ବ୍ରାଜିଲ ରାଷ୍ଟ୍ରପତି ମହାମାରୀ କରୋନାରେ ଆକ୍ରାନ୍ତ

ବ୍ରାସିଲିଆ: କରୋନାର ହଟସ୍ପଟ ପାଲଟିଥିବା ବ୍ରାଜିଲ ସ୍ଥିତି ଏବେ ଆହୁରି ଭୟଙ୍କର ହୋଇଛି। ବିଶ୍ୱର କରୋନା ପ୍ରଭାବିତ ତାଲିକାର ୨ନଂ ସ୍ଥାନରେ ଥିବା ବ୍ରାଜିଲରେ ଉଭୟ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ଏହିକ୍ରମରେ ବ୍ରାଜିଲର ରାଷ୍ଟ୍ରପତି ଜାଇର ବୋଲସୋନାରୋ ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଆଜି ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ହୋମ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି।

ଏକଥା ନିଜେ ଜାଇର ଘୋଷଣା କରିଛନ୍ତି। ସେ କହିଛନ୍ତି, ମୋ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ହେଲେ ମୁଁ ସଂପୂର୍ଣ୍ଣ ସୁସ୍ଥ ରହିଛି। ମୋ ଶରୀରରେ ମଧ୍ୟମ ଧରଣର କରୋନା ଲକ୍ଷଣ ଦେଖା ଯାଇଛି। ତେଣୁ ମୁଁ ଶୀଘ୍ର ସୁସ୍ଥ ହୋଇଯିବି ବୋଲି ଆଶା କରୁଛି ବୋଲି ସେ କହିଛନ୍ତି।

ବ୍ରାଜିଲରେ ଆଜି ସୁଦ୍ଧା ୬୫,୬୩୧ ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ୧୬,୨୮,୨୮୩ ଜଣ ସଂକ୍ରମିତ ହୋଇଛନ୍ତି। ଏଠାରେ ୧୦,୭୨,୨୨୯ ଜଣ ସୁସ୍ଥ ହୋଇଛନ୍ତି। ଆମେରିକା ପୂର୍ବଭଳି ୧ନଂରେ ଥିବା ବେଳେ ୩ୟ ସ୍ଥାନରେ ଭାରତ ରହିଛି।

ଆହୁରି ପଢ଼ନ୍ତୁ

ଅନଲାଇନ୍ ଗଣିତ ପଢ଼ାଇ ହୃଦୟ ଜିତୁଛନ୍ତି ୮୧ ବର୍ଷୀୟ ଗଣିତ ଶିକ୍ଷୟିତ୍ରୀ

ଏଲଏସି ସୀମାରେ ଚୀନର ହରକତ ଜାରି, ଚିନୁକ୍ ଉଡ଼ାଇ ଜବାବ ଦେଲା ଭାରତ

୮.୫ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ୧୭ ହଜାର କୋଟିର ଉପହାର

୯ ଅଗଷ୍ଟ,ରବିବାର: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକବକ୍ସ ଠାବ, ଘଟଣାସ୍ଥଳରେ କେନ୍ଦ୍ରମନ୍ତ୍ରୀ

୮ ଅଗଷ୍ଟ, ଶନିବାର: ମନ ବିଚଳିତ ରହିବ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ସୁଶାନ୍ତଙ୍କ ମୃତ୍ୟୁ ଘଟଣା: ସୁପ୍ରିମକୋର୍ଟ ଗଲା ସିବିଆଇ

ଚୀନରୁ ଆସୁଛି ଆଉ ଏକ ଭୂତାଣୁ: ଗଲାଣି ୭ ଜଣଙ୍କ ଜୀବନ, ୬୦ ସଂକ୍ରମିତ

ଭାରତ ପରେ ଆମେରିକାରେ ବ୍ୟାନ୍‌ ହେଲା ଟିକଟକ, ଟ୍ରମ୍ପ ଦେଲେ ଏମିତି ନିର୍ଦ୍ଦେଶ

ଏବେ ‘କ’ଣ ଭାବିବା’ ନୁହେଁ ‘କିପରି ଭାବିବା’: ମୋଦି