ସୁନାମୀ ଅଫର! ଏବେ ୯୮ ଟଙ୍କାରେ ପାଆନ୍ତୁ ୧.୫ ଜିବି ଡାଟା

ନୂଆଦିଲ୍ଲୀ: BSNL ସିମ୍‌ ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଖୁସି ଖବର।   ଜିଓ  ଓ ଏୟାରଟେଲ୍‌ ଭଳି ପ୍ରାଇଭେଟ୍‌  କମ୍ପାନୀକୁ ମାତ୍‌ ଦେବା ପାଇଁ  ସରକାରୀ ଟେଲିକମ୍‌ କମ୍ପାନୀ ଏକ ନୂଆ ଡାଟା ସ୍କିମ୍‌ ପ୍ଲାନ୍‌ ଲଞ୍ଚ କରିଛି। ଏହି ପ୍ଲାନ୍‌ ଅନୁସାରେ କମ୍ପାନୀ ମାତ୍ର ୯୮ ଟଙ୍କାରେ ପ୍ରତିଦିନ ଗ୍ରାହକମାନଙ୍କୁ ୧.୫GB  ଡାଟା ପ୍ରଦାନ କରିବ। ଏହାର ସମୟସୀମା  ୨୬ଦିନ ରହିବ।  ଖାସ୍‌ କଥା ହେଉଛି BSNLର ସବୁ ଗ୍ରାହକ ଏହାର ଲାଭ ଉଠାଇପାରିବେ। କେରଳକୁ […]

bsnl

bsnl

Rakesh Mallick
  • Published: Sunday, 20 May 2018
  • Updated: 20 May 2018, 12:19 PM IST

Sports

Latest News

ନୂଆଦିଲ୍ଲୀ: BSNL ସିମ୍‌ ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଖୁସି ଖବର।   ଜିଓ  ଓ ଏୟାରଟେଲ୍‌ ଭଳି ପ୍ରାଇଭେଟ୍‌  କମ୍ପାନୀକୁ ମାତ୍‌ ଦେବା ପାଇଁ  ସରକାରୀ ଟେଲିକମ୍‌ କମ୍ପାନୀ ଏକ ନୂଆ ଡାଟା ସ୍କିମ୍‌ ପ୍ଲାନ୍‌ ଲଞ୍ଚ କରିଛି। ଏହି ପ୍ଲାନ୍‌ ଅନୁସାରେ କମ୍ପାନୀ ମାତ୍ର ୯୮ ଟଙ୍କାରେ ପ୍ରତିଦିନ ଗ୍ରାହକମାନଙ୍କୁ ୧.୫GB  ଡାଟା ପ୍ରଦାନ କରିବ। ଏହାର ସମୟସୀମା  ୨୬ଦିନ ରହିବ।  ଖାସ୍‌ କଥା ହେଉଛି BSNLର ସବୁ ଗ୍ରାହକ ଏହାର ଲାଭ ଉଠାଇପାରିବେ।

କେରଳକୁ ଛାଡି BSNL ସବୁ ଜାଗାରେ 3G ସ୍ପିଡ୍‌ ସେବା ଦେଇଥିବା ବେଳେ ଜିଓ ଓ ଏୟାରଟେଲ୍‌ ହେଉଛି 4Gସ୍ପିଡ୍‌ ସେବା ଦେଉଛନ୍ତି। BSNL ନିଜ ୯୮ ଟଙ୍କା ପ୍ୟାକ୍‌ରେ GB ପ୍ରତି ୨.୫୧ ଟଙ୍କାରେ ଡାଟା ଉପଲବ୍ଧ କରିବ।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos