରଦୀପ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପରେ ହିଁ ବିବାହ ସମ୍ଭବ ବୋଲି ସେ ସର୍ତ୍ତ ରଖିଥିଲେ। ହେଲେ ପ୍ରଦୀପ ବିନା ଛାଡ଼ପତ୍ରରେ ବିବାହ କରିବାକୁ କହିବାରୁ ମହିଳା ଜଣଙ୍କ ତାଙ୍କ ସହ ସବୁ ସମ୍ପର୍କଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଦୀପ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ କିଛି ବି ଫଳ ମିଳି ନଥିଲା।

ପ୍ରଦୀପଙ୍କ ସହ ସମ୍ପର୍କଚ୍ଛିନ୍ନ କରିବାର ୩ ମାସ ମଧ୍ୟରେ ମହିଳା ଜଣଙ୍କ ଆଉ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ଏହା ଦେଖି ପ୍ରଦୀପ ପ୍ରତିଶୋଧ ପରାୟଣ ହୋଇଥିଲେ। ଏଥିପାଇଁ ସେ ପ୍ରସ୍ତୁତ କରିଥିଲେ ବ୍ଲୁ ପ୍ରିଣ୍ଟ। ଯୋଜନା ଅନୁଯାୟୀ, ପ୍ରଦୀପ ଓ ତାଙ୍କ ୩ ସହଯୋଗୀ ବଣ୍ଟିକୁ ଅପହରଣ କରି ନେଇଥିଲେ।

ଡିସେମ୍ବର ୨୨ରେ ତାଙ୍କ ମା’ଙ୍କୁ ଫୋନ କରି ପୁଅ ବଦଳରେ ୫୦ ଲକ୍ଷ ଟଙ୍କା ମାଗିଥିଲେ। କଲ ପାଇବା ପରେ ମହିଳା ଜଣଙ୍କ ପୁଲିସ୍‌କୁ ଅବଗତ କରାଇଥିଲେ। ପୁଲିସ୍‌ ଫୋନକୁ ଟ୍ରାକ୍‌ କରି ଫରିଦାବାଦରେ ପହଞ୍ଚିଲା ବେଳକୁ ସେଠାରେ ବଣ୍ଟିର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା।

ଶବ ବ୍ୟବଚ୍ଛେଦରୁ ଜଣାପଡ଼ିଛି ଯେ ଅପହରଣର କିଛି ଘଣ୍ଟା ପରେ ୪ ଯୁବକ ବଣ୍ଟିଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ଘଟଣା ପରେ ଅଭିଯୁକ୍ତମାନେ ଛତ୍ରପୁର ଚାଲି ଯାଇଥିଲେ। ପୁଲିସ୍‌ ସେଠାରୁ ଅଙ୍କିତ ଓ କପିଳକୁ ଗିରଫ କରିଥିଲେ ହେଁ ପ୍ରଦୀପ ଫେରାର ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story