ବିରୋଧୀ ମହାମେଣ୍ଟରେ ସାମିଲ ହେବେନି ମାୟାବତୀ

ପାଟନା: ଆସନ୍ତା ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିରୋଧୀ ଦଳଗୁଡ଼ିକ ମଧ୍ୟରେ ହେବାକୁ ଥିବା ସାମ୍ଭାବ୍ୟ ମହାମେଣ୍ଟ ମଧ୍ୟ ସେତିକି ପରସ୍ପରଠାରୁ ଦୂରେଇବାରେ ଲାଗିଛନ୍ତି। ପୂର୍ବରୁ କଂଗ୍ରେସକୁ ବାଦ ଦେଇ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ ବିଏସ୍‌ପି ମେଣ୍ଟ କରିଥିବା ବେଳେ ଏବେ ବିହାରରେ ମଧ୍ୟ ମାୟାବତୀଙ୍କ ଦଳ ଏକାକୀ ନିର୍ବାଚନ ଲଢ଼ିବେ ବୋଲି ସଙ୍କେତ ମିଳିଛି। ବିଏସ୍‌ପିର ବିହାର ମୁଖ୍ୟ ଲାଲଜୀ ମେଧାକର କହିଛନ୍ତି,“ବିଏସ୍‌ପି ବିହାରର ସମସ୍ତ ୪୦ଟି ଯାକ ଆସନରେ ଏକାକୀ […]

as

as

Hemant Lenka
  • Published: Monday, 25 February 2019
  • Updated: 25 February 2019, 05:03 PM IST

Sports

Latest News

ପାଟନା: ଆସନ୍ତା ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିରୋଧୀ ଦଳଗୁଡ଼ିକ ମଧ୍ୟରେ ହେବାକୁ ଥିବା ସାମ୍ଭାବ୍ୟ ମହାମେଣ୍ଟ ମଧ୍ୟ ସେତିକି ପରସ୍ପରଠାରୁ ଦୂରେଇବାରେ ଲାଗିଛନ୍ତି। ପୂର୍ବରୁ କଂଗ୍ରେସକୁ ବାଦ ଦେଇ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ ବିଏସ୍‌ପି ମେଣ୍ଟ କରିଥିବା ବେଳେ ଏବେ ବିହାରରେ ମଧ୍ୟ ମାୟାବତୀଙ୍କ ଦଳ ଏକାକୀ ନିର୍ବାଚନ ଲଢ଼ିବେ ବୋଲି ସଙ୍କେତ ମିଳିଛି।

ବିଏସ୍‌ପିର ବିହାର ମୁଖ୍ୟ ଲାଲଜୀ ମେଧାକର କହିଛନ୍ତି,“ବିଏସ୍‌ପି ବିହାରର ସମସ୍ତ ୪୦ଟି ଯାକ ଆସନରେ ଏକାକୀ ନିର୍ବାଚନ ଲଢ଼ିବ। ବିଏସ୍‌ପି ମୁଖ୍ୟ ମାୟାବତୀ ଆମକୁ ବିହାରର ସମସ୍ତ ଆସନରେ ପ୍ରାର୍ଥୀ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ କହିଛନ୍ତି। ବିଏସ୍‌ପି ମହାଗଠବନ୍ଧନରେ କୌଣସି ପ୍ରକାରର ସାମିଲ ହେବନାହିଁ। ଦଳ ତା’ କ୍ଷମତା ଅନୁଯାୟୀ ଏକାକୀ ଲଢ଼ିବ।”

ଶ୍ରୀ ମେଧାକରଙ୍କ ମତରେ, ସାଧାରଣ ନିର୍ବାଚନ ପୂର୍ବରୁ ବିହାରର ସମସ୍ତ ବିଏସ୍‌ପି ନେତାମାନଙ୍କୁ ଦିଲ୍ଲୀ ଡକାଇ ମାୟାବତୀ ବୈଠକ କରିବେ। ଏହି ବୈଠକରେ ହିଁ ଆଗାମୀ ରଣନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ। ଏଥିସହ ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରାଯିବ।

ବିହାରରେ ଆରଜେଡି ନେତା ତେଜସ୍ୱୀ ଯାଦବ କଂଗ୍ରେସ ଓ ବିଏସ୍‌ପି ସହ ମେଣ୍ଟ କରି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ଟକ୍କର ଦେବାକୁ ଚାହୁଁଥିଲେ। ଏଥିପାଇଁ ସେ ବାରମ୍ବାର ମାୟାବତୀଙ୍କୁ ସାକ୍ଷାତ ମଧ୍ୟ କରିଥିଲେ। ହେଲେ ମାୟାବତୀଙ୍କ ଏଭଳି ଆଭିମୁଖ୍ୟ ସବୁ ଗଣିତକୁ ବିଗାଡ଼ି ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story