ବ୍ରାଜିଲ ରାଷ୍ଟ୍ରପତି ମହାମାରୀ କରୋନାରେ ଆକ୍ରାନ୍ତ

ବ୍ରାସିଲିଆ: କରୋନାର ହଟସ୍ପଟ ପାଲଟିଥିବା ବ୍ରାଜିଲ ସ୍ଥିତି ଏବେ ଆହୁରି ଭୟଙ୍କର ହୋଇଛି। ବିଶ୍ୱର କରୋନା ପ୍ରଭାବିତ ତାଲିକାର ୨ନଂ ସ୍ଥାନରେ ଥିବା ବ୍ରାଜିଲରେ ଉଭୟ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ଏହିକ୍ରମରେ ବ୍ରାଜିଲର ରାଷ୍ଟ୍ରପତି ଜାଇର ବୋଲସୋନାରୋ ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଆଜି ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ହୋମ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ଏକଥା ନିଜେ ଜାଇର ଘୋଷଣା କରିଛନ୍ତି। ସେ କହିଛନ୍ତି, […]

di

di

Hemant Lenka
  • Published: Tuesday, 07 July 2020
  • Updated: 07 July 2020, 09:17 PM IST

Sports

Latest News

ବ୍ରାସିଲିଆ: କରୋନାର ହଟସ୍ପଟ ପାଲଟିଥିବା ବ୍ରାଜିଲ ସ୍ଥିତି ଏବେ ଆହୁରି ଭୟଙ୍କର ହୋଇଛି। ବିଶ୍ୱର କରୋନା ପ୍ରଭାବିତ ତାଲିକାର ୨ନଂ ସ୍ଥାନରେ ଥିବା ବ୍ରାଜିଲରେ ଉଭୟ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ଏହିକ୍ରମରେ ବ୍ରାଜିଲର ରାଷ୍ଟ୍ରପତି ଜାଇର ବୋଲସୋନାରୋ ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଆଜି ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ହୋମ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି।

ଏକଥା ନିଜେ ଜାଇର ଘୋଷଣା କରିଛନ୍ତି। ସେ କହିଛନ୍ତି, ମୋ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ହେଲେ ମୁଁ ସଂପୂର୍ଣ୍ଣ ସୁସ୍ଥ ରହିଛି। ମୋ ଶରୀରରେ ମଧ୍ୟମ ଧରଣର କରୋନା ଲକ୍ଷଣ ଦେଖା ଯାଇଛି। ତେଣୁ ମୁଁ ଶୀଘ୍ର ସୁସ୍ଥ ହୋଇଯିବି ବୋଲି ଆଶା କରୁଛି ବୋଲି ସେ କହିଛନ୍ତି।

ବ୍ରାଜିଲରେ ଆଜି ସୁଦ୍ଧା ୬୫,୬୩୧ ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ୧୬,୨୮,୨୮୩ ଜଣ ସଂକ୍ରମିତ ହୋଇଛନ୍ତି। ଏଠାରେ ୧୦,୭୨,୨୨୯ ଜଣ ସୁସ୍ଥ ହୋଇଛନ୍ତି। ଆମେରିକା ପୂର୍ବଭଳି ୧ନଂରେ ଥିବା ବେଳେ ୩ୟ ସ୍ଥାନରେ ଭାରତ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story