ସର୍ବସମ୍ମୁଖରେ ଗୁଳି ଚଳାଇଲେ ବୁର୍ଖା ପିନ୍ଧା ଯୁବତୀ

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀ ନୂଆଦିଲ୍ଲୀର ରାଜରାସ୍ତାରେ ଜଣେ ବୁର୍ଖା ପିନ୍ଧା ଯୁବତୀଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ସେ ନିଜକୁ ସ୍ଥାନୀୟ ଅଞ୍ଚଳର ଜଣେ ଗ୍ୟାଙ୍ଗଷ୍ଟାର ଭଉଣୀର ପରିଚୟ ଦେଇ ସର୍ବସମ୍ମୁଖରେ ଗୁଳି ଚଳାଛନ୍ତି। ଏଥିସହ ସେ ଗୋଟିଏ ଦୋକାନୀଙ୍କୁ ମଧ୍ୟ ଅସଭ୍ୟ ଭାଷାରେ ପ୍ରବଳ ଗାଳିଗୁଲଜ କରିଛନ୍ତି। ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତର ପୂର୍ବ ଦିଲ୍ଲୀର ଚୌହାନ ବାଙ୍ଗର ଅଞ୍ଚଳର ରାସ୍ତା କଡ଼ରେ ଥିବା ଦୋକାନୀଙ୍କ ସହ ମୋବାଇଲକୁ […]

fh

fh

Hemant Lenka
  • Published: Tuesday, 24 November 2020
  • Updated: 24 November 2020, 03:14 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀ ନୂଆଦିଲ୍ଲୀର ରାଜରାସ୍ତାରେ ଜଣେ ବୁର୍ଖା ପିନ୍ଧା ଯୁବତୀଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ସେ ନିଜକୁ ସ୍ଥାନୀୟ ଅଞ୍ଚଳର ଜଣେ ଗ୍ୟାଙ୍ଗଷ୍ଟାର ଭଉଣୀର ପରିଚୟ ଦେଇ ସର୍ବସମ୍ମୁଖରେ ଗୁଳି ଚଳାଛନ୍ତି। ଏଥିସହ ସେ ଗୋଟିଏ ଦୋକାନୀଙ୍କୁ ମଧ୍ୟ ଅସଭ୍ୟ ଭାଷାରେ ପ୍ରବଳ ଗାଳିଗୁଲଜ କରିଛନ୍ତି। ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଉତ୍ତର ପୂର୍ବ ଦିଲ୍ଲୀର ଚୌହାନ ବାଙ୍ଗର ଅଞ୍ଚଳର ରାସ୍ତା କଡ଼ରେ ଥିବା ଦୋକାନୀଙ୍କ ସହ ମୋବାଇଲକୁ ନେଇ ୨୮ ବର୍ଷୀୟ ଯୁବତୀଙ୍କ ପାଟିତୁଣ୍ଡ ହୋଇଥିଲା। ଏହାପରେ ଯୁବତୀ ଜଣଙ୍କ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ସେ ନିଜକୁ ଗ୍ୟାଙ୍ଗଷ୍ଟାର ନସିରର ଭଉଣୀ ବୋଲି ପରିଚୟ ଦେଇ ଦୋକାନୀଙ୍କୁ ଗାଳି ଗୁଲଜ କରି ଚାଲିଥିଲେ।
https://twitter.com/i/status/1331058955544510464
ଏହାପରେ ନିଜ ପାଖରେ ଥିବା ବନ୍ଧୁକ ବାହାର କରି ଗୁଳିମାଡ଼ କରିଥିଲେ। ଏହି ସମୟରେ ରାସ୍ତାରେ ଥିବା ଛୋଟ ପିଲା ଓ ମହିଳା ଏଭଳି କାଣ୍ଡ ଦେଖି ଭୟଭୀତ ହୋଇପଡ଼ିଥିଲେ। ଘଟଣାଟି ନଭେମ୍ବର ୧୮ ତାରିଖରେ ଘଟିଥିଲା। ପୁଲିସ୍‌ ଘଟଣାରେ ସାମିଲ ଥିବା ଯୁବତୀଙ୍କୁ ଗିରଫ କରିଛି।

ତାଙ୍କ ନାଁ ନୁସରତ। ସେ ଜାଫ୍ରାବାଦ ଅଞ୍ଚଳରେ ରୁହନ୍ତି। ସେ ସ୍ଥାନୀୟ ଅଞ୍ଚଳର ଗ୍ୟାଙ୍ଗଷ୍ଟର ନାସିରର ସହଯୋଗୀ ମୋହସିନ ନାମକ ଯୁବକର ଭଉଣୀ ବୋଲି ପୁଲିସ୍‌ କହିଛି। ପୁଲିସ୍ ଏବେ ଏଫଆଇଆର ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story