ବର୍ଗର ଖାଇବା ପଡିଲା ମହଙ୍ଗା: ଖଣ୍ଡିଆ ହୋଇଗଲା ଗଳା

ଆଜିକାଲିର ଯୁବପିଢୀଙ୍କୁ ବାନ୍ଧି ରଖିଛି ଫାଷ୍ଟଫୁଡ୍‌। ଏସବୁ ଖାଦ୍ୟ ପାଟିକୁ ସୁଆଦିଆ ହୋଇଥିଲେ ବି ସ୍ୱାସ୍ଥ୍ୟ ପାଇଁ ହାନୀକାରକ। ପେଟକୁ ଯିବା ପରେ ନାନା ପ୍ରକାର ରୋଗକୁ ଜନ୍ମଦିଏ। ଏସବୁ କଥା ଜାଣି ମଧ୍ୟ କିଛି ପିଲା ଅଛନ୍ତି ଫାଷ୍ଟଫୁଡ୍‌ ଦେଖିଲେ ଲୋଭ ସମ୍ଭାଳି ପାରନ୍ତିନାହିଁ। ଏମିତି ପରିସ୍ଥିତି ଆସିଲାଣି ଫାଷ୍ଟଫୁଡ୍‌ କେବଳ ଅସୁସ୍ଥ କରୁନି, ଜୀବନ ନେବାପାଇଁ ବାହାରିଛି। ନିକଟରେ ଦିଲ୍ଲୀରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣା। ବର୍ଗର ଖାଇ ଜଣେ ବ୍ୟକ୍ତିଙ୍କର ଗଳା […]

cvr burger

cvr burger

Rakesh Mallick
  • Published: Wednesday, 16 May 2018
  • Updated: 16 May 2018, 02:52 PM IST

Sports

Latest News

ଆଜିକାଲିର ଯୁବପିଢୀଙ୍କୁ ବାନ୍ଧି ରଖିଛି ଫାଷ୍ଟଫୁଡ୍‌। ଏସବୁ ଖାଦ୍ୟ ପାଟିକୁ ସୁଆଦିଆ ହୋଇଥିଲେ ବି ସ୍ୱାସ୍ଥ୍ୟ ପାଇଁ ହାନୀକାରକ। ପେଟକୁ ଯିବା ପରେ ନାନା ପ୍ରକାର ରୋଗକୁ ଜନ୍ମଦିଏ। ଏସବୁ କଥା ଜାଣି ମଧ୍ୟ କିଛି ପିଲା ଅଛନ୍ତି ଫାଷ୍ଟଫୁଡ୍‌ ଦେଖିଲେ ଲୋଭ ସମ୍ଭାଳି ପାରନ୍ତିନାହିଁ। ଏମିତି ପରିସ୍ଥିତି ଆସିଲାଣି ଫାଷ୍ଟଫୁଡ୍‌ କେବଳ ଅସୁସ୍ଥ କରୁନି, ଜୀବନ ନେବାପାଇଁ ବାହାରିଛି। ନିକଟରେ ଦିଲ୍ଲୀରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣା। ବର୍ଗର ଖାଇ ଜଣେ ବ୍ୟକ୍ତିଙ୍କର ଗଳା ଖଣ୍ଡିଆ ହୋଇଯାଇଛି। ଆସନ୍ତୁ ଜାଣିବା ଏହାର କାରଣ।

burgerଦିଲ୍ଲୀର ରାକେଶ କୁମାର ନାମକ ଜଣେ ବ୍ୟକ୍ତି ରାଜୀବ ଚୌକ ମେଟ୍ରୋ ଷ୍ଟେସନରୁ ଏକ ବର୍ଗର କିଣିଥିଲେ। ଆମେରିକୀୟ ଫାଷ୍ଟଫୁଡ୍‌ କମ୍ପାନୀ 'ବର୍ଗର କିଙ୍ଗ'ରୁ ସେ ଗୋଟେ ଚିଜ୍‌ ବର୍ଗର କିଣିଥିଲେ। ବର୍ଗର ଖାଇବା ସମୟରେ ସେ ଅନୁଭବ କଲେ ଯେ ସେଥିରେ କିଛି ଗୋଟେ ନିଦା ବା ଟାଣ ଜିନିଷଟେ ରହିଯାଇଛି। ଏହାପରେ ତୁରନ୍ତ ତାଙ୍କ ଗଳାରେ ଯନ୍ତ୍ରଣା ଅନୁଭବ ହେଲା। ଧୀରେ ଧୀରେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଲା। ଉପସ୍ଥିତ ଲୋକେ ତାଙ୍କୁ ହସ୍ପିଟାଲ ନେଇଗଲେ। ଚିକିତ୍ସା ପରେ ଜଣାପଡିଲା ଯେ ବର୍ଗରେ ଭିତରେ ଗୋଟେ ପ୍ଳାଷ୍ଟିକ ଖଣ୍ଡ ରହିଯାଇଥିଲା। ଯାହାକୁ ଖାଇବା ଦ୍ୱାରା ବ୍ୟକ୍ତିଙ୍କର ଗଳାରେ ଖଣ୍ଡିଆ ହୋଇଯାଇଛି। ଚିକିତ୍ସା ପାଇଁ ତାଙ୍କୁ କିଛିଦିନ ହସ୍ପିଟାଲରେ ରହିବାକୁ ପଡିବ।

ଏହାପରେ ବ୍ୟକ୍ତି ଜଣଙ୍କ ବର୍ଗର କମ୍ପାନୀ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ପୋଲିସ ସେ ସମୟରେ ଡ୍ୟୁଟିରେ ଥିବା ସିଫ୍ଟ ମ୍ୟାନେଜରଙ୍କୁ ଗିରଫ କରିଛନ୍ତି।

ଗତ କିଛିଦିନ ତଳେ ଆଉ ଜଣେ ବ୍ୟକ୍ତିଙ୍କୁ ଏମିତି କିଛି ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା। ଚିଲ୍ଲି ବର୍ଗର ଖାଇବା ଦ୍ୱାରା ଦିଲ୍ଲୀର ଜଣେ ଯୁବକଙ୍କ ପେଟର କିଛି ଅଂଶ ଖରାପ ହୋଇଯାଇଥିଲା। ଡାକ୍ତର ତାଙ୍କ ପେଟ ଅପରେସନ କରିବା ସହ କିଛିଦିନ ଲିକ୍ୟୁଡି ଡାଏଟ୍‌ରେ ରହିବାର ପରାମର୍ଶ ଦେଇଥିଲେ। ପୀଡିତ ଯୁବକ ଏକ ରେଷ୍ଟୁରାଣ୍ଟରେ ଚିଲ୍ଲି ବର୍ଗର ଖାଇବା ପ୍ରତିଯୋଗିତାରେ ଭାଗ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story