ବିବାହର କିଛି ଘଣ୍ଟା ପୂର୍ବରୁ ଝିଅକୁ ହତ୍ୟା କଲା ବାପା

ଥିରୁଅନନ୍ତପୁରମ (ଓଡ଼ିଶା ରିପୋର୍ଟର): ବିବାହର କିଛି ଘଣ୍ଟା ପୂର୍ବରୁ ଝିଅକୁ ହତ୍ୟା କଲା ବାପା।  ଧାରୁଆ ଅସ୍ତ୍ରରେ ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିଛି ବାପା।  ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି କେରଳ ମଲାପ୍ପୁରମ୍ ଅଞ୍ଚଳରେ । ଅନ୍ୟ ଜାତିର ପୁଅ ସହ ବିବାହ କରିବାକୁ ଇଚ୍ଛା କରିବାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି।  ୨୨ ବର୍ଷୀୟ ଅଥିରା ଅନ୍ୟ ଏକ ଜାତିର ପୁଅ ସହ ଆଜି ବାହାଘର ହେବାକୁ ଥିବା ବେଳେ […]

dc-Cover-trnf1fh8i605u3litvubds04r2-20180323122439.Medi

Rakesh Mallick
  • Published: Friday, 23 March 2018
  • Updated: 23 March 2018, 07:49 PM IST

Sports

Latest News

ଥିରୁଅନନ୍ତପୁରମ (ଓଡ଼ିଶା ରିପୋର୍ଟର): ବିବାହର କିଛି ଘଣ୍ଟା ପୂର୍ବରୁ ଝିଅକୁ ହତ୍ୟା କଲା ବାପା।  ଧାରୁଆ ଅସ୍ତ୍ରରେ ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିଛି ବାପା।  ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି କେରଳ ମଲାପ୍ପୁରମ୍ ଅଞ୍ଚଳରେ । ଅନ୍ୟ ଜାତିର ପୁଅ ସହ ବିବାହ କରିବାକୁ ଇଚ୍ଛା କରିବାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି।  ୨୨ ବର୍ଷୀୟ ଅଥିରା ଅନ୍ୟ ଏକ ଜାତିର ପୁଅ ସହ ଆଜି ବାହାଘର ହେବାକୁ ଥିବା ବେଳେ କୌଣସି କାରଣରୁ ଅରାଜି ପ୍ରକାଶ କରିଥିଲେ ବାପା ରାଜନ୍ ।

ଝିଅ ଉପରେ ଉତକ୍ଷିପ୍ତ ହୋଇ ଆକ୍ରମଣ କରିଥିଲେ ବାପା।  ତେବେ ଗୁରୁତର ଅବସ୍ଥାରେ ଅଥିରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ଯେଉଁଠି ତାଙ୍କ ମୃତ୍ୟୁ ହୋଇଛି। ଘଟଣା ପରେ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଚଲାଇଛି ପୋଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story