କଂଗ୍ରେସ ଓ ଗେହଲଟଙ୍କୁ ଉଚିତ ଜବାବ ଦେବାକୁ ମାୟାବତୀଙ୍କ ଘୋଷଣା

ନୂଆଦିଲ୍ଲୀ: ରାଜସ୍ଥାନର ରାଜନୀତିକ ସଙ୍କଟ ମଧ୍ୟରେ ବହୁଜନ ସମାଜ ପାର୍ଟି(ବିଏସପି) ମୁଖ୍ୟ ମାୟାବତୀ ବଡ଼ ଘୋଷଣା କରିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅସାମ୍ବିଧାନିକ ଭାବେ ୬ ଜଣ ବିଏସ୍‌ପି ବିଧାୟକଙ୍କୁ କଂଗ୍ରେସରେ ସାମିଲ କରିଦେଇଛନ୍ତି। ଏହାପୂର୍ବରୁ ମଧ୍ୟ ଗେହଲଟ ଠିକ ଏଭଳି କାମ କରିଥିଲେ। ତେଣୁ ଗେହଲଟ ଓ କଂଗ୍ରେସକୁ ବିଏସ୍‌ପି ଉପଯୁକ୍ତ ଶିକ୍ଷା ଦେବ ବୋଲି ମାୟାବତୀ ଘୋଷଣା କରିଛନ୍ତି। ସେ ଆହୁରି କହିଛନ୍ତି ଯେ ତାଙ୍କ ପାର୍ଟି ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ […]

e

e

Hemant Lenka
  • Published: Tuesday, 28 July 2020
  • Updated: 28 July 2020, 02:42 PM IST

Sports

Latest News

ନୂଆଦିଲ୍ଲୀ: ରାଜସ୍ଥାନର ରାଜନୀତିକ ସଙ୍କଟ ମଧ୍ୟରେ ବହୁଜନ ସମାଜ ପାର୍ଟି(ବିଏସପି) ମୁଖ୍ୟ ମାୟାବତୀ ବଡ଼ ଘୋଷଣା କରିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅସାମ୍ବିଧାନିକ ଭାବେ ୬ ଜଣ ବିଏସ୍‌ପି ବିଧାୟକଙ୍କୁ କଂଗ୍ରେସରେ ସାମିଲ କରିଦେଇଛନ୍ତି। ଏହାପୂର୍ବରୁ ମଧ୍ୟ ଗେହଲଟ ଠିକ ଏଭଳି କାମ କରିଥିଲେ।

ତେଣୁ ଗେହଲଟ ଓ କଂଗ୍ରେସକୁ ବିଏସ୍‌ପି ଉପଯୁକ୍ତ ଶିକ୍ଷା ଦେବ ବୋଲି ମାୟାବତୀ ଘୋଷଣା କରିଛନ୍ତି। ସେ ଆହୁରି କହିଛନ୍ତି ଯେ ତାଙ୍କ ପାର୍ଟି ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଏବେ ଦଳ କୋର୍ଟ ଯିବ ବୋଲି ସେ କହିଛନ୍ତି।

ମାୟାବତୀ ଆଜି ଗଣାମଧ୍ୟମକୁ କହିଛନ୍ତି, “ରାଜସ୍ଥାନ ବିଧାନସଭା ନିର୍ବାଚନ ପରେ ବିଏସ୍‌ପିର ସମସ୍ତ ୬ ବିଧାୟକ ନିଃସର୍ତ୍ତ ଭାବେ କଂଗ୍ରେସକୁ ସମର୍ଥନ କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ଗେହଲଟ ନିଜର କୁବୁଦ୍ଧି ପ୍ରୟୋଗ କରି ଅସାମ୍ବିଧାନିକ ଭାବେ ସମସ୍ତ ୬ ବିଧାୟକଙ୍କୁ କଂଗ୍ରେସରେ ମିଶାଇ ଦେଇଥିଲେ। କେବଳ ବିଏସ୍‌ପିର ଛବିକୁ ଖରାପ କରିବା ତାଙ୍କର ଲକ୍ଷ୍ୟ ରହିଥିଲା।

ଏହାପୂର୍ବରୁ ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ସମାନ କାମ କରିଥିଲେ। ପୂର୍ବରୁ ବି ଆମେ କୋର୍ଟ ଯିବାକୁ ଚାହିଁଥିଲୁ। ହେଲେ କେବଳ ଉପଯୁକ୍ତ ସମୟକୁ ଅପେକ୍ଷା କରିଥିଲୁ। ଏବେ ଆମେ କୋର୍ଟ ଯିବାକୁ ନିଷ୍ପତ୍ତି ନେଇଛୁ। ଦରକାର ପଡ଼ିଲେ ଆମେ ସୁପ୍ରିମକୋର୍ଟ ମଧ୍ୟ ଯିବୁ।”

ମାୟାବତୀ ଆସ୍ଥା ଭୋଟ ବେଳେ ସମସ୍ତ ୬ ବିଧାୟକଙ୍କୁ ଗେହଲଟଙ୍କ ବିରୋଧରେ ଭୋଟିଂ କରିବାକୁ କହିଛନ୍ତି। ଯଦି ସେମାନେ ଗେହଲଟଙ୍କ ବିରୋଧରେ ଭୋଟିଂ କରିବେ ନାହିଁ, ତା’ହେଲେ ସେମାନଙ୍କୁ ଦଳର ପ୍ରାଥମିକ ସଦ୍ୟସତା ପଦରୁ ବାହାର କରିଦିଆଯିବ ବୋଲି ମାୟାବତୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story