ଛାତି ତଳର କୋହ ଜଣାଇଲେ ହାଇଦ୍ରାବାଦ ପୀଡ଼ିତାଙ୍କ ମା’, କହିଲେ ଦୋଷୀଙ୍କୁ...

ହାଇଦ୍ରାବାଦ: “ମୁଁ ତା’ ପାଇଁ ଫଳ କାଟି ରଖିଥିଲି। ଆଶା କରିଥିଲି ମୋ ଝିଅ ଆସିଲେ ଖାଇବ। ହେଲେ ଏବେ ସବୁ କିଛି ସରି ଯାଇଛି।” ଏମିତି କୋହ ଭରା କଣ୍ଠରେ ନିଜର ବ୍ୟଥା ବୟାନ କରିଛନ୍ତି ହାଇଦ୍ରାବାଦରେ ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ୨୬ ବର୍ଷୀୟ ଭେଟେରିନାରୀ ଡାକ୍ତରାଣୀଙ୍କ ମା’। ଝିଅ ସହ ଯାହା ଘଟିଲା, ସେଥିରେ ସେ ସଂପୂର୍ଣ୍ଣ ଭାବେ ଧୈର୍ଯ୍ୟ ହରା ହୋଇପଡ଼ିଛି। ତଥାପି ସେ ଆଜି ତାଙ୍କ ଛାତି ତଳର […]

dc

dc

Hemant Lenka
  • Published: Tuesday, 03 December 2019
  • Updated: 03 December 2019, 04:38 PM IST

Sports

Latest News

ହାଇଦ୍ରାବାଦ: “ମୁଁ ତା’ ପାଇଁ ଫଳ କାଟି ରଖିଥିଲି। ଆଶା କରିଥିଲି ମୋ ଝିଅ ଆସିଲେ ଖାଇବ। ହେଲେ ଏବେ ସବୁ କିଛି ସରି ଯାଇଛି।” ଏମିତି କୋହ ଭରା କଣ୍ଠରେ ନିଜର ବ୍ୟଥା ବୟାନ କରିଛନ୍ତି ହାଇଦ୍ରାବାଦରେ ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ୨୬ ବର୍ଷୀୟ ଭେଟେରିନାରୀ ଡାକ୍ତରାଣୀଙ୍କ ମା’।

ଝିଅ ସହ ଯାହା ଘଟିଲା, ସେଥିରେ ସେ ସଂପୂର୍ଣ୍ଣ ଭାବେ ଧୈର୍ଯ୍ୟ ହରା ହୋଇପଡ଼ିଛି। ତଥାପି ସେ ଆଜି ତାଙ୍କ ଛାତି ତଳର କୋହ ସମସ୍ତଙ୍କୁ ଜଣାଇଛନ୍ତି। ତାଙ୍କ ଝିଅ ସହ ଏଭଳି ଅମାନବୀୟ ଘଟଣା ଘଟାଇଥିବା ଦୋଷୀଙ୍କୁ ସମାନ ଢଙ୍ଗରେ ଦଣ୍ଡ ଦିଆଯାଉ। ଅର୍ଥାତ ଦୋଷୀଙ୍କୁ ପୋଡ଼ି ମାରି ଦିଆଯାଉ ବୋଲି ଝିଅକୁ ହରାଇ ଥିବା ମା’ ଜଣଙ୍କ କୋହଭରା କଣ୍ଠରେ କହିଛନ୍ତି।

ଠିକ୍‌ ଭାବେ ହିନ୍ଦୀ କହିପାରୁ ନଥିବା ପୀଡ଼ିତାଙ୍କ ମା’ କହିଛନ୍ତି, “ ସେମାନେ ଯେମିତି ମୋ ଝିଅକୁ ପୋଡ଼ି ମାରିଛନ୍ତି, ମୁଁ ଚାହୁଁଛି ସେମାନଙ୍କୁ ମଧ୍ୟ ସାମନ ଦଣ୍ଡ ମିଳୁ। ଘଟଣା ଦିନ ସେ ମୋତେ ଫୋନ କରିଥିଲା। ମୋ ଝିଅକୁ ଭୋକ ଲାଗୁଥିଲା ବୋଲି ସେ ମୋତେ ଫଳ କାଟି ରଖିବାକୁ କହିଥିଲା।

ଏହି ସମୟରେ ସେ ଟାୟର ଖରାପ ହୋଇ ଯାଇଥିବା କଥା କହି ନଥିଲା। ମୁଁ ତା’ ପାଇଁ ଫଳ କାଟି ରଖିଥିଲି। ଆଶା କରିଥିଲି ମୋ ଝିଅ ଆସିଲେ ଖାଇବ। ହେଲେ ଏବେ ସବୁ କିଛି ସରି ଯାଇଛି।”

ନଭେମ୍ବର ୨୭ରୁ ଶୋଇବା ଓ ଖାଇବା ଭୁଲି ଯାଇଥିବା ପୀଡ଼ିତାଙ୍କ ବାପା ଓ ଭଉଣୀ ମଧ୍ୟ ନ୍ୟାୟ ଦାବି କରିଛନ୍ତି। ପୀଡ଼ିତାଙ୍କ ବାପା କହିଛନ୍ତି, “ଘଟଣା ପରଠାରୁ ଆମେ ଖାଇବା ଓ ଶୋଇବା ଭୁଲି ଯାଇଛୁ। ଆମକୁ ପୁଲିସ୍‌ ଘଟଣା ଘଟିବାର ପରିଦିନ ଦିନ ୧୦ଟା ବେଳକୁ ପୋଡ଼ି ଯାଇଥିବା ଆମ ଝିଅର ମୃତଦେହ ଦେଖାଇଥିଲା। ପୁଲିସ୍‌ ୭.୩୦ରୁ ଶବ ଜବତ କରିଥିଲା। ହେଲେ ଆମକୁ ୯.୩୦ରେ ହିଁ ଖବର ଦେଇଥିଲା।

ମୋ ଝିଅ ଅନେକ ସ୍ୱପ୍ନ ଦେଖିଥିଲା। ସେ ଦିନକୁ ୧୪ ଘଣ୍ଟା ପଢ଼ୁଥିଲା। ପରିଶ୍ରମ କରି ମୋ ଝିଅର ସ୍ୱପ୍ନ ୩ ବର୍ଷ ତଳେ ପୂରଣ ହୋଇଥିଲା। ହେଲେ ସେ ଆହୁରି ପଢ଼ିବାକୁ ଚାହୁଁଥିଲା। ପିଜି କରିବାକୁ ଚାହୁଁଥିଲା। ତା’ର ବାହାଘର ୩ ମାସ ମଧ୍ୟରେ ମୁଁ କରିବାକୁ ଚାହୁଁଥିଲି। ହେଲେ ଏବେ ସବୁ କିଛି ସରି ଯାଇଛି। ମୋ ଝିଅର ଦୋଷୀଙ୍କୁ ଆଇନ ଅନୁଯାୟୀ ତୁରନ୍ତ ଦଣ୍ଡ ବିଧାନ କରାଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story