ମୁସଲିମଙ୍କୁ ସେକେଣ୍ଡ କ୍ଲାସ ନାଗରିକ କରିବା ପାଇଁ ସିଏବି: ଆମେରିକା କଂଗ୍ରେସ

ୱାଶିଂଟନ: ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ ନେଇ ଆପତ୍ତି ଉଠାଇଛନ୍ତି ଆମେରିକା କଂଗ୍ରେସର ଆଣ୍ଡ୍ରେ କାରସନ। ସେ କହିଛନ୍ତି, “ମୋଦି ସରକାର ଭାରତରେ ମୁସଲିମମାନଙ୍କୁ ଦ୍ୱିତୀୟ ଶ୍ରେଣୀ ନାଗରିକ କରିବା ପାଇଁ ସିଏବି ଆଣିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏବେ ଆଉ ଏକ ଭୟଙ୍କର ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ମୋଦିଙ୍କ ଭାରତୀୟ ଜନତା ପାର୍ଟିର ଇତିହାସ ଓ ଏହାର ସାଂପ୍ରଦାୟିକ ଉଦ୍ଦେଶ୍ୟ ଦେଖିଲେ ଏଭଳି ଏକ ବିଲ ପାସ ହେବା କିଛି ଆଶ୍ଚର୍ଯ୍ୟଜନକ ଘଟଣା ନୁହେଁ। […]

dc

dc

Hemant Lenka
  • Published: Thursday, 12 December 2019
  • Updated: 12 December 2019, 08:17 PM IST

Sports

Latest News

ୱାଶିଂଟନ: ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ ନେଇ ଆପତ୍ତି ଉଠାଇଛନ୍ତି ଆମେରିକା କଂଗ୍ରେସର ଆଣ୍ଡ୍ରେ କାରସନ। ସେ କହିଛନ୍ତି, “ମୋଦି ସରକାର ଭାରତରେ ମୁସଲିମମାନଙ୍କୁ ଦ୍ୱିତୀୟ ଶ୍ରେଣୀ ନାଗରିକ କରିବା ପାଇଁ ସିଏବି ଆଣିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏବେ ଆଉ ଏକ ଭୟଙ୍କର ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ମୋଦିଙ୍କ ଭାରତୀୟ ଜନତା ପାର୍ଟିର ଇତିହାସ ଓ ଏହାର ସାଂପ୍ରଦାୟିକ ଉଦ୍ଦେଶ୍ୟ ଦେଖିଲେ ଏଭଳି ଏକ ବିଲ ପାସ ହେବା କିଛି ଆଶ୍ଚର୍ଯ୍ୟଜନକ ଘଟଣା ନୁହେଁ।

ମୋଦି ଭାରତର ସଂଖ୍ୟାଲଘୁ ସଂପ୍ରଦାୟକଙ୍କୁ ଟାର୍ଗେଟ କରିଛନ୍ତି। ସେହି ନାଗରିକମାନଙ୍କୁ ନାଗରିକତ୍ୱର ପରୀକ୍ଷା ଦେବାକୁ କୁହାଯାଇ ସେମାନଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁଣ୍ଣ କରାଯାଇଛି। ଏଭଳି ଏକ ବିଲ ଭାରତର ସଂସ୍କୃତିର ମୂଳଦୁଆ ଉପରେ ଶକ୍ତ ପ୍ରହାର। ଏହା ଦ୍ୱାରା ଭାରତ ଓ ପାକିସ୍ତାନ ଭଳି ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ତିକ୍ତି ବଢ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story